fbpx
BSKY
BJD YOUTH SKY
BJD MS SKY
Browsing Category

ଖେଳ

କିଏ ହେବ ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍ ? ଏହି Google Tool ମାଧ୍ୟମରେ ଚାଲିଛି ସନ୍ଧାନ, ଜାଣନ୍ତୁ BCCIର କ’ଣ ରହିଛି ସର୍ତ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼(BCCI) ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ବର୍ତ୍ତମାନ ରାହୁଲ ଦ୍ରାବିଡ଼ ଏହି ପଦବୀରେ ଅଛନ୍ତି । ଜୁନରେ ଆମେରିକାରେ ହେବାକୁ ଥିବା…

ଅବସରକୁ ନେଇ ଏପରି କହିଲେ ବିରାଟ କୋହଲି; ‘ପ୍ରତ୍ୟେକ ଖେଳାଳିଙ୍କ କ୍ୟାରିୟରରେ ଶେଷ ଆସିଥାଏ…’

ବେଙ୍ଗାଲୁରୁ: ଭାରତର ସୁପରଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଜାଣନ୍ତି ଯେ ସେ ସବୁଦିନ ପାଇଁ ଖେଳିପାରିବେ ନାହିଁ, କିନ୍ତୁ ବିଦାୟ ନେବା ପୂର୍ବରୁ ସେ ତାଙ୍କ କ୍ରିକେଟ୍ କ୍ୟାରିୟରରେ ନିଜର ସବୁକିଛି ଦେବାକୁ…

ଷ୍ଟାର ଫୁଟବଳ ଖେଳାଳି ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: ଷ୍ଟାର ଫୁଟବଲ ଖେଳାଳି ତଥା ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲ ଜଗତରୁ ସନ୍ୟାସ ନେଇଛନ୍ତି । ଜୁନ ୬ରେ କୋଲକତାର ସଲ୍ଟ ଲେକ ଷ୍ଟାଡିୟମରେ କୁଏତ ବିପକ୍ଷରେ ସେ ତାଙ୍କର…

ବଳାତ୍କାର ମାମଲାରୁ କ୍ରିକେଟରଙ୍କୁ ମିଳିଲା ମୁକ୍ତି: ନିର୍ଦ୍ଦୋଷ ବୋଲି ସ୍ୱୀକାର କଲେ କୋର୍ଟ

ଓଡିଶା ଭାସ୍କର: ବଳାତ୍କାର ମାମଲାରେ ଫସିଥିବା ନେପାଳ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେଙ୍କୁ କୋର୍ଟ ନିର୍ଦ୍ଦୋଷ ବୋଲି ସ୍ୱୀକାର କରିଛନ୍ତି । ଦୁଷ୍କର୍ମ ମାମଲାରେ ନେପାଳର ହାଇକୋର୍ଟ ସନ୍ଦୀପଙ୍କୁ…

(Video) ଆପଣ ବି ହୋଇପାରିବେ ଟିମ ଇଣ୍ଡିଆର କୋଚ୍! ଏବେ ହିଁ କରନ୍ତୁ ଆବେଦନ: BCCI

ଓଡ଼ିଶା ଭାସ୍କର: ବର୍ତ୍ତମାନ ଭାରତୀୟ ଦଳର ନୂଆ କୋଚ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏଥର ଏହି ପ୍ରକ୍ରିୟାରେ ରହିଛି ଟ୍ୱିଷ୍ଟ । ଏଥର ସାଧାରଣ ଲୋକ ଏବଂ କ୍ରିକେଟପ୍ରେମୀ ବି କୋଚ୍ ପଦବୀ ପାଇଁ ଆବେଦନ…

ଫେଡେରେସନ୍ କପ ୨୦୨୪ରେ ସ୍ୱର୍ଣ୍ଣ ପଦକ ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଅଲମ୍ପିକରେ ପୁଣିଥରେ ଭାରତର ମାନ ରଖିଛନ୍ତି । ଆଥଲେଟିକ୍ସ ଫେଡେରେସନ କପ ୨୦୨୪ରେ ଏହି ଖେଳାଳି ଜାଭଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଭୁବନେଶ୍ୱରରେ…

ଧୋନୀଙ୍କ ‘ସାରଥୀ’ଙ୍କୁ ମିଳିବ ଟିମ ଇଣ୍ଡିଆର ଦାୟିତ୍ୱ! ଶେଷ ହେବ ଆଇସିସି ଟ୍ରଫି ଅପେକ୍ଷା…

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପରବର୍ତ୍ତୀ କୋଚ୍ ପାଇଁ ବିସିସିଆଇ ବିଜ୍ଞପ୍ତି ଜାରି କରିଛି । ତେବେ ଖୁବଶୀଘ୍ର ଏ ନେଇ ଘୋଷଣା ହେବ । ବର୍ତ୍ତମାନର ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ନୂଆ…

ଟି-୨୦ ବିଶ୍ୱକପ ପରେ ଅବସର ନେବେ ରୋହିତ ଶର୍ମା: ନିଜେ କଲେ ଖୁଲାସା!

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆସନ୍ତା ମାସରେ ଆରମ୍ଭ ହେବାକୁ ଯାଉଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବିଶ୍ୱକପରେ ସାମିଲ ହେବ । ତେବେ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଏକ ଝଟକା ଦେଇଛନ୍ତି ଅଧିନାୟକ ରୋହିତ…

ସୁସ୍ଥ ହୋଇ CSKକୁ ଫେରିବେ ପଥିରାନା! ବେଙ୍ଗଲୁରୁ ବିପକ୍ଷରେ କମବ୍ୟାକ କରିବେ ବେବି ମାଲିଙ୍ଗା

ନୂଆଦିଲ୍ଲୀ: ଆଇପିଏଲରେ ଶେଷ ଲିଗ ମ୍ୟାଚ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ମିଳିଛି ବଡ଼ ଖୁସି ଖବର । ପ୍ଲେଅଫ୍ ପାଇଁ ଟିକେଟ ମିଳିବା ପୂର୍ବରୁ ଦଳକୁ ଫେରିପାରନ୍ତି ଷ୍ଟାର କ୍ରିକେଟର । ଚେନ୍ନାଇର ୟର୍କର କିଙ୍ଗ ମଥୀଶା…

ପ୍ୟାରିସ୍ ଅଲିମ୍ପିକ୍ସରେ ସେକ୍ସ କରିବା ମନା: ଖେଳାଳିଙ୍କ ପାଇଁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ଡିଜାଇନ ବିଶିଷ୍ଟ ‘Anti-Sex Bed’,…

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ୨୬ ତାରିଖରୁ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହୋଇ ଅଗଷ୍ଟ ୧୧ରେ ସମାପ୍ତ ହେବ । ବିଶ୍ୱର ଅନ୍ୟତମ ସର୍ବବୃହତ ଏହି କ୍ରୀଡ଼ା ଇଭେଣ୍ଟ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।…