fbpx
BSKY SKY
BSKY SKY
Browsing Category

ଖେଳ

ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟକା: UWW କଲା ନିଲମ୍ବିତ

ନୂଆଦିଲ୍ଲୀ: କୁସ୍ତିର ବିଶ୍ୱ ସଞ୍ଚାଳନ ସଂସ୍ଥା UWW ଡୋପ ପରୀକ୍ଷା ଦେବାକୁ ମନା କରିଦେଇଥିବାରୁ ବଜରଙ୍ଗ ପୁନିଆଙ୍କୁ ନାଡାର ନିଷ୍ପତ୍ତି ପରେ ବର୍ଷ ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରିଦେଇଛି । ତେବେ ଏକ ଆଶ୍ଚର୍ଯ୍ୟଜନକ…

PlayOffs ଆଡ଼କୁ ଆଉ ଏକ ପାଦ ବଢାଇଲା ହାଇଦ୍ରାବାଦ: ସୁପର ଜିଆଣ୍ଟସ ବିପକ୍ଷରେ ବିଶାଳ ବିଜୟ

ନୂଆଦିଲ୍ଲୀ: ଲକ୍ଷେ୍ନø ସୁପର ଜିଆଣ୍ଟସ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ । କୌଣସି ୱିକେଟ ନ ହରାଇ ସୁପର ଜିଆଣ୍ଟସର ଟାର୍ଗେଟକୁ ସହଜରେ ହାସଲ କରିବାରେ ସଫଳ ହୋଇଛନ୍ତି ହାଇଦ୍ରାବାଦର ଓପନର ।…

ଇଂଲଣ୍ଡ ଦଳରୁ ଖେଳିବେ ଭାରତର ଏହି ଷ୍ଟାର କ୍ରିକେଟର: ଆଇପିଏଲ ମଝିରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ ବର୍ତ୍ତମାନ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି । ତେବେ ଆଗକୁ ଟି-୨୦ ବିଶ୍ୱକପ ରହିଥିବା ବେଳେ ଟିମ ଇଣ୍ଡିଆର ଜଣେ ଷ୍ଟାର କ୍ରିକେଟର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଇପିଏଲ ଜାରି ରହିଥିବା ବେଳେ…

ଟି-୨୦ କ୍ରିକେଟରେ ସର୍ବଶ୍ରେଷ୍ଠ ମ୍ୟାଚ୍: ୬ ବ୍ୟାଟର ୦ରେ ଆଉଟ, ଦେଖନ୍ତୁ ମ୍ୟାଚ ରେଜଲ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଟି-୨୦ ଫର୍ମାଟ କ୍ରିକେଟ ଖୁବ ଲୋକପ୍ରିୟତା ହାସଲ କରିଛି । ଏହି ଫର୍ମାଟରେ ମ୍ୟାଚର ପତ୍ୟେକ ବଲ୍ ସମ୍ପୂର୍ଣ୍ଣ ଇନିଂସର ଗତିପଥ ବଦଳାଇ ଦେଇଥାଏ । ସେଥିପାଇଁ ଟି-୨୦ ମ୍ୟାଚରେ ପ୍ରତି ଓଭରରେ…

T-20 World Cup-2024; ମୋବାଇଲରେ ମାଗଣାରେ ଦେଖିପାରିବେ ଟି-୨୦ ବିଶ୍ୱକପ: ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ଏହାମଧ୍ୟରେ ଲୋକପ୍ରିୟ ଡିଜିଟାଲ ଷ୍ଟ୍ରିମିଂ ଆପ୍ ଡିସନୀ ପ୍ଲସ ହଟଷ୍ଟାର ଏକ ବଡ଼ ଘୋଷଣା କରିଛି । ଏଥା ମାଗଣାରେ…

ଟି-୨୦ ବିଶ୍ୱକପରେ ଧୋନୀଙ୍କ ଅତୁଟ ରେକର୍ଡ: ମାହିଙ୍କ ରେକର୍ଡ ଭାଙ୍ଗିବ କିଏ?

