fbpx
Browsing Category

ଖେଳ

ICCର ନିୟମ କହୁଛି… ଟି-୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା ପରେ ବି ପ୍ରତ୍ୟେକ ଟିମ୍ ନିଜର ସ୍କ୍ୱାଡ୍ ପରିବର୍ତ୍ତନ କରିପାରିବେ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାଗ ନେବାକୁ ଥିବା ୨୦ଟି ଟିମ ମଧ୍ୟରୁ ୪ଟି ଟିମ୍ ସେମାନଙ୍କର ସ୍କ୍ୱାଡ୍ ଘୋଷଣା କରିସାରିଛନ୍ତି । ଭାରତ ମଧ୍ୟ ତା’ର ୧୫ ଜଣିଆ ଦଳ ଘୋଷଣା କରିସାରିଥିବା ବେଳେ ଶୁବମନ ଗିଲ, ରିଙ୍କୁ ସିଂହ,…

ରବି ବିଷ୍ନୋଇଙ୍କୁ ଦଳରେ ସାମିଲ କରିବା ନେଇ କ’ଣ କହିଲେ ଇରଫାନ ପଠାନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ କରାଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ଚୟନକର୍ତ୍ତାମାନେ…

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଭାରତୀୟ ଟିମ୍‌, କ୍ୟାପଟେନ- ରୋହିତ ଶର୍ମା, ଫେରିଲେ ରିଷଭ ପନ୍ଥ

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱ କପ ପାଇଁ ଭାରତୀୟ ଟିମର ଘୋଷଣା କରାଯାଇଛି । ମଙ୍ଗଳବାର ୩୦ ଏପ୍ରିଲରେ ଅହମଦାବାଦରେ ହୋଇଥିବା ବୈଠକରେ ୧୫ ଜଣିଆ ସଦସ୍ୟ ବିଶିଷ୍ଟ ଟିମର ଘୋଷଣା କରାଯାଇଛି । ବିସିସିଆଇ ସଚ୍ଚିବ ଜୟ ଶାହ…

ଆଇପିଏଲରୁ ବାଦ୍ ପଡ଼ିବେ Captain ଋତୁ? ଆହତ ସମସ୍ୟା ବଢାଉଛି ଚେନ୍ନାଇର ଟେନସନ୍

ନୂଆଦିଲ୍ଲୀ: ସନରାଇଜର୍ସ ବିପକ୍ଷରେ ଦମଦାର ବିଜୟ ହାସଲ କରି ପଏଣ୍ଟ ଟେବୁଲରେ କମବ୍ୟାକ କରିଛି ଚେନ୍ନାଇ ସୁପର କିଙ୍ଗସ । ଚେନ୍ନାଇର ମଇଦାନରେ ହାଇଦ୍ରାବାଦକୁ ୭୮ ରନରେ ମାତ୍ ଦେଇଛି ସିଏସକେ । ଏହି ବିଜୟ ସହିତ ପୁଣିଥରେ…

T-20 WC ପାଇଁ ହେଲା ଦଳ ଘୋଷଣା: ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ଆଉ ମାତ୍ର ଗୋଟିଏ ମାସ ଅପେକ୍ଷା । ତେବେ ଏହା ଭିତରେ ମେ’ ୧ ତାରିଖ ସୁଦ୍ଧା ବିଶ୍ୱକପ ପାଇଁ ସମସ୍ତ ଦଳ ଘୋଷଣା କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଇପିଏଲରେ ସାରା ବିଶ୍ୱ…

ଏଥର ପାକିସ୍ତାନ ଜିତିବ ଟି-୨୦ ବିଶ୍ୱକପ! ୨୦୧୧ ବିଶ୍ୱବିଜେତାଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ପାଇଁ ବଢିଲା ଆହୁରି ଟେନସନ । ୨୦୧୧ ବିଶ୍ୱକପରେ ଟିମ ଇଣ୍ଡିଆର ସେ ଥିଲେ ‘ସୂତ୍ରଧର’ । କିନ୍ତୁ ଏବେ ପାକିସ୍ତାନ ପକ୍ଷରୁ ଭାରତ ବିପକ୍ଷରେ କରିବେ ଷଡ଼ଯନ୍ତ୍ର । ଟିମ ଇଣ୍ଡିଆର…

୧୦ ବଲ୍, ମାତ୍ର ୬ ମିନିଟ୍…. ଗୋଟିଏ ଓଭରରେ ନିଜ ଶତକରେ ପହଞ୍ଚିଲେ ୱିଲ ଜ୍ୟାକ୍ସ

ନୂଆଦିଲ୍ଲୀ: ଗୁଜୁରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂର ଜଲୱା ଦେଖାଇଛନ୍ତି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁର ଷ୍ଟାର ବ୍ୟାଟର ୱିଲ ଜ୍ୟାକ୍ସ । ମାତ୍ର ୪୧ ବଲରୁ ଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି…

ଓଡ଼ିଶା FC ନିରାଶ: ISL ଫାଇନାଲରେ ପହଞ୍ଚିଲା ମୋହନ ବାଗାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇଣ୍ଡିଆନ ସୁପର ଲିଗ (ଆଇଏସଏଲ) ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ଏଫସିକୁ ନିରାଶ ହେବାକୁ ପଡ଼ିଛି । ଆଜି କୋଲକତା ଠାରେ ଆଇଏସଏଲ ପ୍ରଥମ ସେମିଫାଇନାଲର ଦ୍ୱିତୀୟ ଲେଗ (ଚରଣ) ହାଇଭୋଲଟେଜ୍…

ତୀରନ୍ଦାଜି ବିଶ୍ୱକପ୍: ଦୀପିକା କୁମାରୀ ଜିତିଲେ ରୌପ୍ୟ ପଦକ, ଭାରତ ଜିତିଲା ରେକର୍ଡ ୫ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ( ଓଡ଼ିଶା ଭାସ୍କର ) ସାଂଘାଇରେ ଖେଳାଯାଉଥିବା ତୀରନ୍ଦାଜି ବିଶ୍ୱକପରେ ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଦୀପିକା କୁମାରୀ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆର ତୀରନ୍ଦାଜ…

T-20 ବିଶ୍ୱକପରେ ଖେଳିବ ଭାରତର ଏହି ୧୫ ଜଣିଆ ଦଳ! ଏଥର ଜିତିବ ଟିମ ଇଣ୍ଡିଆ?

ନୂଆଦିଲ୍ଲୀ: ସାରା ଭାରତ ବର୍ତ୍ତମାନ ଆଇପିଏଲରେ ବ୍ୟସ୍ତ ରହିଛି । ସେପଟେ ଟି-୨୦ ବିଶ୍ୱକପ ପାଇଁ ଦଳ ଚୟନରେ ବ୍ୟସ୍ତ ହୋଇଗଲାଣି ବିସିସିଆଇ । ଆଉ ୨-୩ ଦିନ ମଧ୍ୟରେ ବିଶ୍ୱକପ ପାଇଁ ଦଳ ଘୋଷଣା କରାଯିବ । ଦଳରେ କେଉଁ…