Browsing Category

ଖେଳ

ପାକ୍ କ୍ରିକେଟର କାମରାନ ଅକମଲ ଘର ସାମ୍ନାରୁ ଛେଳି ଚୋରି କଲେ ଦୁର୍ବୃତ୍ତ, ଅଭିଯୋଗ କଲେ ପିତା

ଲାହୋର: ଏବେ ପାକିସ୍ତାନରୁ ଅଜବଗଜବ ଖବର ଶୁଣିବାକୁ ମିଳୁଛି । କିଛିଦିନ ପୂର୍ବରୁ ଖବର ଆସିଥିଲା କି ଏଠାରେ ଗଧଙ୍କ ସଂଖ୍ୟା ୫୭ଲକ୍ଷକୁ ପହଞ୍ଚିଛି । ଏବେ ପୁଣି ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଖବରନୁଯାୟୀ ଏଠାରେ…

ଟିମ୍‌ ଇଣ୍ଡିଆରେ ଦୀପକ ହୁଡ୍ଡାଙ୍କ ଏଣ୍ଟ୍ରି, ଇଂଲଣ୍ଡ ଗସ୍ତରେ ଯିବେ

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ରେ ଏବେ ଦୀପକ ହୁଡ୍ଡା ଜବରଦସ୍ତ ବ୍ୟାଟିଂ ଫର୍ମରେ ଅଛନ୍ତି । ଦୀପକ ଆଇପିଏଲ୍‌ ୨୦୨୨ ସିଜିନ୍‌ରେ ଭଲ ପ୍ରଦର୍ଶନ କରିଥିଲେ । ଆର‌୍ୟଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ର ଦୁଇଟି ମ୍ୟାଚ୍‌ରେ ସେ…

ଅଗଷ୍ଟରେ ଜିମ୍ବାୱେ ଗସ୍ତ କରିପାରେ ଟିମ ଇଣ୍ଡିଆ: ନୂଆ ସିରିଜରେ ମିଳିବ କି ନୂଆ ଅଧିନାୟକ?

ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ଅନେକ ସିରିଜ ଖେଳିବାର ସୂଚୀ ରହିଛି । ଏବେ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ ଏହାପରେ ୱେଷ୍ଟ ଇଣ୍ଡିଜ ଗସ୍ତରେ ଯିବ । ତେବେ ଏହାପରେ ଅଗଷ୍ଟ ମାସରେ ଆଉ ଏକ ଗସ୍ତ…

ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଖେଳିପାରନ୍ତି ବିରାଟ ଏବଂ ରୋହିତ: ଦିନିକିଆରୁ ପଡିବେ ବାଦ

ନୂଆଦିଲ୍ଲୀ: ଇଂଲଣ୍ଡ ପରେ ୱେଷ୍ଟ ଇଣ୍ଡିଜ ଗସ୍ତରେ ଯିବ ଟିମ ଇଣ୍ଡିଆ । ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଭାରତ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବ । ତେବେ ଏହି ଗସ୍ତ ପୂର୍ବରୁ ବିସିସିଆଇ ଦିନିକିଆ ଦଳ ଘୋଷଣା କରି ସାରିଛି ।…

ଶେଷ ହେଉଛି ବିରାଟ ଯୁଗ! ଟି-୨୦ ଟିମ୍‌ରୁ କଟିପାରେ ପୁର୍ବତ୍ତନ ଅଧିନାୟକଙ୍କ ପତ୍ତା

ନୁଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଶନିବାର ଅର୍ଥାତ୍ ୯ତାରିଖରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ବିରାଟ କୋହଲି, ଋିଷଭ ପନ୍ତ ଏବଂ ଜସପ୍ରିତ ବୁମ୍ରାଙ୍କ ଭଳି ସିନିୟର ଖେଳାଳି ଦଳରେ ସାମିଲ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ, ଭାରତ ପ୍ରଥମ ଟି -୨୦ ରେ ଇଂଲଣ୍ଡକୁ ୫୦ ରନରେ ହରାଇଲା

