Browsing Category
ଅଲିମ୍ପିକ୍
୧୨୯ ବର୍ଷ ପରେ ଅଲିମ୍ପିକ୍ସରେ ଦେଖିବାକୁ ମିଳିବ ଛକା-ଚୌକାର ରୋମାଞ୍ଚ ! ଆଇସିସି ଉଠାଇଲା ବଡ ପଦକ୍ଷେପ
ନୂଆଦିଲ୍ଲୀ : ଜୁଲାଇ ୨୩ରୁ ଜାପାନର ରାଜଧାନୀ ଟୋକିଓରେ ଆରମ୍ଭ ହୋଇଥିବା ଅଲିମ୍ପିକ୍ସ ସମାପ୍ତ ହୋଇ ସାରିଛି । କରୋନା ଭାଇରସ୍ ମହାମାରୀ ମଧ୍ୟରେ ଆୟୋଜିତ ଏହି ଖେଳରେ ଭାରତ ନିଜର ସର୍ବକାଳୀନ ଭଲ ପ୍ରଦର୍ଶନ କରିଛି ।…
‘ସ୍ୱପ୍ନ ପରି ଥିଲା ସ୍ୱର୍ଣ୍ଣ ପଦକ ଜିତିବା, ଏବେ ୯୦ ମିଟର ଫିଙ୍ଗିବା ମୋର ଲକ୍ଷ୍ୟ’
ନୂଆଦିଲ୍ଲୀ : ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ସେ ଭାରତକୁ ଦୌଡକୁଦରେ ପ୍ରଥମ ଅଲିମ୍ପିକ୍ସ ମେଡାଲ ଜିତାଇଛନ୍ତି । ନୀରଜ ଜାଭେଲିନ ଫିଙ୍ଗାର ଫାଇନାଲରେ ଦ୍ୱିତୀୟ ପ୍ରୟାସରେ…
ସବିତା ପୁନିଆ ହେଉଛନ୍ତି ବାସ୍ତବ Great wall of india : ଶ୍ରୀଜେସ୍
ନୂଆଦିଲ୍ଳୀ: ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି ଅଲିମ୍ପିକ୍ସ ଫେରନ୍ତା ଖେଳାଳିଙ୍କ ସ୍ୱାଗତ ସମାରୋହ । ସମସ୍ତ ପଦକ ବିଜେତା ଖେଳାଳିଙ୍କୁ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନିତ କରାଯାଇଛି । ଏହି ଅବସରରେ ଭାରତୀୟ ପୁରୁଷ…
ସିନ୍ଧୁଙ୍କ ପାଇଁ ଆଇସକ୍ରିମ୍ ଓ ନୀରଜଙ୍କୁ ଚୁରମା; ଟ୍ରିଟ ଦେବେ ଅନୁରାଗ ଠାକୁର
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ପଦକ ବିଜେତାଙ୍କୁ ସମ୍ମାନିତ କରିବା ଅବସରରେ ବଡ ଘୋଷଣା କରିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର । ଆଥଲେଟିକ୍ସରେ ନୀରଜ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରି…
ପଦକ ବିଜେତାଙ୍କୁ ସମ୍ମାନିତ କଲା କ୍ରୀଡା ମନ୍ତ୍ରଣାଳୟ ; ଭାବୁକ ହେଲେ ରିଜିଜୁ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଶେଷ ହୋଇଥିବା ବେଳେ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଭାରତୀୟ ଆଥଲେଟ । ବିଶ୍ୱ ବକ୍ଷରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଫେରିଥିବା ଖେଳାଳି ମାନଙ୍କୁ କ୍ରୀଡା ମନ୍ତ୍ରଣାଳୟ…
ନୀରଜଙ୍କ ଅଲିମ୍ପିକ୍ସ ପ୍ରସ୍ତୁତରେ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା.. ‘TOPS’ରେ ଥିଲେ ସାମିଲ
ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାରତର ଆଥଲେଟିକ୍ସ ପଦକ ମରୁଡି ଶେଷ କରିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ଅଲିମ୍ପିକ୍ସ ପ୍ରସ୍ତୁତିର ଖର୍ଚ୍ଚ ଚର୍ଚ୍ଚାରେ ରହିଛି । ଟୋକିଓରେ ସ୍ୱର୍ଣ୍ଣ ହାସଲ କରିଥିବା ନୀରଜ ଭାରତ…
ଭାରତ ଫେରିଲା ଅଲିମ୍ପିକ୍ସ ଦଳ;ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ।
ନୂଆଦିଲ୍ଲୀ: ଭାରତ ଫେରିଛନ୍ତି ଅଲିମ୍ପିକ୍ସ ଦଳ । ଟୋକିଓରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ଭାରତ ଫେରିଛନ୍ତି ସମସ୍ତ ଆଥଲେଟ । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଖେଳାଳି…
ହକିର ଗ୍ରେଟ ୱାଲ ଶ୍ରୀଜେଶଙ୍କୁ ୧ କୋଟିର ଉପହାର;ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଳୀ: ଭାରତୀୟ ପୁରୁଷ ହକି ଦଳର ଐତିହାସିକ ବ୍ରୋଞ୍ଜ ପଦକ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୋଲକିପର ପି ଆର ଶ୍ରୀଜେସଙ୍କୁ ମିଳିଛି ୧ କୋଟି ଟଙ୍କାର ଉପହାର । ଦୁବାଇର ବ୍ୟବସାୟୀ ଶମଶେର ଭାୟାଲିଲଙ୍କ…
ସାଲମନ୍ ଫିସ, ଚିକେନ୍ ଓ ବ୍ରେଡ୍ ଆମଲେଟରେ ଲୁଚି ରହିଛି ନୀରଜଙ୍କ ସଫଳତାର ରାଜ୍, ଜାଣନ୍ତୁ କିପରି ଥିଲା ଅଲିମ୍ପିକ୍ ପ୍ରସ୍ତୁତି
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଥିବା ନୀରଜ ଚୋପ୍ରା ଏବେ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟି ଯାଇଛି । ସୋସିଆଲ୍ ମିଡିଆରେ ଏବେ ନୀରଜ ନ୍ୟାସନାଲ କ୍ରସ୍…
ନୀରଜଙ୍କ ବାପାଙ୍କୁ ମୁଣ୍ଡିଆ ମାରିଲେ ଗୃହମନ୍ତ୍ରୀ
ନୂଆଦିଲ୍ଳୀ: ଟୋକିଓ-୨୦୨୦ରେ ଭାରତ ପାଇଁ ଏକମାତ୍ର ସ୍ୱର୍ଣ୍ଣ ସହିତ ଆଥଲେଟିକ୍ସରେ ସ୍ୱର୍ଣ୍ଣିମ ଇତିହାସ ରଚିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ମାତାପିତାଙ୍କୁ ହରିୟାଣା ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି ।…