fbpx
Browsing Category

ଟି-୨୦ ବିଶ୍ୱକପ୍

T20 WC-2022 ରୁ ବାଦ ପଡିଲେ ଭାରତର ଷ୍ଟାର ଅଲରାଉଣ୍ଡର: ଆହତ ସମସ୍ୟା ବଢାଇଲା ଚିନ୍ତା

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ରୁ ବାଦ ପଡିବା ପରେ ଟିମ ଇଣ୍ଡିଆ ଆଗରେ ରହିଛି ଟି-୨୦ ବିଶ୍ୱକପ । ଏହା ଭାରତୀୟ ଦଳ ପାଇଁ ଏକ ବିରାଟ ଚାଲେଞ୍ଜ ହୋଇ ଛିଡା ହୋଇଛି । କିନ୍ତୁ ଏହା ପୂର୍ବରୁ ଦଳକୁ ଏକ ବଡ ଝଟକା ଲାଗିଛି । ଟିମ…

ଏସିଆ କପ୍ ୨୦୨୨ରୁ ସ୍ପଷ୍ଟ ହୋଇଯିବ ଟି-୨୦ ବିଶ୍ଵ କପର ଚିତ୍ର, ଟିମ୍ ଇଣ୍ଡିଆକୁ ମିଳିବ ଚୂଡାନ୍ତ ୧୫ ଖେଳାଳି !

ନୂଆଦିଲ୍ଲୀ: ଜିମ୍ବାଓ୍ଵେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଦଳ ଚୟନ କରିବା ଚୟନକର୍ତ୍ତାଙ୍କ ପାଇଁ ସହଜ କାମ ଥିଲା। ହେଲେ ଚୟନକର୍ତ୍ତାଙ୍କ ପାଇଁ ମୁସ୍କିଲ ଗୋଟିଏ ସପ୍ତାହ ପରେ ବଢିବାକୁ ଯାଉଛି।…

ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଫିଟ ନୁହେଁ ଦିନେଶ କାର୍ତ୍ତିକ: ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲରେ ଦମଦାର ପ୍ରଦର୍ଶନ ପରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଦଳକୁ କମବ୍ୟାକ କରିବାର ସୁଯୋଗ ପାଇଛନ୍ତି…

ଅଗରକରଙ୍କୁ ବୋଲିଂ କୋଚ୍‌ କରିବା ପାଇଁ ସିନିୟର ଖେଳାଳିଙ୍କ ଇଚ୍ଛା, ବିସିସିଆଇର କରାଇଲେ ଦୃଷ୍ଟି ଆକର୍ଷଣ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ପେସ୍‌ ବୋଲର ଅଜିତ ଅଗରକରଙ୍କୁ ବୋଲିଂ କୋଚ ନିଯୁକ୍ତ କରିବା ପାଇଁ ଭାରତୀୟ କ୍ରିକେଟ ଦଳର ସିନିୟର ଖେଳାଳି ମାନେ ଇଛା ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ…

IND vs NZ: ଭାରତ ନାଁରେ ଆଉ ଏକ ନୂଆ ରେକର୍ଡ, ଏପରି କରିବାରେ ଟିମ୍ ଇଣ୍ଡିଆ ହେଲା ପ୍ରଥମ; ଜାଣନ୍ତୁ କଣ

ନୂଆଦିଲ୍ଲୀ: ନୂତନ ଅଧିନାୟକ ରୋହିତ୍ ଶର୍ମାଙ୍କ କ୍ୟାପଟେନସିପ୍ ରେ ବୁଧବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ରେ ବିଜୟ ହାସଲ କରିଛି । ଭାରତୀୟ ଟିମ୍ ୫ଟି ୱିକେଟ୍ ରେ ନ୍ୟୁଜିଲାଣ୍ଡକୁ ହରାଇ ତିନିଟି ମ୍ୟାଚ୍ ବିଶିଷ୍ଟ…

