Browsing Category

ରାଜନୀତି

ପୁଣି ବିବାଦରେ ବିଜେପି ସାଂସଦଙ୍କ ବୟାନ: କହିଲେ ‘କିଛି ଲୋକଙ୍କ ରକ୍ତରେ…

ଫିରୋଜାବାଦ: ଭାରତୀୟ ଜନତା ପାର୍ଟିର ସାଂସଦ ସାକ୍ଷୀ ମହାରାଜ, ଯିଏକି ତାଙ୍କ ବିବୃତ୍ତି ସହିତ ବାରମ୍ବାର ଆଲୋଚନା କେନ୍ଦ୍ର ବିନ୍ଦୁ ପାଲଟନ୍ତି ସେ ପୁଣି , ଶ୍ରଦ୍ଧା ହତ୍ୟା ମାମଲା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି।…

ରାଉଣ୍ଡ ୪ ଫଳାଫଳ: ବିଜେଡି ଦେଉଛି ବିଜେପିକୁ କଡ୍ଡା ଟକ୍କର, ଏବେ ସୁଦ୍ଧା ଆଗରେ ବର୍ଷା

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବର୍ତ୍ତମାନ ସାରା ଓଡିଶାର ମାହୋଲ ଏବେ ସରଗରମ ରହିଛି । ଆଜି ଆସିବ ଉପନିର୍ବାଚନ ଫଳାଫଳ । ତେବେ ବର୍ତ୍ତମାନ ଗଣତି ଆରମ୍ଭ ହୋଇ ଯାଇଛି ।ଚଳିତଥର ୮୦ ପ୍ରତିଶତ ମତଦାନ ହୋଇଥିବା…

ହାତ ହାତେଇବ ହିମାଚଳ! ପ୍ରଦେଶରେ ପ୍ରଦେଶ ଗଢ଼ିବା ପାଇଁ ପ୍ରଦେଶ ଦେଉଛି ଟକ୍କର

ନୂଆଦିଲ୍ଲୀ: ଆଜି ହିମାଚଳପ୍ରଦେଶର ନିର୍ବାଚନୀ ଫଳ ପ୍ରକାଶ ପାଇବାକୁ ଯାଉଛି । ବର୍ତ୍ତମାନର ସ୍ଥିତି ଅନୁସାରେ ଏହି ଫାଇଟ କଂଗ୍ରେସ ଆଉ ବିଜେପି ଭିତରେ ହେଉଛି । ଭୋଟର ଗଣତି ସକାଳ ୮ଟାରୁ ଆରମ୍ଭ ହୋଇ ଯାଇଛି। ସୂଚନା…

ଗୁଜରାଟ ବିଧାନସଭା ନିର୍ବାଚନ ରେଜଲ୍ଟ: ପ୍ରାରମ୍ଭିକ ଭୋଟ ଗଣତିରେ କିଏ ରହିଛି ଆଗରେ

ନୂଆଦିଲ୍ଲୀ: ଆଜି ସାରା ଦେଶର ନଜର ଗୁଜରାଟ ବିଧାନସଭା ନିର୍ବାଚନର ଫଳାଫଳ ଉପରେ ରହିଛି । ଗତ ୧ ଓ ୫ ତାରିଖରେ ମତଦାନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୬୩.୧୪ ପ୍ରତିଶତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫୯.୧୧ ପ୍ରତିଶତ ମତଦାନ…

ପଦ୍ମପୁର ଉପନିର୍ବାଚନ ଫଳାଫଳ: ସରିଲା ପ୍ରଥମ ରାଉଣ୍ଡ ଗଣତି ପ୍ରକ୍ରିୟା, କାହାକୁ ମିଳିଲା କେତେ ଭୋଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟବାସୀଙ୍କ ନଜର ଏବେ ପଦ୍ମପୁର ଉପନିର୍ବାଚନର ଫଳାଫଳ ଉପରେ । ନିକଟରେ ଶେଷ ହୋଇଥିବା ଧାମନଗର ଉପନିର୍ବାଚନରେ ଶାସକ ବିଜେଡିକୁ ବିରୋଧୀ ବିଜେପି ମାତ୍ ଦେଇଥିବାରୁ ପଦ୍ମପୁରର…

ଇଭିଏମ ମେସିନ ଅଦଳବଦଳକୁ ନେଇ ଅଭିଯୋଗ ଆଣିଲେ ପ୍ରଦୀପ କହିଲେ ଯଥା ଶୀଘ୍ର

ବରଗଡ:ପଦ୍ମପୁର ଉପିନିର୍ବାଚନ ଫଳ ଆସନ୍ତା କାଲି ପ୍ରକାଶ ପାଇବାକୁ ଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ବଡଧରଣର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଇଭିଏମ ମେସିନ ଅଦଳବଦଳ କରାଯାଇଛି । ତେବେ ଏହି…

କାଲି ପଦ୍ମପୁର ଫଳାଫଳ:ବିଜୟର ଟୀକା ପିନ୍ଧି ଗାଁ ବାସୀଙ୍କ ଦୁଃଖ ଦୂର କରିବେ କି ପଦ୍ମପୁରର ଟୁକେଲ?

ଭୁବନେଶ୍ୱର:ବିଜେଡି ବିଧାୟକ ବିଜୟ ସିଂ ବରିହାଙ୍କ ଅକାଳ ବିୟୋଗ ପରେ ପଦ୍ମପୁରରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଲା । ଉପନିର୍ବାଚନ ହାତେଇବା ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ସେମାନଙ୍କ…

ଦଳ ବିରୋଧୀ କାମ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ: ୩୦ ଜଣ ନେତାଙ୍କୁ ବହିଷ୍କାର କଲା କଂଗ୍ରେସ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ନିର୍ବାଚନୀ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ନେଇଛି ବଡ଼ ପଦକ୍ଷେପ । ଦଳର ୩୦ ଜଣ ନେତାଙ୍କୁ ବହିଷ୍କାର କରିଛି କଂଗ୍ରେସ । ଦଳ ବିରୋଧି କାର୍ଯ୍ୟଂକଳାପରେ ସାମିଲ ଥିବାରୁ…

ମୁଖ୍ୟ ନିର୍ବାଚନ କମିଶନର ସୂଚନା:୨୩ ରାଉଣ୍ଡରେ ହେବ ପଦ୍ମପୁର ଭୋଟ ଗଣତି

ଭୁବନେଶ୍ୱର:ଆସନ୍ତା କାଲି ପ୍ରକାଶ ପାଇବ ପଦ୍ମପୁର ଉପନିର୍ବାଚନ ଫଳ । ତେବେ ଏହି ନିର୍ବାଚନରେ କିଏ ବାଜି ମାରିବ ତାହା କାଲି ସ୍ଥିର ହେବ । ଚଳିତବର୍ଷ ୮୦.୮ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି । ଯାହାକି ବହୁତ ଅଧିକ ତେଣୁ…

MCD ରେଜଲ୍ଟ: ମ୍ୟାଜିକ୍ ନମ୍ବର ଟପିଲା AAP, BJPର ୧୫ ବର୍ଷର ରାଜୁତି ଶେଷ

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନର ଆଜି ଭୋଟ ଗଣତି ଆରମ୍ଭ ହୋଇଛି । ମୋଟ ୨୫୦ଟି ୱାର୍ଡର ୧,୩୪୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଗତ ୪ ତାରିଖରେ ଏମସିଡି ନିର୍ବାଚନ ପାଇଁ ଜନସାଧାରଣ…