Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ଓଡ଼ିଆ କ୍ରିକେଟ ପ୍ରେମୀଙ୍କ ପାଇଁ Good News: ବାରବାଟୀ ଷ୍ଟାଡିୟମରେ ପୁଣି ଖେଳାଯିବ ଟି-୨୦ ଟୁର୍ଣ୍ଣାମେଣ୍ଟ

କଟକ: ପୁଣିଥରେ କଟକର ବାରବାଟୀ ଷ୍ଟାଡିୟମକୁ ଫେରୁଛି ଟି-୨୦ ଟୁର୍ଣ୍ଣାମେଣ୍ଟ । ଆସନ୍ତା ସେପ୍ଟେମ୍ବର ୧୫ ତାରିଖରୁ ଏଠାରେ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ୮ଟି ଟିମ୍ ସହ ଦୁଇଟି…

ଭାରତରେ ଭାରତକୁ ପରାସ୍ତ କରିବା ସବୁଠାରୁ ଅସମ୍ଭବ କାର୍ଯ୍ୟ, ଦାବିକଲେ ପାକିସ୍ତାନର ପୂର୍ବତନ ଭେଟେରାନ କ୍ରିକେଟର

ନୂଆଦିଲ୍ଲୀ: ଭାରତକୁ ତାର ନିଜ ଘରୋଇ ମାଟିରେ ପରାସ୍ତ କରିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ବୋଲି ଶୋଏବ ଅଖତର ଦାବି କରିଛନ୍ତି। ଘରୋଇ ମାଟିରେ ଟିମ୍ ଇଣ୍ଡିଆ ଦୃଢ଼ ପ୍ରଦର୍ଶନ କରିଥାଏ। ଷ୍ଟାର୍ ସ୍ପୋର୍ଟସ୍ ଦ୍ୱାରା ଆୟୋଜିତ…

Asia Cup-2023; ଶାମୀ ନା ଶାର୍ଦ୍ଦୁଳ? Ind vs Pak ମହା ମୁକାବିଲାରେ କିଏ ପାଇବେ ସୁଯୋଗ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ର ସୁପର-୪ ମୁକାବିଲାରେ ପୁଣିଥରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ସେପ୍ଟେମ୍ବର ୧୦ ତାରିଖ ରବିବାରରେ ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଛି । ପ୍ରଥମ ଲିଗ୍ ମ୍ୟାଚରେ…

ଦ୍ରାବିଡଙ୍କୁ ପଦରୁ ହଟାଇବେ ଏହି ଖେଳାଳି! ଭାରତର ଆଗାମୀ କୋଚ ଭାବରେ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ: ଆଗାମୀ ଦିନିକିଆ ବିଶ୍ୱକପକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ତେବେ ଭାରତ ଏଥିରେ ଚମ୍ପିଆନ୍ ହେବା ନେଇ ସମସ୍ତଙ୍କର ଆଶା ମଧ୍ୟ ରହିଛି । ତେବେ ବିଶ୍ୱକପ ପରେ ଟିମକୁ ନେଇ ଆଉ ଏକ ଚର୍ଚ୍ଚାର ବିଷୟ ହେଉଛନ୍ତି…

Asia Cup-2023କୁ ନେଇ ଆଫଗାନିସ୍ତାନ ବୋର୍ଡର ଅଭିଯୋଗ: ଅଧିକାରୀଙ୍କୁ ଦଣ୍ଡ ଦିଆଯିବା ଉଚିତ୍

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରୁ ମାତ୍ର ୨ ରନରେ ପରାସ୍ତ ହୋଇ ଏସିଆ କପ୍ ରୁ ବାଦ୍ ପଡ଼ିଛି ଆଫଗାନିସ୍ତାନ । ଷ୍ଟାର ଅଲରାଉଣ୍ଡର ରାଶିଦ ଖାନଙ୍କ ଦମଦାର ବ୍ୟାଟିଂ ପରେ ମଧ୍ୟ ଦଳ ବିଜୟ ହାସଲ କରିବାରେ ସଫଳ ହୋଇ…

Wold Cupରେ କିଏ ଭାରତର ସଫଳ ଅଧିନାୟକ? ପୂର୍ବତନ Captain ଏବେ କୋଚ, ସାଥୀରେ ନୂଆ Leader

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ଗୋଟିଏ ମାସ ବାକି ରହିଛି । ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଥିବା ବେଳେ ଦଳର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା । ପ୍ରଥମ ଥର ପାଇଁ ଦିନିକିଆ ଅଧିନାୟକ ଭାବରେ ସେ…

(Video) ବିଶ୍ୱକପ୍ ଦଳରେ Bhubaneswarଙ୍କୁ ମିଳିଲାନି ସୁଯୋଗ: ମ୍ୟାଚ ଫିନିଶ କରି BCCIକୁ ଦେଲେ ଜବାବ

ନୂଆଦିଲ୍ଲୀ: ଆସନ୍ତା ଦିନିକିଆ ବିଶ୍ୱକପ ପାଇଁ ଭାରତର ୧୫ ଜଣିଆ ଟିମ ଘୋଷଣା ହୋଇ ସାରିଛି । ତେବେ ଏଥିରେ ଭାରତର ଷ୍ଟାର ପେସ ବୋଲର ଭୁବନେଶ୍ୱର କୁମାରଙ୍କୁ ଦଳରୁ ବାଦ୍ ଦେଇଛି ବିସିସିଆଇ । ସ୍ୱିଙ୍ଗ ଏବଂ ପେସ ଯାଦୁରେ…

ମ୍ୟାଚ ଫିକ୍ସିଙ୍ଗ ମାମଲାରେ ଗିରଫ ହେଲେ କ୍ରିକେଟର: ଆତ୍ମସମର୍ପଣ କଲେ ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସଚିତ୍ରା ସେନାନାୟକେଙ୍କୁ ଗିରଫ କରିଛି ଭ୍ରଷ୍ଟାଚାର କମିଟି । ମ୍ୟାଚ ଫିକ୍ସିଙ୍ଗ ଭଳି ଏକ ସଙ୍ଗୀନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜାଣିବାକୁ ମିଳିଛି । ଆଜି ସକାଳେ…

ଇଶାନ ନା ରାହୁଲ… ODI WC ଦଳରେ କିଏ ପାଇବେ ସୁଯୋଗ? ଦ୍ୱନ୍ଦ୍ୱରେ କ୍ରିକେଟପ୍ରେମୀ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ଆଜି ଘୋଷଣା ହୋଇଯାଇଛି ୧୫ ଜଣିଆ ଭାରତୀୟ ଦଳ । ଏହି ଦଳରେ ତିଲକ ବର୍ମା ଏବଂ ୟୁଜବେନ୍ଦ୍ର ଚହଲ ଦଳରୁ ବାଦ୍ ପଡ଼ିଥିବା ବେଳେ ସଞ୍ଜୁ ସାମସନ ମଧ୍ୟ ଦଳରେ ସ୍ଥାନ ହରାଇଛନ୍ତି । ତେବେ…

ଚାଲିଥିଲା ବିଶ୍ୱକପ ଦଳ ଚୟନ, ହଠାତ୍ ଏହି ପ୍ରଶ୍ନରେ ରାଗିଗଲେ ରୋହିତ: କହିଲେ ଏମିତି ପ୍ରଶ୍ନ ମୋତେ ପଚାରନି…

ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ନିଜର ବିଶ୍ୱକପ ଦଳ ଚୟନ କରିସାରିଛି । ଆସନ୍ତା ବିଶ୍ୱକପରେ ଭାରତ ତରଫରୁ ମୋଟ ୬ଟି ନୂଆ ଚେହେରା ବିଶ୍ବକପ ଦଳରେ ସାମିଲ ହୋଇଛନ୍ତି । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଚୟନ…