Browsing Category
Top Stories
ଫେସବୁକ୍ ଇଣ୍ଡିଆର ଉପାଧ୍ୟକ୍ଷଙ୍କୁ ସୁପ୍ରିମକୋର୍ଟର ଝଟକା; ଦିଲ୍ଲୀ ଦଙ୍ଗା ସହ ଜଡ଼ିତ ସବୁ ଆବେଦନ ଖାରଜ
ନୂଆଦିଲ୍ଳୀ: ଫେସବୁକ୍ ଇଣ୍ଡିଆର ଉପାଧ୍ୟକ୍ଷ ଅଜିତ ମୋହନଙ୍କୁ ଗୁରୁବାର ସୁପ୍ରିମକୋର୍ଟଙ୍କ ଝଟକା ଦେଇଛି । ଦିଲ୍ଲୀ ବିଧାନସଭାର ଶାନ୍ତି କମିଟି ଦ୍ୱାରା ପଠାଯାଇଥିବା ସମନ ବିରୁଦ୍ଧରେ ଫେସବୁକ ଇଣ୍ଡିଆର ଉପାଧ୍ୟକ୍ଷ ଅଜିତ…
ଏକା ସାଥିରେ ଚାରିଟି ଡିଭାଇସରେ ଚାଲିବ ହ୍ୱାଟ୍ସଆପ୍, ଜାଣନ୍ତୁ କେମିତି
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଏହାର ୟୁଜର୍ସଙ୍କ ପାଇଁ ଖୁବ ଶୀଘ୍ର ଆଣିବାକୁ ଯାଉଛି ଏକ ନୂଆ ଫିଚର । ଯାହାଦ୍ୱାରା ୟୁଜର୍ସ ଏକ ସମୟରେ ଅନେକ ଡିଭାଇସରେ ଚଲାଇପାରିବେ ହ୍ୱାଟ୍ସଆପ୍ । ଏବେ ବ୍ୟବହାରକାରୀଙ୍କୁ ଆଉ କମ୍ପ୍ୟୁଟରରେ…
ମୋଦୀଙ୍କ କଡ଼ା ନିର୍ଦ୍ଦେଶ: ଅଗଷ୍ଟ ୧୫ ପର୍ଯ୍ୟନ୍ତ କୌଣସି ବି ମନ୍ତ୍ରୀ ଦିଲ୍ଲୀ ଛାଡି ବାହାରକୁ ଯାଇପାରିବେ ନାହିଁ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର କ୍ୟାବିନେଟ୍ ରେ କିଛି ବରିଷ୍ଠ ମନ୍ତ୍ରୀଙ୍କୁ ବିଦାୟ ଦେଇଛନ୍ତି । ଦେଶରେ ଏବେ ୪୩ ନୂଆ କେନ୍ଦ୍ରୀୟ ମନ୍ତ୍ରୀ ତିଆରି କରାଯାଇଛି । କିଛି ନୂଆ ମୁହଁକୁ ଦେଖିବାକୁ…
NEET ପ୍ରବେଶିକା ନେଇ ସ୍ପଷ୍ଟ କଲା NTA : ଜାଣନ୍ତୁ କେବେ ହେବ ପରୀକ୍ଷା
ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନେଇ ସୃଷ୍ଟି ହୋଇଥିବା ଗୁଜବକୁ ଦୂର କରିଛି ଏନଟିଏ । ନିଟ୍ ପ୍ରବେଶିକା ନେଇ ଯେଉଁ ପୋଷ୍ଟଟି ଭାଇରାଲ୍ ହୋଇଛି ତାହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ବୋଲି ନ୍ୟାସନାଲ ଟେଷ୍ଟିଂ…
ଦିଲୀପ କୁମାରଙ୍କ ପାକିସ୍ତାନରେ ଥିବା ମହଲର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ, ଜାଣନ୍ତୁ କଣ ହେବ
ମୁମ୍ବାଇ: ଭାରତୀୟ ସିନେମା ନିଜର ଏକ ସ୍ୱତନ୍ତ୍ର ପରିଚୟ ରଖୁଥିବା ଅଭିନେତା ତଥା ଟ୍ରାଜେଡି କିଙ୍ଗ୍ ଦିଲୀପ କୁମାରଙ୍କ ଜୁଲାଇ ୭ ତାରିଖରେ ନିଧନ ହୋଇଯାଇଛି । ଅନେକ ଦିନ ପର୍ଯ୍ୟନ୍ତ ରୋଗରେ ପୀଡ଼ିତ ହୋଇ ରହିବା ପରେ…
