Browsing Category

Top Stories

ଘୋଷଣା ହେବ +2 ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ; ଜାଣନ୍ତୁ କେବେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡର ବଡ ଘୋଷଣା । ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ଘୋଷଣା କରାଯିବ । ଆସନ୍ତର ୩୧ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି…

ରାସ୍ତା ନାଁରେ ଚଳୁ କରିଦେଲେ ୯୫ ଲକ୍ଷ, କେବଳ ସୂଚନା ଫଳକରେ ହୋଇଛି ରାସ୍ତା

କେନ୍ଦୁଝର(ଓଡ଼ିଶା ଭାସ୍କର): ଲୋକଙ୍କ ଅଭିଯୋଗକୁ ଶୁଣୁନି ଜିଲ୍ଲା ପ୍ରଶାସନ । ଖଣି ଖାଦନଭରା କେନ୍ଦୁଝର ଜିଲ୍ଲାରୁ କୋଟି କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି ସରକାର। କିନ୍ତୁ ଟଙ୍କା ଉଡୁଥିବା ଏହି ଜିଲ୍ଲାରେ ନାହିଁ ପାଦଚଲା…

ଏମର୍ଜେନ୍ସିଠୁ ଭୟଙ୍କର ସାମ୍ପ୍ରତିକ ସମୟ; ମମତା କହିଲେ………

ନୂଆଦିଲ୍ଲୀ: ଦେଶରେ ଗଣତନ୍ତ୍ର ବିପଦରେ ରହିଛି । ଜରୁରୀକାଳୀନ ପରସ୍ଥିତିରେ ଯେଉଁଭଳି ଭାବରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ପୁନର୍ବାର ସେହିଭଳି ସିମୟ ଉପନୀତ ହୋଇଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

ଘାତକ ସାଜିଲା ଫ୍ରି-ଫାୟାର୍ ଗେମ୍, ଛାତ୍ର ଗୁରୁତର

ଓଡ଼ିଶା ଭାସ୍କର ବ୍ୟୁରୋ: ପୁଣିଥରେ ମୋବାଇଲ୍ ଗେମ୍ ଆତଙ୍କ । ଫ୍ରି ଫାୟାର ଗେମ୍ ମାୟାରେ ପଡ଼ି ପିଲାମାନେ ନିଜ ପ୍ରତି ବିପଦ ଟାଣି ଆଣୁଛନ୍ତି । ଠିକ୍ ସେହିଭଳି ଏକ ଘଟଣା ରାଜ୍ୟରେ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲାର…

ଦମ୍ପତିଙ୍କୁ ମିଳିବ ୧୦ ହଜାର ପେନସନ୍; ATAL PENSION YOJANA ଆଣିଲା ଏମିତି ସୁବିଧା

ନୂଆଦିଲ୍ଲୀ: ସରକାରୀ ଚାକିରିରେ ଅବସର ପରେ ପେନସନର ସୁବିଧା ରହିଥିବା ବେଳେ ଘରୋଇ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏକ ବଢିଆ ଅଫର ଆଣିଛନ୍ତି ସରକାର । ଏହି ସୁବିଧା ଅନୁଯାୟୀ ଘରୋଇ କ୍ଷେତ୍ରରେ କାମ…

ରାଜ୍ୟର ୪ ହଜାର ପଡ଼ା ପାଲଟିବ ରାଜସ୍ୱ ଗାଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପ୍ରାୟ ୪ ହଜାର ପଡ଼ାକୁ ମିଳିବ ରାଜସ୍ୱ ଗାାଁର ମାନ୍ୟତା । ଏ ସମ୍ପର୍କିତ ଗାଇଡଲାଇନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୂଳ ଗ୍ରାମରୁ ୫୦୦ ମିଟର ଦୂରରେ…

ପେଗାସସ୍ ହ୍ୟାକିଂ ମାମଲାରେ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ, କହିଲେ ସରକାର ଛାଡ଼ିଛନ୍ତି ଘାତକ ଭାଇରସ

ପେଗାସସ ଫୋନ ହ୍ୟାକିଂ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ସରକାର ଆମ ଫୋନରେ ଛାଡ଼ିଛନ୍ତି ଘାତକ ଭାଇରସ । ବୁଧବାର ରାହୁଲ କହିଛନ୍ତି ଏହି…

PAYTM ଦେଉଛି ନିଯୁକ୍ତି ସୁଯୋଗ, ଦରମା ୩୫ ହଜାର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଳୀ: ଅର୍ଥନୈତିକ ସେବା ପ୍ରଦାନ କରୁଥିବା ପେଟିଏମ୍ ଦେଶରେ ଏହାର ଉପସ୍ଥିତିକୁ ଅଧିକ ସୁଦୃଢ କରିବାକୁ ଯାଉଛି । ୧୬ହଜାର ୬୦୦ କୋଟିର ଆଇପିଓ ଲଞ୍ଚ କରିବାକୁ ଯାଉଥିବା ପେଟିଏମ୍ ନିକଟରେ ଏହାର ଫିଲ୍ଡ ସେଲ୍ସ…

ସୌମ୍ୟଙ୍କ ଶରୀର ଜଳିଗଲା, କିନ୍ତୁ ପ୍ଲାଷ୍ଟିକ୍ ଚେଆରରେ ଝାସ ବି ବାଜିନି!

ଓଡ଼ିଶା ଭାସ୍କର ବ୍ୟୁରୋ: ଏସିଏଫ୍ ସୌମ୍ୟ ପୋଡ଼ିହୋଇ ଜୀବନ ଚାଲିଗଲା । କିନ୍ତୁ ସେହି ପୋଡ଼ାଦାଗର ଚିହ୍ନବର୍ଣ୍ଣ ଯୋଉଠି ସାଧାରଣତଃ ରହିବା କଥା ସେଇଠି ମିଳିନି । ଯେଉଁ ୮ଫୁଟରୁ ୧୦ଫୁଟ ଘରେ ସୌମ୍ୟ ଜଳିଗଲେ, ସେହି ଘରେଥିବା…

ରାଜ୍ କୁନ୍ଦ୍ରାଙ୍କୁ ମିଳିଲାନି ବେଲ୍, ବଢୁଛି ଅଡୁଆ

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ମାମଲାରେ ଗିରଫ ହୋଇଥିବା ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ଜାମିନ୍ ଆବେଦନ ବୁଧବାର କୋର୍ଟରେ ଖାରଜ ହୋଇଛି । ପୂର୍ବରୁ ମଙ୍ଗଳବାର ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ୧୪ ଦିନ ପାଇଁ…