ନୂଆଦିଲ୍ଲୀ: ଜୁନ୍ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ କ୍ରିକେଟ ମହାସମର । ଏଥିପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଘୋଷଣା କରିଛି ବିସିସିଆଇ । ୨୦୦୭ ଟି-୨୦ ବିଶ୍ୱକପର ପ୍ରଥମ ସିଜନରେ ଭାରତ…

ଏବେ ମଧ୍ୟ ଭାରତ ଟି-୨୦ ବିଶ୍ୱକପ ସ୍କ୍ୱାଡ ପରିବର୍ତ୍ତନ କରିପାରିବ କି? ଏନେଇ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଜୁନ ୨ରୁ ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହେବାକୁ ଥିବା ବେଳେ ସେଥିପାଇଁ ଟିମମାନେ ନିଜ ନିଜର ବିଶ୍ୱକପ ସ୍କ୍ୱାଡ ଘୋଷଣା କରିସାରିଛନ୍ତି । ତେବେ ଭାରତ ମଧ୍ୟ ତା’ର ବିଶ୍ୱକପ ସ୍କ୍ୱାଡ ଘୋଷଣା କରିସାରିଥିବା…

ମାରାଡୋନାଙ୍କ ଗୋଲ୍ଡେନ୍ ବଲ୍ ଟ୍ରଫି ନିଲାମ ହେବ, ବିଶ୍ୱକପରେ ସର୍ବାଧିକ ଗୋଲ ସ୍କୋରର ଭାବେ ମିଳିଥିଲା ଏହି ଟ୍ରଫି

ପ୍ୟାରିସ୍‌: ଆର୍ଜେଣ୍ଟିନାର ଦିଗ୍‌ଗଜ ଫୁଟବଲ ଖେଳାଳି ଭାବେ ପରିଚିତ ଡିଏଗୋ ମାରାଡୋନା(Deigo Maradona)ଙ୍କ ଗୋଲ୍ଡେନ୍ ବଲ୍ ଟ୍ରଫି ନିଲାମ ହେବ । ୧୯୮୬ ଫିଫା ବିଶ୍ୱକପର ଶ୍ରେଷ୍ଠ ଖେଳାଳି ଭାବେ ମରାଡେନାଙ୍କୁ ଏହି…

ଆଜି Play-Off ଟିକେଟ ପାଇବ କି ରାଜସ୍ଥାନ? ସଞ୍ଜୁ ସାମସନଙ୍କ ଆଗରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍

ନୂଆଦିଲ୍ଲୀ: ଆଜି ଆଇପିଏଲରେ ଦେଖିବାକୁ ମିଳିବ ଆଉ ଏକ ଘମାଘୋଟ ଲଢେଇ । ଟିମ ଇଣ୍ଡିଆର ଦୁଇ ଭବିଷ୍ୟତ ମଧ୍ୟରେ ହେବ କଡ଼ା ଟକ୍କର । ଉଭୟ ଦଳ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ବେଳେ ଆଜିର ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ଏବଂ…

ଭାରତରେ ପ୍ରଥମ ଥର ଉଦ୍‌ଘାଟିତ ହେଲା ହାଇବ୍ରିଡ୍ ପିଚ୍‌, କ୍ରିକେଟରେ ନୂଆ କ୍ରାନ୍ତି ଆଣିବ ବୋଲି କହିଛନ୍ତି IPL ଚେୟାରମ୍ୟାନ ଅରୁଣ ଧୂମଲ

ଶିମଲା: ହିମାଚଳ ପ୍ରଦେଶର ଧର୍ମଶାଳାରେ HPCA(ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ) କ୍ରିକେଟ ଷ୍ଟାଡିୟମରେ ଭାରତର ପ୍ରଥମ ହାଇବ୍ରିଡ୍ ପିଚ୍ ସୋମବାର ଉନ୍ମୋଚିତ ହୋଇଛି । ଏକ ଭବ୍ୟ ସମାରୋହ ମାଧ୍ୟମରେ ଏହି…