ଭାରତରେ ଖେଳାଯିବ ୩ଟି ICC ଇଭେଣ୍ଟ; ଦୁଇ ଦଶନ୍ଧି ପରେ ପାକିସ୍ତାନକୁ ଫେରିବ କ୍ରିକେଟ

ନୂଆଦିଲ୍ଲୀ: ମଙ୍ଗଳବାର ଆଇସିସି ପକ୍ଷରୁ ଆସନ୍ତା ୧୦ ବର୍ଷ ପାଇଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଟ୍ରଫିର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ୧୧ ପୂର୍ଣ୍ଣକାଳୀନ ସଦସ୍ୟ ଏବଂ ୩ ଟି ସହଯୋଗୀ ଦେଶକୁ ନେଇ ୨୦୨୪ରୁ ୨୦୩୧ ଯାଏଁ…

‘ଓ୍ଵାର୍ଣ୍ଣର ହେବେ ଆରସିବିର ଅଧିନାୟକ, କୋହଲି ତାଙ୍କ ନେତୃତ୍ଵରେ ଖେଳିବେ’, – ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ : ଟି-୨୦ ବିଶ୍ଵ କପ୍ରେ ଧମାକାଦାର ଇନିଂସ ଖେଳି ପ୍ଲେଆର ଅଫ ଦ ଟୁର୍ଣ୍ଣାମେଣ୍ଟ ପାଇଥିବା ଡେଭିଡ୍ ଓ୍ଵାର୍ଣ୍ଣର ଏବେ ଖୁବ୍ ଚର୍ଚ୍ଚାରେ। ଆଇପିଏଲରେ ଖରାପ ଫର୍ମ ଦେଇ ସଂଘର୍ଷ କରିଥିବା ଡେଭିଡ୍ ଓ୍ଵାର୍ଣ୍ଣର…

ଆଇସିସି ଟି-୨୦ ବିଶ୍ୱକପ ଦଳରେ ବାବର ଅଧିନାୟକ; ନାହାନ୍ତି ଜଣେ ବି ଭାରତୀୟ

ନୂଆଦିଲ୍ଳୀ: ଟି-୨୦ ବିଶ୍ୱକପ ସମାପ୍ତ ହେବା ପରେ ଆଇସିସି ପକ୍ଷରୁ ବିଶ୍ୱକପର ଶ୍ରେଷ୍ଠ ଦଳ ଘୋଷଣା କରାଯାଇଛି । ୧୨ ଜଣିଆ ଦଳରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଅଧିନାୟକ ଘୋଷଣା କରାଯାଇଛି । ତେବେ ଭାରତର ଜଣେ ହେଲେ…

ଟି-୨୦ ବିଶ୍ୱକପକୁ ନେଇ ଉଠିଲା ପ୍ରଶ୍ନ, ଅଧିକାଂଶ ମ୍ୟାଚରେ ଟସ୍ ୱିନର ମ୍ୟାଚ ଜିତିଲେ କିପରି?

ନୂଆଦିଲ୍ଲୀ: ପ୍ରାୟ ଏକ ମାସ ଧରି ଚାଲିଆସିଥିବା ଟି-୨୦କୁ ମିଳିସାରିଛି ବିଶ୍ୱବିଜେତା । ଅଷ୍ଟ୍ରେଲିଆ ଦଳ ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମ ଥର ପାଇଁ ଟି-୨୦ ଚାମ୍ପିୟନ ହୋଇଛି । ତେବେ ଚଳିତ ବିଶ୍ୱକପକୁ ନେଇ ଉଠିଛି ଏକ ବଡ଼…

ମାର୍ଶ ଓ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ: ଅଷ୍ଟ୍ରେଲିଆକୁ ପ୍ରଥମ ଟି-୨୦ ଟାଇଟଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିବା ସହିତ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଛି ଅଷ୍ଟ୍ରେଲିଆ । ମିଚେଲ ମାର୍ଶଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ମାତ୍ର ୨ ୱିକେଟ ହରାଇ ୭ଟି ବଲ…