ନୁଆଦିଲ୍ଲୀ: ଷ୍ଟାର୍ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ଦମଦାର୍ ପ୍ରଦର୍ଶନ ବଳରେ ଭାରତୀୟ କ୍ରିକେଟ୍ ଟିମ୍ ପ୍ରଥମ ଟି-୨୦ ମୁକାବିଲାରେ ଇଂଲଣ୍ଡକୁ ୫୦ ରନ୍‌ରେ ପରାସ୍ତ କରିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ…

ତୃତୀୟ ମହିଳା ଦିନିକିଆରେ ୩୯ ରନ୍‌ରେ ଶ୍ରୀଲଙ୍କା ପରାସ୍ତ ,୩-୦ରେ କ୍ଳିନ୍‌ ସୁଇପ୍‌ କରି ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ପାଲେକାଲେ (ଶ୍ରୀଲଙ୍କା): ଅଧିନାୟିକା ହରମନପ୍ରୀତ କୌର ,ପୂଜା ବସ୍ତ୍ରକାର ଓ ଶେଫାଳୀ ବର୍ମାଙ୍କ ଦମଦାର ବ୍ୟାଟିଂ ସାଙ୍ଗକୁ ବୋଲରଙ୍କ ସଫଳତାକୁ ଆଧାର କରି ଭାରତ ଏଠାରେ ଗୁରୁବାର ଅନୁଷ୍ଠିତ ଚଳିତ ମହିଳା ଦିନିକିଆ…

ଇଂଲଣ୍ଡ ବିପକ୍ଷରେ ଆଜିଠୁ ଆରମ୍ଭ ହେବ ଟି-୨୦ ସିରିଜ: ଦେଖନ୍ତୁ ପ୍ଲେଇଙ୍ଗ ୧୧

ନୂଆଦିଲ୍ଲୀ: ଆଜିଠୁ ଇଂଲଣ୍ଡ ବିପକ୍ଷରେ ଭାରତର ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି । କୋଭିଡ ଆକ୍ରାନ୍ତ ପରେ ସୁସ୍ଥ ହୋଇ ଟିମକୁ କମବ୍ୟାକ କରିବାକୁ ଯାଉଛନ୍ତି ଅଧିନାୟକ ରୋହିତ ଶର୍ମା । ସେ ଦଳରେ ଉପସ୍ତିତ ରହିବା ଅର୍ଥ…

‘ଆଳୁ-ପିଆଜ’ ବିକିବା ପରି ଅଧିନାୟକ ବାଣ୍ଟୁଛି ବିସିସିଆଇ, ବୋର୍ଡର ନିଷ୍ପତ୍ତି ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ୨୦୨୧ ଟି-୨୦ ବିଶ୍ଵ କପ୍ ପରେ ବିରାଟ କୋହଲି ଟି-୨୦ ଫମାର୍ଟରେ ଅଧିନାୟକ ପଦ ଛାଡି ଦେଇଥିଲେ। ଏହା ପରେ ରୋହିତ ଶର୍ମାଙ୍କୁ ଏହି ଫର୍ମାଟରେ ଅଧିନାୟକ କରାଯାଇଛି। ୨୦୨୨ ଆରମ୍ଭ ସୁଦ୍ଧା ବିରାଟ କୋହଲି ତିନି…

ପାକିସ୍ତାନ ପାଖରୁ ପ୍ରତିଶୋଧ ନେବ ଭାରତ! ଏସିଆ କପରେ ମିଳିବ ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ପୁଣି ହେବାକୁ ଯାଉଛି ଆମନା ସାମନା । ଚଳିତ ବର୍ଷ ଥରେ ନୁହେଁ ଅନେକ ଥର ମୁହାଁ ମୁହିଁ ହେବେ ଏହି ଦୁଇ ଦେଶ । କ୍ରିକେଟ ମଇଦାନରେ ପୁଣି ଏହି ଦୁଇ ଦେଶ ମଧ୍ୟରେ ଲଢେଇ ଦେକିବାକୁ…