Browsing Category

Top Stories

ସ୍ଲିମ୍ ଟ୍ରିମ୍ ଫିଗର୍ ଚାହୁଁଛନ୍ତି କି? କରନ୍ତୁ ଏହି ୫ଟି ଯୋଗାସନ

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ଲିମ୍ ଟ୍ରିମ୍ ଫିଗର୍ ପାଇବାକୁ ଆଜିକା ସମୟରେ ସମସ୍ତେ ଚାହାନ୍ତି । ସବୁ ଝିଅ ବଲିଉଡ୍ ସେଲିବ୍ରିଟି ମାନଙ୍କ ପରି ଫିଟ୍ ଓ ସ୍ଲିମ୍ ଫିଗର୍ ପାଇବାକୁ ଇଚ୍ଛା ପ୍ରକାଶ କରନ୍ତି । ତେବେ ଆପଣ ମାନେ…

ଟୋକିଓ ୨୦୨୦: ଇତିହାସରୁ ଗୋଟିଏ ପାଦ ଦୂରରେ ରହିଲେ ସାଜନ ପ୍ରକାଶ

ନୂଆଦିଲ୍ଳୀ: ଟୋକିଓ ଅଲିମ୍ପିକ୍ସରେ ଇତିହାସ ଅର୍ଜନରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି ସନ୍ତରଣକାରୀ ସାଜନ ପ୍ରକାଶ । ହିଟ୍ ନମ୍ବର-୨ରେ ଅଂଶଗ୍ରହଣ କରିଥିବା ସାଜନ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ ୧.୫୭.୨୨…

ଆସିଲା ACF ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ; ମିଳିଲା ଏହି ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଏଫ୍ ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ରହସ୍ୟ ସାମ୍ନାକୁ ଆସୁଥିବା ବେଳେ ସୋମବାର ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି । ଏହି ବ୍ୟବଚ୍ଛେଦ ରିପୋର୍ଟରୁ…

ଗୌତମ ଗମ୍ଭୀରଙ୍କୁ ସୁପ୍ରିମ କୋର୍ଟରୁ ବି ମିଳିଲାନି ଆଶ୍ୱସ୍ତି, ଖାରଜ ହେଲା ଯାଚିକା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସମୟରେ ଔଷଧକୁ ଅବୈଧ ଭାବରେ ସଂରକ୍ଷିତ କରି ରଖିବା ମାମଲାରେ ସାଂସଦ ଗୌତମ ଗମ୍ଭୀରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ସୋମବାର ସୁପ୍ରିମ କୋର୍ଟ ଗୌତମ ଗମ୍ଭୀର ଏର୍ବ ତାଙ୍କ ସଂସ୍ଥା…

ଯେଉଁ ଟ୍ରାକ୍ଟରରେ ବସି ରାହୁଲ ରାଲି କରୁଥିଲେ ତାକୁ ଜବତ କଲା ପୁଲିସ୍, କହିଲା- ଅନୁମତି ନିଆଯାଇନଥିଲା

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍ ସୋମବାର ଦିନ ରଣଦୀପ ସିଂ ସୁରଜୱାଲା ଓ ଦୀପେନ୍ଦ୍ର ସିଂ ହୁଡ୍ଡାଙ୍କ ସହିତ ୬ କଂଗ୍ରେସ ନେତାଙ୍କୁ ସଂସଦ ପର୍ଯ୍ୟନ୍ତ ଟ୍ରାକ୍ଟର୍ ରାଲିର ନେତୃତ୍ୱ କରିବା ଆରୋପରେ ଅଟକ ରଖିଛି । ପୁଲିସ୍…

ଟୋକିଓ ବିଦାୟ ପରେ କାନ୍ଦି ପକାଇଲେ ମନିକା ବାତ୍ରା

ନୂଆଦିଲ୍ଲୀ: ଟୋକିଓ ୨୦୨୦ରୁ ବିଦାୟ ନେଇଛନ୍ତି ଭାରତୀୟ ଟେବଲ ଟେନିସ ଖେଳାଳି ମନିକା ବାତ୍ରା । ସୋମବାର ମହିଳା ସିଙ୍ଗଲ୍ସର ତୃତୀୟ ରାଉଣ୍ଡ ମ୍ୟାଚରେ ପରାଜିତ ହେବା ପରେ ମନିକା ବାତ୍ରା କାନ୍ଦି ପକାଇଥିଲେ । ଏପରିକି…

ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ, ଜଣଙ୍କ ପ୍ରାଣ ଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଷ୍ଟର କ୍ୟାଣ୍ଟିନରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ । ତିନିଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପାଖାପାଖି ୧୪ ଜଣ ଯୁବକ । ନିଶା କାରବାରକୁ ନେଇ ଏଭଳି କାଣ୍ଡ ଭିଆଇଥିବା ସୂଚନା…

ଆଫଗାନିସ୍ତାନରେ ମହିଳା, ପିଲାଙ୍କ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି: ମିଳିତ ଜାତିସଂଘ

କାବୁଲ: ଆଫଗାନିସ୍ତାନରେ ୨୦୨୧ର ପ୍ରଥମ ୬ ମାସ ଅନ୍ୟ ବର୍ଷ ତୁଳନାରେ ସବୁଠାରୁ ମହିଳା ଓ ପିଲାଙ୍କର ମୃତ୍ୟୁ ଏବଂ ଆହତ ହୋଇଛନ୍ତି । ଏନେଇ ଜାତିସଂଘ ତରଫରୁ ସୋମବାର ସୂଚନା ଦିଆଯାଇଛି । ଜାତିସଂଘ ତରଫରୁ ୨୦୦୯ ମସିହାରେ…

ଏଣ୍ଡ୍ ହେବ ଗ୍ୟାଙ୍ଗଷ୍ଟର ରାଜ୍! ହାଇଦର ଏନକାଉଣ୍ଟର ପରେ ଆଶଙ୍କାରେ ଅନ୍ୟ ଦୁର୍ଦ୍ଦାନ୍ତ ଅପରାଧୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ୟାଙ୍ଗଷ୍ଟର ହାଇଦରର ଏନକାଉଣ୍ଟର ପରେ ଏବେ ଅନ୍ୟ ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଲାଣି । ପୋଲିସ ଗୁଳିରେ ହାଇଦର ନିହତ ହେବା ପରେ ସଂପ୍ରତି ଜେଲରେ ଥିବା ଅନ୍ୟ ଅପରାଧୀମାନେ…

ଶ୍ରୀକ୍ଷେତ୍ରରେ ‘ସୁଜଳ’ ଧାରା, ଦେଶରେ ପ୍ରଥମ ‘ବିକାଶ’ର ନାରା

ପୁରୀ(ଓଡ଼ିଶା ଭାସ୍କର): ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ । ପୁରୀରେ Drink from Tap ପ୍ରକଳ୍ପ ତଥା ସୁଜଳ ମିସନ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ…