Browsing Category
ରାଜନୀତି
ଆଜିଠୁ ପଞ୍ଚାୟତ ଭୋଟ୍ ଗଣତି : ସିଲ୍ ବାକ୍ସରୁ ଖୋଲିିବ ପ୍ରାର୍ଥୀଙ୍କ ଭାଗ୍ୟ, ପ୍ରଥମ ଦିନରେ ୩୧୫ ଜୋନ୍ରେ କାଉଣ୍ଟିଂ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶନିବାରଠାରୁ ଭୋଟଗଣତି ଆରମ୍ଭ କରାଯିବ । ଏଥିନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତିପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।…
ପଞ୍ଚାୟତ ନିର୍ବାଚନ: ସକାଳ ୮ଟାରୁ ହେବ ଭୋଟ୍ ଗଣତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଶେଷ ହୋଇଛି । ଏହା ପରେ ୨୬ ଫେବ୍ରୁଆରୀ ବା ଆସନ୍ତାକାଲିଠାରୁ ହେବ ଭୋଟ୍ ଗଣତି । ଏନେଇ ଆଜି ପ୍ରେସମିଟରେ ଭୋଟ ଗଣତିକୁ ନେଇ ସୂଚନା…
ଭଗବାନଙ୍କ ଇଚ୍ଛା କ୍ଷମତାକୁ ନଫେରୁ ବିଜେପି, ନାଜି ସେନା ହୋଇଗଲେଣି କେନ୍ଦ୍ରୀୟ ଏଜେନ୍ସି: ଶିବସେନା
ମୁମ୍ବାଇ: ଏନସିପି ନେତା ନଓ୍ଵାବ ମଲିକଙ୍କ ଗିରଫଦାରୀରେ ଉତକ୍ଷୀପ୍ତ ଶିବସେନା କେନ୍ଦ୍ରୀୟ ଏଜେନ୍ସିର ତୂଳନା ନାଜି ଆର୍ମି ସହ କରିଛନ୍ତି। ଶିବସେନା ନିଜର ମୁଖପତ୍ର ସାମନା ଜରିଆରେ ବିଜେପି ଏବଂ କେନ୍ଦ୍ର ସରକାରଙ୍କ ଉପରେ…
ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରଥମ, କଂଗ୍ରେସ ଦ୍ୱିତୀୟ ହେବ : ସୁର ରାଉତରାୟ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ରାଜ୍ୟରେ ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ପୁଣି ୧ ନମ୍ବର ଦଳ ହେବ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ…
ସରିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ : ୨୬ରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ, ୨୮ ଯାଏଁ ଚାଲିବ ଭୋଟ ଗଣତି
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): କାଁ ଭାଁ କେତେକ ହିଂସାକାଣ୍ଡକୁ ଛାଡ଼ିଦେଲେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିମନ୍ତେ ଗୁରୁବାର ଶାନ୍ତିୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି । ଏହି…
ପଞ୍ଚମ ପର୍ଯ୍ୟାୟରେ ୭୦%ରୁ ଅଧିକ ମତଦାନ: ନିର୍ବାଚନ କମିଶନ
ଭୁବନେଶ୍ୱର: ରାଜ୍ୟରେ ସରିଛି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ ।
ପଞ୍ଚମ ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ନେଇ ସୂଚନା…
ମହାନଗର ନିର୍ବାଚନ ପାଇଁ ବିଏମସି ପକ୍ଷରୁ ପ୍ରକାଶ ପାଇଲା ଭୋଟର ତାଲିକା: ସବୁ ୱାର୍ଡ ଅଫିସରେ ଉପଲବ୍ଧ ତାଲିକା
ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ହେବାକୁ ଯାଉଛି ପୌର ନିର୍ବାଚନ । କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ, ମେୟର ପଦବୀ ପାଇଁ ନିର୍ବାଚନ ହେବ । ୪୮ ଟି ପୌର ପରିଷଦ, ୫୯ଟି ଏନଏସି ସହ ୩ଟି ମହାନଗରରେ ହେବ ନିର୍ବାଚନ ।…
ସାଢ଼େ ୧୨ଟା ସୁଦ୍ଧା ୫୫% ମତଦାନ: ଥୁଆମୂଳ ରାମପୁରରେ ବୁଥ୍ ରିଗିଂ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ରାଜ୍ୟରେ ୫୫% ମତଦାନ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ନାଥ ସାହୁ…
ନିଆଳିରେ ୫ଟି ବୁଥରେ ମତଦାନ ବନ୍ଦ, ପ୍ରଶାସନର ଚାଲିଛି ତଦନ୍ତ
କଟକ(ଓଡ଼ିଶା ଭାସ୍କର) : ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହାରି ମଧ୍ୟରେ ନିଆଳି ପୋଖରୀଗାଁ ପଞ୍ଚାୟତର ୫ଟି ବୁଥରେ ମତଦାନ ବନ୍ଦ ରହିଛି । ୨, ୧୧, ୧୬, ୧୭ ଓ ୧୮…
ପଞ୍ଚାୟତ ନିର୍ବାଚନ: ୨୬ରୁ ଭୋଟ ଗଣତି, ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତା ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହୋଇ ଶେଷ କରାଯିବ । ଏହାକୁ ଶୃଙ୍ଖଳିତ କରିବାପାଇଁ ବୁଧବାର ରାଜ୍ୟ ନିର୍ବାଚନ…