Browsing Category

ଜ୍ଞାନ ବିଜ୍ଞାନ

(Video) ପାତାଳ ଗର୍ଭକୁ ଯିବ ଭାରତର ପ୍ରୋଜେକ୍ଟ ‘ସମୁଦ୍ରଯାନ’: ୬ହଜାର ମିଟର ତଳୁ ବାହାରିବ ରହସ୍ୟ

ପୁଣି ଭାରତର ଏକ ବଡ଼ ପ୍ରୋଜେକ୍ଟ ସାମ୍ନାକୁ ଆସିଛି । ମୁନ୍ ମିଶନ ସଫଳ ହେବା ପରେ ଏବେ ପାତାଳ ଉପରେ ପଡ଼ିଛି ଭାରତର ନଜର । ଖୁବଶୀଘ୍ର ପାତାଳର ରହସ୍ୟ ବାହାର କରିବା ପାଇଁ ଭାରତ ଆରମ୍ଭ କରିବ ପ୍ରୋଜେକ୍ଟ ‘ସମୁଦ୍ରଯାନ’ ।…

(Video) ଗଗନଯାନରେ ସୂର୍ଯ୍ୟକୁ ଯିବେ ମହିଳା ମହାକାଶଚାରୀ! ଚନ୍ଦ୍ରଯାନର ସଫଳତା ପରେ ଇସ୍ରୋ କଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ ସଫଳତାର ଶିଖର ଛୁଇଁଛି । ପ୍ରଥମ ଦେଶ ଭାବରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଦେଇ ଇତିହାସ ରଚିଛି ଲାଣ୍ଡର ବିକ୍ରମ । ଏହାପରେ ପ୍ରଜ୍ଞାନ ମଧ୍ୟ ଚନ୍ଦ୍ରର ସମସ୍ତ ଟିକିନିକି ଡାଟା ସଂଗ୍ରହ…

(Video) କେଡ଼େ ସୁନ୍ଦର ଏ ପୃଥିବୀ… ଜହ୍ନ ରାଇଜରୁ ପୃଥିବୀର ‘ନଜାରା’ ରେକର୍ଡ କରି ପଠାଇଲା ଚନ୍ଦ୍ରଯାନ

ନୂଆଦିଲ୍ଲୀ: କି ସୁନ୍ଦର ଆହା, କି ଆନନ୍ଦମୟ, ଏହି ବିଶାଳ ସଂସାର... ଭକ୍ତକବି ମଧୁସୂଦନ ରାଓଙ୍କ ଏହି ପଂକ୍ତି ଆଜି ସ୍ୱଚକ୍ଷୁରେ ଦେଖିବାକୁ ମିଳିଛି । ଭକ୍ତକବିଙ୍କ ଏହି ଗୀତକୁ ଚିତ୍ର ମାଧ୍ୟମରେ ଦର୍ଶାଇଛି ଭାରତର…

ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର: ବାୟୁମଣ୍ଡଳରୁ ମିଥେନ ଗ୍ୟାସକୁ ସମାପ୍ତ କରିଦେବ ବ୍ୟାକ୍ଟେରିଆ, ଗ୍ଲୋବାଲ ୱାର୍ମିଂରୁ ମିଳିପାରିବ ରକ୍ଷା!

ନୂଆଦିଲ୍ଲୀ: ସାରା ଦୁନିଆରେ ଏବେ ମିଥେନ ଗ୍ୟାସର ପରିମାଣ ବଢ଼ିବାରେ ଲାଗିଛି । ଏହା କାର୍ବନ ଡାଇଅକ୍ସାଇଡଠାରୁ ୨୫ ଗୁଣ ଅଧିକ ବିପଜ୍ଜନକ ହୋଇଥାଏ । ଏହା ଗ୍ଲୋବାଲ ୱାର୍ମିଂର ଏକ ବଡ଼ କାରଣ । ଦିନକୁ ଦିନ ତାପମାତ୍ରା…

ହଠାତ୍ ବନ୍ଦ ହୋଇଗଲା ‘Mission Moon’: ଚନ୍ଦ୍ରରେ ପହଞ୍ଚିବାର ୮ ଦିନ ପରେ ମିଶନ୍ ଫେଲ

ନୂଆଦିଲ୍ଳୀ: ଚନ୍ଦ୍ରପୃଷ୍ଠରେ ପହଞ୍ଚି ସାରା ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ଭାରତର ‘ମୁନ୍ ମିଶନ୍’ । ଇସ୍ରୋର ଏହି ସଫଳତାକୁ ନେଇ ସବୁଆଡ଼େ ଚର୍ଚ୍ଚା ରହିଛି । ଯେଉଁସ୍ଥାନକୁ ବିଶ୍ୱର କେହି ପହଞ୍ଚି ପାରିନଥିଲେ…

