Browsing Category
ଖେଳ
ପ୍ରଥମ ଦିନିକିଆରେ ଶେଫାଳୀଙ୍କ ବୟସକୁ ନେଇ ବିବାଦ, ଅଡୁଆରେ ପଡିଲେ ପ୍ରସାରଣକାରୀ
ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ୍ ଦଳ ସଂପ୍ରତି ଇଂଲଣ୍ଡ ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ଜୁନ ୨୭ରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚରେ ଭାରତ ପକ୍ଷରୁ ଓପନିଂ…
ପ୍ୟାରିସରେ ‘ବିଶ୍ୱକପ ଷ୍ଟେଜ ଥ୍ରୀ’ରେ ୩ଟି ସ୍ୱର୍ଣ୍ଣପଦକ ପରେ ବିଶ୍ୱର ନମ୍ବର-୧ ମାନ୍ୟତା ହାସଲ କଲେ ଦୀପିକା
ନୂଆଦିଲ୍ଲୀ: ଷ୍ଟାର ଇଣ୍ଡିଆନ୍ ତୀରନ୍ଦାଜ୍ ଦୀପିକା କୁମାରୀ ରବିବାର ଦିନ ପ୍ୟାରିସରେ ବିଶ୍ୱକପ ଷ୍ଟେଜ୍ ୩ରେ ହାଟ୍ରିକ୍ ସ୍ୱର୍ଣ୍ଣ ପଦକ ପରେ ସୋମବାର ଦିନ ବିଶ୍ୱ ରାକିଙ୍ଗରେ ନମ୍ବର ୧ ସ୍ଥାନ ହାସଲ କରିଛନ୍ତି । ୨୦୧୨…
ଆର୍ଚ୍ଚେରୀ ବିଶ୍ୱକପ୍: ସ୍ୱର୍ଣ୍ଣ ଜିତିଲେ ଅତନୁ-ଦୀପିକା
ନୂଆଦିଲ୍ଳୀ(ଓଡ଼ିଶା ଭାସ୍କର): ଆର୍ଚ୍ଚେରୀ ବିଶ୍ୱକପ୍ ଷ୍ଟେଜ୍-୩ରେ ମିକ୍ସଡ୍ ଟିମ୍ ସ୍ୱର୍ଣ୍ଣ ଜିତିଛନ୍ତି ଅତନୁ ଦାସ ଓ ଦୀପିକା କୁମାରୀ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ନେଦରଲାଣ୍ଡସର ସେଫ୍ ଭାନ୍ ଡେନବର୍ଗ ଓ…
ସର୍ବକନିଷ୍ଠ ଖେଳାଳି ଭାବରେ ଶେଫାଳିଙ୍କ ରେକର୍ଡ
ବ୍ରିଷ୍ଟଲ(ଓଡ଼ିଶା ଭାସ୍କର): ଭାରତୀୟ ମହିଳା ଦଳର ଖେଳାଳି ଶେଫାଳି ବର୍ମା ରବିବାର ଇଂଲଣ୍ଡ ବିପକ୍ଷରେ ନିଜର ଦିନିକକିଆ ପଦାର୍ପଣ କରିଛନ୍ତି । ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବରେ ୩ଟି ଯାକ ଫର୍ମାଟରେ ପଦାର୍ପଣ କରିବାର…
ବିଶ୍ଵ କପ ପୂର୍ବରୁ ବିରାଟ କୋହଲିଙ୍କ ଜାଗାରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଉ, ଦାବି କଲେ ପୂର୍ବତନ ଖେଳାଳି
ନୂଆଦିଲ୍ଲୀ : ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲରେ ନ୍ୟୁଜିଲାଣ୍ଡ ହାତରୁ ଭାରତ ପରାଜିତ ହେବା ପରେ ପୁଣି ଥରେ ବିରାଟ କୋହଲିଙ୍କ ଅଧିନାୟକତ୍ଵକୁ ନେଇ ପ୍ରଶ୍ନ ଉଠିଛି। କୋହଲିଙ୍କ ନେତୃତ୍ଵରେ ଗତ ଚାରି…