ଆମେରିକୀୟ ସ୍ପ୍ରିଣ୍ଟର୍ ଶା’କ୍ୟାରୀ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେନି; ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ: ଆମେରିକୀୟ ଦ୍ରୁତ ଧାବିକା ଶା’କ୍ୟାରୀ ରିଚାର୍ଡସନ୍ ସମସ୍ତ ଯୋଗ୍ୟତା ଥାଇ ବି ଅଲିମ୍ପିକ୍ସରେ ନେଇପାରିବେନି ଭାଗ । ୨୧ ବର୍ଷୀୟା ଏହି ସ୍ପ୍ରିଣ୍ଟର୍ ନିଜ ପାଇଁ ନିଜେ ତିଆରି କରିଛନ୍ତି ସମସ୍ୟା । ନିଶା ସେବନ…
ସାବଧାନ୍! କରୋନା ରୋଗୀଙ୍କୁ ଏବେ ଆକ୍ରମଣ କରୁଛି ସାଇଟୋମେଗଲୋ ଭାଇରସ୍
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ବି ଜାରି ରହିଥିବା ବେଳେ ଆସିଛି ଆଉ ଏକ ବଡ଼ ଖବର । ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ମେଡ଼ିକାଲରେ ୬ ରୋଗୀ କରୋନା ପଜିଟିଭ ହେବାର ୨୦ ରୁ ୩୦ ଦିନ ମଧ୍ୟରେ ସାଇଟୋମେଗଲୋ ଭାଇରସ୍…
ଝିଅଟିଏ ବୋଲି ଦେଉଛନ୍ତି ନିର୍ଯାତନା, ରାହା ଖୋଜୁଛି ମେଡିକାଲ୍ ବେଡ୍ ରେ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେଡିକାଲ ବେଡ୍ ରେ ପଡ଼ି ରହିଛି କୁନି ଝିଅଟିଏ । ଖୋଜୁଛି ବଞ୍ଚିବାର ରାହା । ହେଲେ ମିଳୁନି ଉପଯୁକ୍ତ ସାହା ଭରସା । ନିଜ ପରିବାର ଲୋକ ହିଁ ଦେଲେ ନିର୍ଯାତନା । କଅଁଳ ବୟସରେ ଅଧାଝରା…
ଇ-ଲେକଚର ଲୋକାର୍ପିତ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ଶିକ୍ଷାଦାନ ଉପରେ ବିଶେଷ ପ୍ରଭାବ ପକାଇଛି । ଏହାରି ମଧ୍ୟରେ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକଚର ପାଇଁ ଲୋକାର୍ପିତ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ…
ମାନସିକ ଅନଗ୍ରସର ଯୁବତୀଙ୍କୁ ବସ୍ ରେ ଗଣଦୁଷ୍କର୍ମ, ୨ ଗିରଫ
କୋଝିକୋଡ: ବସ୍ ରେ ଯାତ୍ରା କରୁଥିବା ଯୁବତୀଙ୍କୁ ଦୁଷ୍କର୍ମ ଭଳି ମାମଲା ସାମନାକୁ ଆସିଛି । ପୀଡ଼ିତା ଜଣକ ମାନସିକ ଅନଗ୍ରସର ହୋଇଥିବା ବେଳେ ଦୁଇ ଜଣ ଯୁବକ ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି । ଏହି ମାମଲା ଆସିଛି କେରଳର…