fbpx
Browsing Category

Top Stories

ଦେଶରେ ବଢ଼ୁଛି ରିକଭରି ରେଟ୍

ନୂଆଦିଲ୍ଲୀ, ୮ା୫: କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ବିଦେଶରୁ ଫେରିଥିବା ଯାତ୍ରୀ ଆରୋଗ୍ୟ ସେତୁ ଡାଉନଲୋଡ଼ କରିବେ ।…

ଓଡ଼ିଶା ଫେରିଲେ ଚଉଦ ନୁହେଁ ୨୮ ଦିନିଆ ସଙ୍ଗରୋଧରେ ରହିବେ ପ୍ରବାସୀ

ଭୁବନେଶ୍ୱର, ୮ା୫(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ନୂଆ ନିୟମ । ଓଡ଼ିଶା ଫେରିଲେ ଏଣିକି ୧୪ ଦିନ ନୁହେଁ ୨୮ଦିନିଆ ସଙ୍ଗରୋଧରେ ରହିବେ ପ୍ରବାସୀ । ୧୪ରୁ ୨୧ ଦିନକୁ ସରକାରୀ ସଙ୍ଗରୋଧ ସମୟ ବଢ଼ାଯାଇଛି । ପରେ ୭ଦିନ ଘରେ…

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୪୬କୁ ବୃଦ୍ଧି

ଭୁବନେଶ୍ୱର, ୮ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଭଦ୍ରକର ବୋଲି ଜଣାପଡ଼ିଛି…

ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ, ଓଡ଼ିଶା ଫେରିପାରିବେ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ, ୭ା୫: ପ୍ରବାସୀ ଓଡ଼ିଆଙ୍କୁ ନେଇ ହାଇକୋର୍ଟଙ୍କ କଟକଣା ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ପ୍ରବାସୀ ଓଡ଼ିଆମାନେ ପ୍ରଥମେ କରୋନା ଟେଷ୍ଟ ଦେବେ ପରେ ରିପୋର୍ଟ ନେଗେଟିଭ ଆସିଲେ ଓଡ଼ିଶାକୁ ପ୍ରବେଶ…

୩ ଫୁଟର ବରକୁ ୪ଫୁଟର କନିଆ

ଲକ୍-ଡାଉନରେ କେଉଁଠାରେ ବିବାହ ଘୁଞ୍ଚିଯାଉଛି ତ ଆଉ କେଉଁଠାରେ କିଛି ଅଲଗା ଉପାୟରେ ବିବାହ ହୋଇ ଚର୍ଚ୍ଚା ପରିସରକୁ ଆସୁଛି । ସେହିପରି ମହାରାଷ୍ଟ୍ରରେ ଏପରି ଏକ ଅଦ୍ଭୁଦ ବିବାହ ଦେଖିବାକୁ ମିଳିଛି ଯାହାକି ଏବେ ଚର୍ଚ୍ଚାର…

ବିଶ୍ୱକର୍ମାଙ୍କର ହେବ କରୋନା ଟେଷ୍ଟ

ପୁରୀ, ୮ା୫(ଓଡ଼ିଶା ଭାସ୍କର): ରଥ ନିର୍ମାଣ କରୁଥିବା ବିଶ୍ୱକର୍ମାଙ୍କର କରୋନା ଟେଷ୍ଟ କରାଯିବ । ୨୦୦ଫୁଟ୍ ନିଷିଧାଞ୍ଚଳ ଭିତରେ ରଥକାମ ହେବ । ୧୫୦ରୁ ଅଧିକ ବିଶ୍ୱକର୍ମୀ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ ।…

ଅନ୍ତର୍ଜାତୀୟ କବାଡି ଖେଳାଳିଙ୍କୁ ଗୁଳି କରି ହତ୍ୟା, ASI ଗିରଫ

ଅନ୍ତର୍ଜାତୀୟ କବାଡି ଖେଳାଳୀ ଅରବିନ୍ଦରଜିତ୍ ସିଂହ ପଡ୍ଡା ଓରଫ୍ ପହଲୱାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣାରେ ଅରବିନ୍ଦରଙ୍କ ଜଣେ ସାଙ୍ଗ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାଟି…