CHARIDHAM
Browsing Category

Top Stories

TVରେ ଚ୍ୟାନେଲ ଦେଖିବା ହୋଇଯିବ ୫୦ ପ୍ରତିଶତ ମହଙ୍ଗା: ନୂଆ ଟାରିଫ୍ ଅର୍ଡର ଲାଗୁ କଲା TRAI, ଜାଣନ୍ତୁ କେବେ ହେବ ଲାଗୁ

ନୂଆଦିଲ୍ଲୀ: ଯଦି ଆପଣଙ୍କର ଟିଭି ଦେଖିବାର ଅଭ୍ୟାସ ରହିଛି, ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ଆସିଛି । ଆସନ୍ତା ଡିସେମ୍ବର ମାସ ୧ ତାରିଖଠାରୁ ଟିଭି ଚ୍ୟାନେଲର ବିଲ ବୃଦ୍ଧି ପାଇବ । ଜୀ, ଷ୍ଟାର ଓ ସୋନୀ ପରି ଦେଶର…

ଶିକ୍ଷୟତ୍ରୀ ହତ୍ୟା ଘଟଣା: ‘ପୋଲିସ୍ କହିଥିଲା ମୁହଁ ଖୋଲନି’- ମମିତାଙ୍କ ବଡ଼ବାପା

ବଲାଙ୍ଗୀର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ନିଖୋଜ ଘଟଣାରେ ଆଜି ହାଇସ୍କୁଲ ପରିସରରେ ଥିବା ଷ୍ଟାଡିୟମ୍ କୁ ଖୋଳାଯାଇଥିଲା । ତେବେ ଏହି ଖୋଦେଇ କରିବା ବେଳେ…

ହେପାଜତରୁ ଫେରାର୍ ମାରିବା ଘଟଣା, ଗୋବିନ୍ଦଙ୍କୁ ଧରାଇଲେ ମିଳିବ ୨୦ ହଜାର

ବଲାଙ୍ଗିର(ଓଡ଼ିଶା ଭାସ୍କର): ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ଘଟଣାରେ ପୋଲିସ ବ୍ୟାରେକରୁ ସ୍କୁଲ ସଭାପତି ଫେରାର୍ ନେଇ ତେଜିଛି ରାଜନୀତି । ଏହାରି ମଧ୍ୟରେ ଫେରାର ସ୍କୁଲ ସଭାପତି…

୩ କୋଟି ପିଲାଙ୍କୁ ଦିଆଯିବ ସ୍କଲାରସିପ୍: SC, ST ଓ OBC ପାଇବେ ବେନିଫିଟ୍

ନୂଆଦିଲ୍ଲୀ: ସମସ୍ତ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ଅନ୍ୟ ପଛୁଆ ବର୍ଗ (ଓବିସି) ଶ୍ରେଣୀର ପିଲାଙ୍କ ପାଇଁ ଖୁସି ଖବର । ଏହି ସମସ୍ତ ଅନଗ୍ରସର ଶ୍ରେଣୀର ପିଲାଙ୍କୁ ସହାୟତା ପ୍ରଦାନ ନିମନ୍ତେ…

ଅବସର ପରେ ଭଲ ଜୀବନ ଚାହୁଁଛନ୍ତି କି? ତେବେ କରନ୍ତୁ ନାହିଁ ଏହି ୫ଟି ଭୁଲ୍

ଅବସର ଯୋଜନାର ଅର୍ଥ ହେଉଛି ଯେ, ଆପଣ କିପରି ନିଜ ଟଙ୍କାକୁ ପରିଚାଳନା କରିବେ ଯାହାଫଳରେ ଆଗାମୀ ଦିନରେ ଆପଣଙ୍କୁ କୌଣସି ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡିବ ନାହିଁ । ସମସ୍ତଙ୍କ ଜୀବନରେ ଏହା ଅତ୍ୟନ୍ତ…

ମମିତା ହତ୍ୟା ଘଟଣା: ମାଟିତଳୁ ମିଳିଲା ସୁନା ଚେନ୍ ଓ ପାଉଁଜି

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ନିଖୋଜ ଘଟଣାରେ ଆଜି ହାଇସ୍କୁଲ ଷ୍ଟାଡିୟମ୍ ଖୋଳାଯାଇଥିଲା । ଏହି ଖୋଦେଇରେ ମାଟି ତଳୁ ଏକ ଦଗ୍ଧ ଶବ ଉଦ୍ଧାର ହୋଇଛି ।…

BJP MLAଙ୍କୁ ୫ ବର୍ଷ ଜେଲଦଣ୍ଡ: ଜାଣନ୍ତୁ କେଉଁଠି ଓ କାହିଁକି

ନୂଆଦିଲ୍ଲୀ: ଅଯୋଧ୍ୟାରେ ଜଣେ ବିଜେପି ଏମଏଲଏଙ୍କୁ ୫ ବର୍ଷ ଜେଲଦଣ୍ଡାଦେଶ ହୋଇଛି । ଗୋସାଇଗଞ୍ଜର ରାଜନେତା ଇନ୍ଦ୍ର ପ୍ରତାପ ତିୱାରି ୨୮ ବର୍ଷ ପରେ ନକଲି ମାର୍କସିଟ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କଲେଜରେ…

ଶିକ୍ଷୟତ୍ରୀ ହତ୍ୟା ଘଟଣା: ମାଟିତଳୁ ଉଦ୍ଧାର ହେଲା ଶବ

ବଲାଙ୍ଗୀର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ଆଜି ହାଇସ୍କୁଲ ଷ୍ଟାଡିୟମ୍ ଖୋଳାଯାଇଥିଲା । ବଲାଙ୍ଗୀର ଓ କଳାହାଣ୍ଡି ପୋଲିସ୍ ମିଳିତ ଭାବରେ ଖୋଦେଇ କାର୍ଯ୍ୟ…

ଆଧାର ଦେଖାଇ ପାଆନ୍ତୁ ନୂଆ LPG ଗ୍ୟାସ୍ କନେକ୍ସନ୍, ସବସିଡିର ବି ମିଳିବ ଫାଇଦା

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ୍ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଆସିଛି ବଡ଼ ଖବର । ଭାରତୀୟ ତୈଳ ନିଗମ ଲିମିଟେଡର ଗ୍ୟାସ କମ୍ପାନୀ Indane ଏକ ବଡ଼ ଘୋଷଣା କରିଛି । Indane ଅନୁସାରେ, ଏବେ ଯେକୌଣସି ଗ୍ରାହକ କେବଳ…

ପେଟ୍ରୋଲ-ଡିଜେଲ୍ ଦର ସହିତ ମୁକାବିଲା କରୁଛି ଟମାଟ ଦାମ୍, ୯୩ ଟଙ୍କାରେ ହେଉଛି ବିକ୍ରି!

ନୂଆଦିଲ୍ଳୀ: ପେଟ୍ରୋଲ, ଡିଜେଲ, ଗ୍ୟାସ୍ ପରେ ଏବେ ପନିପରିବା ଦର ଆକାଶଛୁଆଁ ହୋଇଛି । ଯାହାର ପ୍ରଭାବ ଏବେ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି । କିଛି ଦିନ ହେବ ଦେଶର ବିଭିନ୍ନ ସହରରେ ଟମାଟର ଖୁଚୁରା ମୁଲ୍ୟ କିଲୋ…