Browsing Category

ରାଜ୍ୟ

ଓଲିଉଡରୁ ଆସିଲା ଦୁଃଖ ଖବର: ବରିଷ୍ଠ ହାସ୍ୟ ଅଭିନେତା ଇନ୍ଦ୍ରମଣି ବେହେରାଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡରୁ ଆସିଛି ଏକ ଦୁଃଖ ଖବର । ବରିଷ୍ଠ ହାସ୍ୟା ଅଭିନେତା ଇନ୍ଦ୍ରମଣି ବେହେରାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଶ୍ରୀ ବେହେରା ଢେଙ୍କାନାଳର ମହାବୀର…

ଆଜି ଟେକ୍ସଟାଇଲ ପାର୍କର ହେବ ଶିଳାନ୍ୟାସ; ୧୦ ହଜାର ନିଯୁକ୍ତି ସୃଷ୍ଟିର ଆଶା

ଭୁବନେଶ୍ୱର: ଆଜି ଟେକ୍ସଟାଇଲ ପାର୍କର ହେବ ଶିଳାନ୍ୟାସ । କଟକ ଚୌଦ୍ବାରରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୩୦ ଏକର ଜମିରେ ହେବ ୱେଲସ୍ପୁନ ଟେକ୍ସଟାଇଲ କମ୍ପ୍ଲେକ୍ସ । ୩ ହଜାର କୋଟି ଟଙ୍କାର ହେବ…

କୁହୁଡି ଚାଦର ତଳେ ଟ୍ୱିନ ସିଟି; ଯାତାୟାତରେ ଅସୁବିଧା

ଭୁବନେଶ୍ବର: (ଓଡ଼ିଶା ଭାସ୍କର) କଟକ-ଭୁବନେଶ୍ୱରରେ କୁହୁଡ଼ିର ଆସ୍ତରଣ । ସବୁ ସ୍ଥାନରେ ହାଲୁକା କୁହୁଡ଼ି ଦେଖାଦେଉଥିବାରୁ ଯାତାୟାତରେ ଅସୁବିଧା । ସେପଟେ ଆସନ୍ତା ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି…

ରାଜ୍ୟର ପ୍ରତି ପଞ୍ଚାୟତରେ ରହିବେ ଆକାଉଣ୍ଟାଣ୍ଟ ଡାଟାଏଣ୍ଟ୍ରି ଅପରେଟର

ଭୁବନେଶ୍ୱର: ରାଜ୍ୟର ପ୍ରତି ପଞ୍ଚାୟତରେ ଆକାଉଣ୍ଟାଣ୍ଟ ଡାଟାଏଣ୍ଟ୍ରି ଅପରେଟର ରହିବେ । ମୋଟ ୭୧୪୨ଟି ଡାଟାଏଣ୍ଟ୍ରି ପଦବୀ ସୃଷ୍ଟି ପାଇଁ କ୍ୟାବିନେଟ ମଂଜୁରୀ । ମୋଟ ପଦବୀରୁ ୭୦% OSSC ଦ୍ୱାରା ମନୋନୀତ କରାଯିବ । ବାକି…

କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମୋହର; ୭୦ଲକ୍ଷ SHG ମହିଳା ପାଇବେ ସହାୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି କ୍ୟାବିନେଟ୍ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ହଜାରେ ଟଙ୍କା ଲେଖାଏଁ ପାଇବେ SHG…

ସବୁ SHG ସଦସ୍ୟାଙ୍କୁ ମିଳିବ ୧ ହଜାର ଟଙ୍କା: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ମହିଳା ବିକାଶକୁ ନେଇ ଅନେକ ଯୋଜନା ପ୍ରଣୟନ କରୁଛନ୍ତି ନବୀନ ସରକାର । ବର୍ତ୍ତମାନ ଓଡ଼ିଶାର ସମସ୍ତ ଏସଏଚଜି ସଦସ୍ୟାମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ପ୍ରତି ଏସଏଚଜି…

ଗିରଫ ହୋଇ ଜେଲ୍ ଗଲେ ବୌଦ୍ଧ RTO ବସନ୍ତ ମହାପାତ୍ର; ଆୟ ଠାରୁ ୪୪୫ % ଅଧିକ ସଂପତ୍ତି କରିଥିଲେ ଠୁଳ

ଭୁବନେଶ୍ୱର: ଗିରଫ ହୋଇ ଜେଲ୍ ଗଲେ ବୌଦ୍ଧ RTO ବସନ୍ତ ମହାପାତ୍ର । ଆୟ ଠାରୁ ୪୪୫ ପ୍ରତିଶତ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଆଜି ସକାଳେ ବସନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ସେଲ୍ । ଆୟ ବହିର୍ଭୂତ…

ରାଜନୀତି କରୁଛୁ କାହାର ଟଙ୍କାଟିଏ କି ଜମିଟିଏ ନେଇନୁ; ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ

ଭୁବନେଶ୍ୱର: ଇଡି ରେଡ୍‌ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ । କହିଲେ କେହି ପ୍ରମାଣ କରିଦେଲେ ରାଜନୀତିରୁ ସନ୍ନ୍ୟାସ ନେବି । ରାଜନୀତି କରୁଛୁ ହେଲେ କାହାର ଟଙ୍କାଟିଏ କି ଜମିଟିଏ…

ପାରାଦୀପରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ: ୩୫୦୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ପାରାଦୀପର ଢିଙ୍କିଆଠାରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଭିତ୍ତିପ୍ରସ୍ତର ଦେଇଛନ୍ତି। ଏହି ପ୍ରକଳ୍ପ ହେଉଛି JSW Utkal…

(Video) ୧୦ ଫୁଟ ତଳେ ଥିଲା ସ୍ୱାମୀ: ଉପରେ ପ୍ରେମିକ ସହ ବାସର ରାତି କରୁଥିଲା ସ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୟାଗଡ଼ର ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଗାଁରେ ଘଟିଥିବା ଚାଞ୍ଚଲ୍ୟକର ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଜୋରସୋରରେ ଚର୍ଚ୍ଚା ଚାଲିଛି । ପାଖାପାଖି ୨୦ ଦିନ ହେଲା ସ୍ୱାମୀ ନିଖୋଜ ରହିଥିବା…