Browsing Category
ରାଜନୀତି
ପଶ୍ଚିମବଙ୍ଗର ବୀରଭୂମ ହିଂସାକାଣ୍ଡ ପଛର ଅସଲ କାରଣ କ’ଣ, ଏହା ପଛରେ ରହିଛି କି ରାଜନୀତିକ ଷଡ଼ଯନ୍ତ୍ର
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଜଣେ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କୁ ହତ୍ୟା କରାଯିବା ପରେ ପ୍ରତିଶୋଧପରାୟଣ ସ୍ୱରୂପ ୮ ଜଣଙ୍କୁ ଜୀଅନ୍ତା ଜାଳି ହତ୍ୟା କରାଯାଇଥିଲା । ମୃତକଙ୍କ ମଧ୍ୟରେ ୬ ମହିଳା,…
ଧାମନଗରରେ ନିର୍ବାଚନୀ ହିଂସା; ୧୪୪ ଧାରା ଜାରି କଲେ ଜିଲ୍ଲାପାଳ
ଭଦ୍ରକ: ରାଜ୍ୟରେ ଚଳିତ ପୌର ନିର୍ବାଚନ ସୁରୁଖୁରୁରେ ସରିଥିଲେ ବି କିଛି ସ୍ଥାନରେ ଦେଖିବାକୁ ମିଳିଥିଲା ନିର୍ବାଚନୀ ହିଂସା । ଗୁରୁବାର ଭଦ୍ରକରେ ପୌର ନିର୍ବାଚନ ସମୟରେ ଭଦ୍ରକ ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର…
ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୫୦ % ଉର୍ଦ୍ଧ୍ବ ମତଦାନ
ସରିଛି ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଭୋଟ ଦେବା ପାଇଁ ସମୟ ଥିବାବେଳେ । ତାଜା ସୂଚନା ଅନୂଯାୟୀ ସୁଦ୍ଧା ସନ୍ଧ୍ୟା ୫ଟା ସୁଦ୍ଧା ୫୦ %ରୁ ଅଧିକ ମତଦାନ ହୋଇଛି । ତେବେ ଆଗାମୀ ସମୟରେ…
ପୌର ନିର୍ବାଚନ: ୧୧ଟା ସୁଦ୍ଧା ୨୧% ମତଦାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ୧୧ଟା ସୁଦ୍ଧା ୨୧% ମତଦାନ ହୋଇଛି । ୨୧% ମତଦାନ ନେଇ ଏସଇସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଜି ସକାଳ…
ପୌର ମତଦାନ ବେଳେ ଇଭିଏମ୍ ତ୍ରୁଟି: ମତଦାନ ବିଳମ୍ବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୂଆପଡ଼ାରେ ଭୋଟଦାନ ବିଳମ୍ବ ହୋଇଛି । ନୂଆପଡ଼ା ଏନଏସିର ୧୨ ନମ୍ବର…
ଆଜି ପୌର ନିର୍ବାଚନ: ୬୪୧୧ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ପ୍ରତମଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପାଇଁ ହେଉଛି ପ୍ରତ୍ୟେକ୍ଷ ମତଦାନ । ୪୭ଟି…
ଦଳ ବିରୋଧୀ କାର୍ଯ୍ୟ: ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ପଞ୍ଚାୟତ ସମିତି ସଦସ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଳ ବିରୋଧୀ କାର୍ଯ୍ୟ ବିରୋଧରେ ପୁଣି ଥରେ ବିଜେଡିର କଡା ପଦକ୍ଷେପ । ଦଳବିରୋଧୀ କାର୍ଯ୍ୟ ପାଇଁ ଆଉ ଜଣେ କର୍ମୀଙ୍କୁ ବିଜେଡି ପକ୍ଷରୁ ନିଲମ୍ବନ କରାଯାଇଛି । ପୁରୀ ସଦର ବ୍ଲକ ଅନ୍ତର୍ଗତ…
ବିଜେଡିର ବାଜିମାତ: ଗୁପ୍ତପ୍ରସାଦ ଝାଙ୍କର ହେଲେ ବ୍ଲକ୍ ଉପାଧ୍ୟକ୍ଷ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବିଜେଡି ସମର୍ଥିତ କୋସ୍ କଂଗା ପଞ୍ଚାୟତର ସମିତି ମେମ୍ବର ଗୁପ୍ତ ପ୍ରସାଦ ଝାଙ୍କର୍ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ସବିଶେଷ ତଥ୍ୟ…
ବିଜେପିକୁ କେଜ୍ରିଓ୍ଵାଲଙ୍କ ଖୋଲା ଚ୍ୟାଲେଞ୍ଜ, ଏମସିଡି ନିର୍ବାଚନ ଜିତିଗଲେ ମୁଁ ରାଜନୀତି ଛାଡି ଦେବି
ନୂଆଦିଲ୍ଲୀ: ତିନି ନଗର ନିୟମ ବିଲୟକୁ ନେଇ ଭାରତୀୟ ଜନତା ପାର୍ଟି ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇ ଯାଇଛି। କେନ୍ଦ୍ର ସରକାର ଏବଂ ଆପ୍ ସରକାର ଏବେ ମୁହାଁମୁହିଁ ସ୍ଥିତିରେ। ଏହି କ୍ରମରେ…
ଦିଲ୍ଲୀରେ ଜଣେ ମେୟର ରହିଲେ କମିଯିବ ମୁଖ୍ୟମନ୍ତ୍ରୀ କ୍ରେଜିୱାଲଙ୍କ ପାୱାର: ୩ଟି ନଗର ନିଗମକୁ ଭାଙ୍ଗି ଗୋଟିଏ କରିବା ପଛରେ BJPର ରହିଛି…
ନୂଆଦିଲ୍ଲୀ: ଦିଲ୍ଲୀରେ ଏଣିକି ତିନୋଟି ନଗର ନିଗମ ଏକ ହୋଇଯିବ । ଏ ସଂପର୍କିତ ବିଲ ସଂସଦର ଚଳିତ ଅଧିବେଶନରେ ଉପସ୍ଥାପିତ କରାଯିବ । କାନୁନ ତିଆରି ହେବା ପରେ ଦିଲ୍ଲୀ ନଗର ନିଗମ ତା’ର ୧୦ ବର୍ଷ ତଳର ପୂର୍ବାବସ୍ଥାକୁ…