ଚନ୍ଦ୍ରଯାନର ସଫଳତାକୁ ମିଳିଲା ଜାତୀୟ ସମ୍ମାନ: ଅଗଷ୍ଟ ୨୩କୁ ‘ଜାତୀୟ ମହାକାଶ ଦିବସ’ ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: ବର୍ତ୍ତମାନ ଚନ୍ଦ୍ରଯାନ-୩ର ସଫଳତା ଭାରତର ସମ୍ମାନକୁ ଆହୁରି ଉଚ୍ଚ ସ୍ତରରେ ପହଞ୍ଚାଇଛି । ପ୍ରଥମ ଦେଶ ଭାବରେ ଭାରତ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପାଦ ଥାପିବାରେ ସଫଳ ହୋଇଛି । କେବଳ ଲାଣ୍ଡର ବିକ୍ରମ…

ଜହ୍ନରେ ଅସଂଖ୍ୟ ଗାତ ରହିଛି ମାନେ ଏଥିରେ ଜଳ ରହିଛି!

ଓଡିଶା ଭାସ୍କର; ଆସନ୍ତା ୧୪ ଦିନ ଧରି ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଚାଲିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଇସ୍ରୋ ସେଣ୍ଟରକୁ ପଠାଇବ । ଚନ୍ଦ୍ରଯାନ-୩ ଅଭିଯାନର ମୁଖ୍ୟତଃ ୩ଟି ଲକ୍ଷ୍ୟ ରହିଛି ।…

ସାବଧାନ୍! AI ଦ୍ୱାରା ଆପଣଙ୍କ ଚେହେରାରେ ହୋଇପାରେ ଅଶ୍ଳୀଳ ଭିଡିଓ: ଜାଣନ୍ତୁ କ’ଣ ରହିଛି ଦଣ୍ଡବିଧାନ

ବର୍ତ୍ତମାନ ସମୟରେ ଆଟିଫିସିଆଲ ଇଣ୍ଟେଲିଜେନ୍ସି ବ୍ୟବହାରରେ ଅନେକ କିଛି କାର୍ଯ୍ୟ ସମ୍ଭବ ହୋଇପାରୁଛି । ମଣିଷର ରୂପ ପରିବର୍ତ୍ତନ କରି ଦେବା ସହ ଆହୁରି ଅନେକ ଚେହେରା ଯୋଡ଼ିବାରେ ସଫଳ ହେଉଛି ନୂଆ ଟେକ୍ନୋଲୋଜି ଏଆଇ ।…

(Video) ଚନ୍ଦ୍ରରୁ ଆସିଲା ‘ପ୍ରଜ୍ଞାନ’ର ପ୍ରଥମ ଭିଡିଓ: ଦେଖନ୍ତୁ କେମିତି ଲାଣ୍ଡରରୁ ଓହ୍ଲାଇଲା ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଏବେ ଲାଣ୍ଡର ବିକ୍ରମ ଏବଂ ରୋଭର ‘ପ୍ରଜ୍ଞାନ’ ଜହ୍ନ ରାଇଜର ତଥ୍ୟ ସଂଗ୍ରହ କରୁଛନ୍ତି । ବର୍ତ୍ତମାନ ଚନ୍ଦ୍ରମାରେ ପ୍ରଜ୍ଞାନର ପ୍ରତ୍ୟେକ ଗତିବିଧିର ଫଟୋ ଏବଂ ଭିଡିଓ କରି…

ଏବେ ଅନ୍ତରୀକ୍ଷକୁ ‘ମାନବ ମିଶନ୍’ ପଠାଇବ ଭାରତ: ISRO ସାଜିବ ଚତୁର୍ଥ ସ୍ପେସ ଏଜେନ୍ସି

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ବଡ଼ ସଫଳତା ପରେ ଏବେ ଭାରତ ଆଖିରେ ରହିଛି ହଜାର ସ୍ୱପ୍ନ । ଅନ୍ତରୀକ୍ଷରେ ନିଜର କାୟା ବିସ୍ତାର କରିବା ପାଇଁ ସ୍ୱପ୍ନ ଦେଖୁଛି ଇସ୍ରୋ । ବର୍ତ୍ତମାନ ଇସ୍ରୋ ସେପ୍ଟେମ୍ବରରେ ‘ସୋଲାର ମିଶନ୍’କୁ…