Browsing Category

Top Stories

୨୪ଘଣ୍ଟାରେ ୪୯,୩୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୨୪ା୭: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୪୯,୩୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୪୦ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା…

ବ୍ରହ୍ମଗିରିରେ କରୋନାକୁ ନେଇ ବୋମାମାଡ଼

ବ୍ରହ୍ମଗିରି,୨୪/୭(ଓଡିଶା ଭାସ୍କର) : କରୋନା ଗୁଜବକୁ ନେଇ ବ୍ରହ୍ମଗିରି ଅନ୍ତର୍ଗତ ନିଶିଭଅଁର ଗାଁରେ ଘନଘନ ବୋମାମାଡ଼ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଟେକା ପଥର ସହ ୫୦ରୁ ଅଧିକ ବୋମାମାଡ଼ ହୋଇଥିବା ଜଣାପଡିଛି । ଏଥିରେ…

ଦେଶର ଦୁଇଟି ସ୍ଥାନରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ, ୨୪/୭: ଦେଶର ୨ଟି ସ୍ଥାନରେ ପୃଥକ ପୃଥକ ଭୂମିକମ୍ପ ଅନୁଭୂତ ହୋଇଛି। ଜାମ୍ମୁ ଓ କାଶ୍ମୀରର କତ୍ରାରେ ଭୂମିକମ୍ପ ଅନୁଭୂତ ହୋଇଛି।ସେଠାରେ ସକାଳ ୫ଟା ୧୧ରେ ୩.୦ ତୀବ୍ରତାର ସହ ଭୂମିକମ୍ପ ଅନୁଭୂତ ହୋଇଛି ।…

କାମ କଲାବେଳେ ଅଳସ ଲାଗୁଛି କି ? ତେବେ ଆପଣାନ୍ତୁ ଏହି ଉପାୟ

ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଅଧିକ କାମ ପ୍ରେସରରେ ରହୁଛନ୍ତି, ଫଳରେ ଖୁବଶୀଘ୍ର ହାଲିଆ ହେଉଛନ୍ତି । ଶରୀରରେ ଅଳସୁଆ ପଣ ଆରମ୍ଭ ହେଉଛି ଓ କାମ କରିବାକୁ ଇଛା ହେଉନି । ଯଦି ଆପଣ ବି ଯଦି କାମ କରି କରି ହାଲିଆ…

ଟମାଟୋ ସୁପ୍ ପିଇବା ଦ୍ୱାରା କଣ ସବୁ ଫାଇଦା ମିଳେ ଜାଣନ୍ତୁ

ବର୍ଷା ଦିନ ହେଉ କିମ୍ବା ଶୀତ ଦିନ ଅନେକ ଲୋକ ସୁପ୍‌ ପିଇବାକୁ ପସନ୍ଦ କରିଥାନ୍ତି। ସେହିପରି ସବୁ ସୁପ୍‌ ମଧ୍ୟରୁ ଟମାଟୋ ସୁପ୍‌ ପାଟିକୁ ସୁଆଦିଆ ଲାଗିଥାଏ। ଟମାଟୋ ମଧ୍ୟ ଅତି ସହଜରେ ବଜାରରେ ମିଳିଯାଇଥାଏ। ଏହି…

ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି

ଭୁବନେଶ୍ୱର,୨୩/୭(ଓଡିଶା ଭାସ୍କର): ଶ୍ରମିକଙ୍କ ପାଇଁ ଖୁସି ଖବର। ରାଜ୍ୟରେ ସବୁ ଶ୍ରେଣୀ ଶ୍ରମିକଙ୍କ ଦୈନିକ ମଜୁରି ୫.୪୦ ଟଙ୍କା ବୃଦ୍ଧି ପାଇଛି । ଅଣ କୁଶଳୀ ଶ୍ରମିକଙ୍କ ମଜୁରି ୩୦୩.୪୦ ଟଙ୍କା ବୃଦ୍ଧି ପାଇଛି। ଅର୍ଦ୍ଧ…

ଏଣିକି ଗାଁରେ ବି ହୋମ ଆଇସୋଲେସନ

ଭୁବନେଶ୍ୱର,୨୩/୭(ଓଡିଶା ଭାସ୍କର): ଏଣିକି ଗ୍ରାମାଞ୍ଚଳରେ ବି ଘରେ ରହିପାରିବେ କୋରୋନା ରୋଗୀ । ଲକ୍ଷଣ ନଥିବା କିମ୍ବା ସ୍ବଳ୍ପ ଲକ୍ଷଣ ଥିବା ରୋଗୀଙ୍କୁ ମିଳିବ ସୁବିଧା । ସ୍ବଳ୍ପ ଲକ୍ଷଣଯୁକ୍ତ ରୋଗୀଙ୍କର ଅନ୍ୟ ଜଟିଳ…

କନ୍ଧମାଳରେ ପୁଣି ଏନକାଉଣ୍ଟର

କନ୍ଧମାଳ,୨୩ ।୭(ଓଡିଶା ଭାସ୍କର): କନ୍ଧମାଳରେ ପୋଲିସ ଏନକାଉଣ୍ଟରେ ୨ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ସାମିଲ ଥିବା ଜଣାପଡିଛି । ତୁମୁଡିବନ୍ଧ ନିକଟରେ ଏବେ ବି…

ଖୁସି ଖବର: ରାଜ୍ୟରେ ଆଉ ୬୪୩ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୩ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…