Browsing Category
ଖେଳ
ବଡ଼ ଝଟକା: ଭାରୋତ୍ତଳନକାରୀ ସଞ୍ଜିତା ଚାନୁ ୪ ବର୍ଷ ପାଇଁ ବ୍ୟାନ, NADAର କଠୋର କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଏକ ବଡ଼ ଖବର ଆସିଛି । କମନୱେଲଥ କ୍ରୀଡ଼ାରେ ଦୁଇ ଥର ଚାମ୍ପିୟନ ହୋଇଥିବା ଭାରତୀୟ ଭାରୋତ୍ତଳନକାରୀ ସଞ୍ଜିତା ଚାନୁଙ୍କ ଉପରେ ହୋଇଛି କଠୋର କାର୍ଯ୍ୟାନୁଷ୍ଠାନ । ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି…
୫୦୦୦ ରନ ପୂରଣ କଲେ ମାହି: ସୁପର ଜିଆଣ୍ଟସକୁ ୨୧୮ ରନର ଟାର୍ଗେଟ
ନୂଆଦିଲ୍ଲୀ: ଲକ୍ଷ୍ନୌ ବିପକ୍ଷ ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଛି ଚେନ୍ନାଇ ସୁପର କିଙ୍ଗସ । ଋତୁରାଜ ଗାଏକ୍ୱାଡ, ଡେଭନ କନୱେ ଏବଂ ଶେଷରେ କ୍ୟାପଟେନ କୁଲ ମାହିଙ୍କ ଧମାକାଦାର ଇନିଂସ ବଳରେ ସୁପର ଜିଆଣ୍ଟସକୁ ୨୧୮…
କୋଲକାତା ନାଇଟ୍ ରାଇଡର୍ସକୁ ବଡ଼ ଝଟକା: ଆଇପିଏଲ ୨୦୨୩ ରୁ ଓ଼ହାରିଲେ ଶାକିବ ଅଲ ହାସନ
ନୂଆଦିଲ୍ଲୀ: ଆଇପିଏଲ ୨୦୨୩ ରୁ ବାଦ୍ ପଡ଼ିଛନ୍ତି ବାଂଲାଦେଶର ତାରକା ଅଲରାଉଣ୍ଡର ଶାକିବ ଅଲ ହାସନବାଦ୍ । ବାଂଲାଦେଶ ଅଲରାଉଣ୍ଡର କୋଲକାତା ନାଇଟ୍ ରାଇଡର୍ସ ଫ୍ରାଞ୍ଚାଇଜ୍ ପାଇଁ ଚଳିତ ସିଜନରେ ଉପଲବ୍ଧ ନହେବା ବିଷୟରେ…
ହୋମ ଗ୍ରାଉଣ୍ଡକୁ ଫେରୁଛି ଚେନ୍ନାଇ ସୁପର କିଙ୍ଗସ: ଆରମ୍ଭ ହେବ ବିଜୟ ଅଭିଯାନ!
ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷ ପରେ ନିଜ ଘରକୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ । ନିଜ ହୋମ ଗ୍ରାଉଣ୍ଡରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ସହ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳିବ ଧୋନୀ ବାହିନୀ । ତେବେ ଗୁଜୁରାଟ ବିପକ୍ଷରେ…
ଷ୍ଟିଭ ସ୍ମିଥ ନେବେ ୱିଲିୟମସନଙ୍କ ସ୍ଥାନ? ଏହି ଖେଳାଳିମାନଙ୍କ ଭିତରେ ହେବ ଟକ୍କର
ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ପ୍ରଥମ ମ୍ୟାଚରୁ ହିଁ ଗୁଜୁରାଟ ଟାଇଟନ୍ସକୁ ଲାଗିଛି ବଡ ଝଟକା । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ କେନ୍ ୱିଲିୟମସନ ଆହତ ହୋଇ ଦଳରୁ ବାଦ୍ ପଡିଛନ୍ତି । ତେବେ ଗୁଜୁରାଟ ଦଳରେ ତାଙ୍କ ସ୍ଥାନ କେଉଁ…
ଭୁଲି ହେବନି ଏପ୍ରିଲ ୨ ତାରିଖ: ୧୨ ବର୍ଷ ତଳେ ବିଶ୍ୱ ବିଜୟୀ ହୋଇଥିଲା ଟିମ ଇଣ୍ଡିଆ: ସାରା ଦେଶରେ ହୋଇଥିଲା ଦିୱାଲି
ନୂଆଦିଲ୍ଲୀ: ୨୦୧୧ ମସିହା ଏପ୍ରିଲ ୨ ତାରିଖ, ଆଜିକୁ ଠିକ ୧୨ ବର୍ଷ ତଳେ... ଭାରତ ପାଇଥିଲା ଆଉ ଏକ ନୂଆ ପରିଚୟ, ବିଶ୍ୱ ବିଜେତା । ଆଉ ସେହି ରାତି ସାରା ଦେଶ ପାଇଁ ଥିଲା ଦିୱାଲିର ରାତି । ଗାଁ-ଗାଁ, ଗଳି-ଗଳିରେ ବାଣ…
କ୍ରିକେଟ ମଇଦାନରେ ଅମ୍ପାୟାରଙ୍କୁ ହତ୍ୟା: ‘ନୋ ବଲ’ ଘୋଷଣା କଲେ ବୋଲି ମାରିଦେଲେ ଖେଳାଳି
କଟକ: କ୍ରିକେଟ ବର୍ତ୍ତମାନ ସାରା ବିଶ୍ୱରେ ସବୁଠୁ ଲୋକପ୍ରିୟ ଖେଳ ଭାବରେ ପରିଚୟ ପାଇସାରିଛି । ତେବେ ଆଜି ଏହି କ୍ରିକେଟ ଖେଳରେ ପଡିଛି ରକ୍ତର ଛିଟା । ଗୋଟିଏ ନିଷ୍ପତ୍ତି ଅମ୍ପାୟାରଙ୍କ ଜୀବନ ନେଇଛି । ବୋଲରଙ୍କର ଏକ…
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲେ ଭୁବନେଶ୍ୱର: ପ୍ରଥମେ ରାଜସ୍ଥାନ କରିବ ବ୍ୟାଟିଂ
ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ଚତୁର୍ଥ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ରାଜସ୍ତାନ ରୋୟଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ତେବେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ…
୫ ବର୍ଷ ପରେ IPLକୁ କମବ୍ୟାକ୍ କଲେ ମାର୍କ ଉଡ୍, ରକେଟ୍ ସ୍ପିଡ୍ରେ ବଲ୍ ପକାଇ ବ୍ୟାଟ୍ସମ୍ୟାନ୍ଙ୍କୁ କଲେ ଘାଇଲା
ଲକ୍ଷ୍ନୌ: ଆଇପିଏଲ୍ ୨୦୨୩ ର ତୃତୀୟ ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦିଲ୍ଲୀ ରାଜଧାନୀକୁ ୫୦ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଲକ୍ଷ୍ନୌର ଦ୍ରୁତ ବୋଲର ମାର୍କ ଉଡ୍ ୫ ଟି ୱିକେଟ୍ ନେଇ ଦିଲ୍ଲୀ ଟିମ୍ର…
ଟିମ୍ ଇଣ୍ଡିଆର ଦିଗଜ ଖେଳାଳି ସଲୀମ ଦୁରାନୀଙ୍କ ପରଲୋକ, କ୍ୟାନ୍ସର ରୋଗରେ ଥିଲେ ପୀଡିତ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆର ଦିଗଜ କ୍ରିକେଟର ସଲୀମ ଦୁରାନୀଙ୍କ ୮୮ ବର୍ଷ ବୟସରେ ପରଲୋକ ଘଟିଛି । ଗୁଜରାଟ ଜାମନଗରରେ ଆଜି ସକାଳେ ସେ ଶେଷ ନିଶ୍ୱାସ ନେଇଛନ୍ତି…