Browsing Category

ରାଜନୀତି

‘ଭୋଟ ଫ୍ରମ୍ ହୋମ’ କାର୍ଯ୍ୟକ୍ରମ ମାଧ୍ୟମରେ ଶତାୟୁ ଓ ଦିବ୍ୟାଙ୍ଗ ମତଦାତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) 'ଭୋଟ ଫ୍ରମ ହୋମ' କାର୍ଯ୍ୟକ୍ରମ ମଧ୍ୟମରେ ୮୫ ବୟସରୁ ଅଧିକ ବ୍ୟକ୍ତି ଓ ଦିବ୍ୟାଙ୍ଗ ମତଦାତା ମାନଙ୍କୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ଇଲେକ୍ସନ କମିସନ…

(Video) ଏଇ ତ ଆରମ୍ଭ… ‘କାର୍‌-ଖାନା’ ଛାଡ଼ି ରାଜନୀତିକୁ ଆସିଲେ ଭାଉଜ: ବିଜେପିରେ ସାମିଲ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନେତା-ମନ୍ତ୍ରୀଙ୍କ ମିଶ୍ରଣ ପର୍ବ ଚର୍ଚ୍ଚାରେ ରହିଛି । ଗୋଟିଏ ଦଳର ନେତା ଆଉ ଏକ ଦଳରେ ମିଶି ରାଜନୀତି କରିବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ବିଜେପି ଏହି ମିଶ୍ରଣ ପର୍ବରେ ଅଧିକ…

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଯାଞ୍ଚ କରିବାକୁ ପହଞ୍ଚିଲା ପୋଲିସ, ଜାଣନ୍ତୁ କ’ଣ ରହିଛି ମାମଲା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥଙ୍କ ଘରେ ସୋମବାର (ଏପ୍ରିଲ ୧୫) ପଚରାଉଚରା ପାଇଁ ଶିକାରପୁରସ୍ଥିତ ଘରେ ପହଞ୍ଚିଛି ଏକ ପୋଲିସ ଟିମ୍ । କମଲ ନାଥଙ୍କ ପିଏ ଆର.କେ ମିଗଲାନି…

(Video) ତାମିଲନାଡୁରେ ରାହୁଲଙ୍କ ହେଲିକପ୍ଟର ଯାଞ୍ଚ: ନିର୍ବାଚନ କାମ ପାଇଁ ୱାୟନାଡ ଯାଉଥିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରିରେ ନିର୍ବାଚନ ଆୟୋଗର ଅଧିକାରୀମାନେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରର ଯାଞ୍ଚ କରିଥିଲେ । ହେଲିକପ୍ଟର ଏଠାରେ ଅବତରଣ କରିବା ପରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଅଧିକାରୀମାନେ…

‘ପଦ୍ମ ପୋଖରୀ’ରେ ପାଦ ଦେଲେ ଜ୍ୟୋତି ପାଣିଗ୍ରାହୀ: ସ୍ୱାମୀ ସରୋଜ ପାଣିଗ୍ରାହୀଙ୍କ ସହ ବିଜେପିରେ ସାମିଲ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନେତା-ମନ୍ତ୍ରୀଙ୍କ ଦଳଡିଆଁ ପର୍ବ ଏବେ ବି ଜାରି ରହିଛି । ଆଜି ବିଜୁ ଜନତା ଦଳର ଆଉ ଜଣେ ସଦସ୍ୟ ଦଳ ଛାଡ଼ି ବିଜେପିକୁ ନିଜର କରିଛନ୍ତି । କିଛି ଦିନ ତଳେ ବିଜେଡିରୁ ବିଦାୟ ନେଇଥିବା…

(Video): ‘ମୁଁ ସୁଦାମା ହୋଇ ସେଠାକୁ ଯିବି…’, ଲୋକଙ୍କ ଆଶା ପୂରଣ କରିବା ପାଇଁ ସ୍ୱର୍ଣ୍ଣ ମନ୍ଦିରରେ ପ୍ରାର୍ଥନା କଲେ ପଞ୍ଜାବର ପୂର୍ବତନ…

ଅମୃତସର: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଜାରି ରହିଛି । ବର୍ତ୍ତମାନ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବା…

କହ୍ନେୟା କୁମାର ଓ ଚରଣଜିତ ସିଂ ଚନ୍ନିଙ୍କୁ ଟିକେଟ; ୧୦ ପ୍ରାର୍ଥୀଙ୍କ ତାଲିକା ଜାରି କଲା କଂଗ୍ରେସ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି କଂଗ୍ରେସ ରବିବାର (ଏପ୍ରିଲ ୧୪) ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ କଂଗ୍ରେସ ୩ଟି ରାଜ୍ୟରୁ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

BIG BREAKING: ଆସିଲା କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା 

ଓଡ଼ିଶା ଭାସ୍କର: ଆସିଲା ଓଡ଼ିଶା କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା । ମୋଟ ୭୫ ଜଣ ପ୍ରାର୍ଥୀ ତାଲିକା ଦଳ ଘୋଷଣା କରିଥିବା ଦେଖିବାକୁ ମିଳିଛି । ଏହି ତାଲିକା ଅନୁସାରେ ଭଣ୍ଡାରୀପୋଖରୀରୁ ନିର୍ବାଚନ ଲଢ଼ିବେ…

ଏଥର ବାରବାଟୀ-କଟକ ଆସନରୁ ମୋକିମଙ୍କ ବଦଳରେ ପ୍ରାର୍ଥୀ ହୋଇପାରନ୍ତି ବଡ଼ ଝିଅ ସୋଫିଆ

ଓଡ଼ିଶା ଭାସ୍କର: ସରଗରମ ହୋଇଛି ବାରବାଟୀ-କଟକ ରାଜନୀତି। କାରଣ ଏହି ନିର୍ବାଚନ ମଣ୍ଡଳୀରୁ ଏଥର ୩ ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ବଦଳାଇବାକୁ ଯାଉଛନ୍ତି। ସାଲେପୁରର ପୂର୍ବତନ ବିଧାୟକ ତଥା ବିଜେପି ଛାଡି ବିଜେଡିରେ…

ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କଲା ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି ସମାଜବାଦୀ ପାର୍ଟି (ଏସ ପି) । ଏଥିରେ ୭ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଏସପି ତାଲିକାରେ ଅମରନାଥ ମୌର୍ଯ୍ୟଙ୍କୁ ଫୁଲପୁରରୁ ପ୍ରାର୍ଥୀ…