ଖେଳରତ୍ନ ପୁରସ୍କାର ପାଇଁ ଗୋଲ କିପର୍ ପିଆର ଶ୍ରୀଜେଶଙ୍କ ଓ ପୂର୍ବତନ ମହିଳା ଖେଳାଳି ଦୀପିକାଙ୍କ ନାମ ସୁପାରିଶ କଲା ହକି ଇଣ୍ଡିଆ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀୟ ପୁରୁଷ ହକି ଦଳର ଭେଟେରାନ ଗୋଲ ରକ୍ଷକ ପିଆର ଶ୍ରୀଜେଶ ଓ ପୂର୍ବତନ ମହିଳା ଖେଳାଳି ଦୀପିକାଙ୍କ ନାମ ସମ୍ମାନ ଜନକ ରାଜିବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ହକି ଇଣ୍ଡିଆ ସୁପାରିଶ…
ଷ୍ଟାର୍ ସ୍ପ୍ରିଣ୍ଟର୍ ହିମା ଦାସ ଆହତ, ଅଲିମ୍ପିକ୍ସରୁ ବାଦ୍ ପଡିବା ନେଇ ବଢ଼ିଲା ଆଶଙ୍କା
ପଟିଆଲା(ଓଡ଼ିଶା ଭାସ୍କର): ଭାରତର ମହିଳା ଆଥଲେଟ୍ ତଥା ଧାବିକା ହିମା ଦାସଙ୍କୁ ଝଟକା । ଏଠାରେ ଚାଲିଥିବା ଜାତୀୟ ଅନ୍ତ-ରାଜ୍ୟ ଆଥାଲଟିକ୍ ଚାମ୍ପିଅନଶି୍ର ଶନିବାର ଦିନ ଅନୁଷ୍ଠିତ ମହିଳା ୧୦୦ ମିଟର ହିଟ୍ ରେସ୍…
ଫିଅର୍ସ ଫିମେଲ୍: ପୁସ୍ତକରେ ଦୂତୀଙ୍କ ସଂଘର୍ଷର କାହାଣୀ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଆ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍ ଦୂତୀ ଚାନ୍ଦଙ୍କ ସଫଳତା ଓ ସଂଘର୍ଷର କାହାଣୀକୁ ପୁସ୍ତକର ରୂପ ଦେଇଛନ୍ତି ସନ୍ଦୀପ ମିଶ୍ର। ଫିଅର୍ସ ଫିମେଲ୍ ନାମରେ ନାମିତ ଏହି ବହିରେ ଏସିଆନ ରୌପ୍ୟ…
ସାଜନ ଦିଲ୍ ଜିଣିନେଲେ, ଭାରତ ପାଇଁ ସ୍ୱର୍ଣ୍ଣିମ ରେକର୍ଡ କରି ହାସଲ କଲେ #TokyoOlympic2020 ଟିକେଟ୍
ନୂଆଦିଲ୍ଲୀ: ସବୁରି ଦିଲ୍ ରେ ସାଜନ। ପ୍ରକାଶ କଲେ ନିଜର ଅନନ୍ୟ ଦକ୍ଷତା ଆଉ ପ୍ରଦର୍ଶନ କଲେ ରେକର୍ଡ ସୃଷ୍ଟିକାରୀ ସନ୍ତରଣ। ଦେଶକୁ ଗୌରବର ଗାଥା ଦେଇ ସେ ଯିବେ ଟୋକିଓ ଅଲିମ୍ପିକ୍ସ। ସେ ହେଉଛନ୍ତି କେରଳର ସାଜନ ପ୍ରକାଶ।…
ଜାତୀୟ ଚାମ୍ପିଅନଶିପରେ ଅମୀୟ ମଲିକଙ୍କୁ ବ୍ରୋଞ୍ଜ
ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଓଡିଆ ଧାବକ ଅମୀୟ ମଲିକ୍ ୬୦ ତମ ଜାତୀୟ ଆଥଲେଟିକ୍ ଚାମ୍ପିଅନଶିପରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଚଳିତ ସିଜିନରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିବା ସହିତ ଅମୀୟ ବ୍ରୋଞ୍ଜ ପଦକ…