Browsing Category
Top Stories
ରାଜଧାନୀରୁ ଆଉ ୪ଟି ନୂତନ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୧୦
ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଭାଇରସର ନୂତନ ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତ ହେଉଥିବା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଆଜି ଜାତୀୟ ରାଜଧାନୀ ଦିଲ୍ଲୀରୁ ଆଉ ୪ଟି ନୂତନ ସଂକ୍ରମିତ ଚିହ୍ନଟ ହୋଇଛି ।…
ଝାରପଡ଼ା ଜେଲରେ NIA ଟିମ୍, ମାଓନେତା ଦୁବାସି ଶଙ୍କରକୁ ଚାଲିଛି ଜେରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗିରଫ ହୋଇଥିବା ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଜେଲରେ ଜେରା ଚାଲିଛି । ଭୁବନେଶ୍ୱରର ଝାରପଡ଼ା ଜେଲ ଭିତରେ ଏନଆଇଏ ଜେରା କରୁଛି । କୋର୍ଟଙ୍କ ଅନୁମତି କ୍ରମେ ଜେଲ୍ ଭିତରେ ଜେରା…
ହସ୍ପିଟାଲ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ
ଭୁବନେଶ୍ୱର (ଓଡ଼ିଶା ଭାସ୍କର):ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ଯୁବକ ଗୋତମରା ଗାଁ ଚିକୁନ ବିଶ୍ୱାଳ । ସେ ବୁଧବାର ସାନିଟାଇଜର…
୧୧ ବର୍ଷ ବୟସରୁ PORN ଦେଖୁଥିଲି: ଗ୍ରାମୀ ବିଜେତା ଗାୟିକାଙ୍କ ଚାଞ୍ଚଲ୍ୟକର ଖୁଲାସା
ନୂଆଦିଲ୍ଲୀ: ନିଜର ଏକ ଇଣ୍ଟରଭ୍ୟୁ ସମୟରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଗାୟିକା ବିଲି ଏଲିସ । ୧୧ ବର୍ଷ ବୟସରୁ ସେ ଅଶ୍ଲୀଳ ଫିଲ୍ମ ଦେଖିବା ଆରମ୍ଭ କରି ଦେଇଥିଲେ ବୋଲି ଏଲିଶ ଇଣ୍ଟରଭ୍ୟୁରେ ପ୍ରକାଶ କରିଛନ୍ତି ।…
ନିର୍ଭୟା କାଣ୍ଡକୁ ୯ ବର୍ଷ: ୮୮% ଲୋକ ଏବେବି ମାନନ୍ତି ଯେ ମହିଳା ସୁରକ୍ଷିତ ନୁହନ୍ତି, ସର୍ଭେରୁ ହେଲା ଆଶ୍ଚର୍ଯ୍ୟକର ଖୁଲାସା
ନୂଆଦିଲ୍ଲୀ: ୨୦୧୨ ମସିହା ନିର୍ଭୟା କାଣ୍ଡକୁ ମନେ ପକାଇଲେ ଆଜି ବି ଛାତି ଥରିଉଠୁଛି । ଯେଉଁଭଳି ଭାବରେ ଯୌନ ରାକ୍ଷସ ମାନେ ଏହି କାଣ୍ଡ ଘଟାଇଥିଲେ ତାହା ଖୁବ୍ ଭୟାନକ ଏବଂ ନୃଶଂସ ଥିଲା । ଏହି ଘଟଣାକୁ ୯ ବର୍ଷ…
ନରୱାଣେ ହେଲେ COSC ମୁଖ୍ୟ
ନୂଆଦିଲ୍ଲୀ: ଜେନେରାଲ ନରୱାଣେ ହୋଇଛନ୍ତି ଚିଫ୍ ଅଫ୍ ଷ୍ଟାଫ୍ କମିଟି ବା ସିଓଏସସି ମୁଖ୍ୟ । ବରିଷ୍ଠତା ଭିତ୍ତିରେ ଜେନେରାଲ ନରୱାଣେଙ୍କୁ ମିଳିଛି ପଦଭାର । ତିନିସେନାର ମୁଖ୍ୟଙ୍କ ମଧ୍ୟରେ ସ୍ଥଳସେନାର ମୁଖ୍ୟ ନରୱାଣେ…
ଜାଡରେ ଥରୁଛି ଓଡ଼ିଶା: ୧୫ ଡିଗ୍ରୀ ତଳେ ୨୨ ସହର, ଦାରିଙ୍ଗିବାଡିରେ ସର୍ବନିମ୍ନ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ଶୀତର ପ୍ରକୋପ ବଢିବାରେ ଲାଗିଛି । ହାଡଭଙ୍ଗା ଶୀତ କାରଣରୁ ରାଜ୍ୟରେ ଭୟଙ୍କର ଶୀତ ହେଉଥିବା ବେଳେ ୨୨ଟି ସହରରେ ତାପମାତ୍ରା ୧୫ ଡିଗ୍ରୀରୁ କମ ରହିଛି । ଏହା ସହିତ…
ଘରେ ବସି ଭୋଟର ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାହାଁନ୍ତି କି? ତେବେ ଆପଣଙ୍କୁ ଏହି ସହଜ ଉପାୟ
ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଯଦି ଆପଣଙ୍କ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି, ତେବେ ଆପଣଙ୍କ ପାଖରେ ଭୋଟର କାର୍ଡ ରହିବା ଆବଶ୍ୟକ । ନହେଲେ ଆପଣ ଭୋଟ୍ ଦେଇପାରିବେ ନାହିଁ ।…
ଚାଇନାରେ ୧୧ ହଜାର ସ୍କ୍ରିନରେ ରିଲିଜ୍ ହେବ ସୁଶାନ୍ତଙ୍କ ଫିଲ୍ମ ‘ଛିଛୋରେ’
ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ "ଛିଛୋରେ" ଏବେ ଚୀନର ୧୦୦ଟି ସହରରେ ରିଲିଜ୍ ହେବ । ଫିଲ୍ମର ନିର୍ଦ୍ଦେଶକ ନିତେଶ ତିୱାରୀ ଏହି ଫିଲ୍ମ ପାଇଁ ଜାତୀୟ ପୁରସ୍କାର ପାଇସାରିଛନ୍ତି । ଟ୍ରେଡ୍…
କିଛି ଦିନ ସାଙ୍ଗ ହୋଇ ରହିବା ଅର୍ଥ ଲିଭ୍-ଇନ୍ ନୁହେଁ, ଆବେଦନ ଖାରଜ କରିବାପରେ ହାଇକୋର୍ଟ ଲଗାଇଲା ଜୋରିମାନା
ହରିୟାଣା: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ଯୁବକ-ଯୁବତୀ ପାରସ୍ପରିକ ସହମତି ଅନୁଯାୟୀ କିଛି ଦିନ ଏକାଠି ରୁହନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ସେମାନେ…