Browsing Category

ଖବର

ଭସା ଜଙ୍ଗଲ ପାଲଟିଛି ୧୦୨ ବର୍ଷର ଜାହାଜ, ପର୍ଯ୍ୟଟକଙ୍କ ପାଇଁ ସାଜିଛି ଆକର୍ଷଣର କେନ୍ଦ୍ର ବିନ୍ଦୁ

ସିଡନୀ : ପୁରୁଣା ଓ ପରିତ୍ୟକ୍ତ ସାମଗ୍ରୀ ଦେଖିବା ମାତ୍ରେ ଯେଉଁମାନଙ୍କର ହୃଦ୍‌ସ୍ପନ୍ଦନ ବଢ଼ିଥାଏ, ସେମାନେ ଅନ୍ତତଃ ଜୀବନରେ ଥରେ ଅଷ୍ଟ୍ରେଲିଆର ସିଡନୀ ନିକଟ ହୋମ୍‌ବୁସ୍‌ ଉପସାଗର ବୁଲି ଆସିବା ଦରକାର । ସେଠା ଉପକୂଳରେ…

ୟୁଏଇ ରାଷ୍ଟ୍ରପତଙ୍କି ନଧିନ, ୪୦ଦିନିଆ ରାଷ୍ଟ୍ରୀୟଶୋକ ଘୋଷଣା

ଆବୁଧାବି : ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍‌ ଜାଏଦ ଅଲ୍‌ ନହାନଙ୍କ ନିଧନ। ମୃତ୍ୟୁ ବେଳକୁ  ୭୩ ବର୍ଷ ହୋଇଥିଲା। ଶେଖ୍‌ ଖଲିଫା ବିନ୍‌ ଜାଏଦ ଅଲ୍‌ ନହାନଙ୍କ ପରଲୋକ ପରେ ସାରା…

ଆଶ୍ରମ ବିଦ୍ୟାଳୟର ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯେଗା କଲେ ଛାତ୍ରୀ, ମାମଲା ରୁଜୁ ପରେ ଅମରକୁ ଉଠାଇଆଣିଲା ପୋଲିସ

ନବରଙ୍ଗପୁର, (ଭାସ୍କର ନ୍ୟୁଜ୍‌): ନବରଙ୍ଗପୁରର ଏକ ଆଶ୍ରମ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଦ୍ୱିତୀୟ ବର୍ଷ ଛାତ୍ରୀମାନଙ୍କୁ ଅଧ୍ୟାପକ ଆଶାଳୀନ ବ୍ୟବହାର କରିଥିବା ନେଇ ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ…

ସମ୍ଭାଳି ପାରିଲେନି ଋଣ ଚାପ, ନେଇ ଗଲେ ଶେଷ ନିଷ୍ପତ୍ତି: ଉଧାର ଟଙ୍କା ସୁଝି ନପାରି ଜୀବନ ହାରିଲେ ଅଙ୍ଗନବାଡ଼ି କର୍ମୀ

ଛତ୍ରପୁର(ଭାସ୍କର ନ୍ୟୁଜ୍‌): ଛତ୍ରପୁର ଥାନା ଅଧୀନ ପୋଡ଼ାପଦର ଗ୍ରାମର ଅଙ୍ଗନବାଡ଼ି କର୍ମୀ ସୁ୍ୱାସିନୀ ପଣ୍ଡା ଆତ୍ମହତ୍ୟା କରିଛନ୍ତି । ସୁଭାସିନୀ ୫ ଦିନ ହେଲା ନିଖୋଜ ଥିଲେ । ଶୁକ୍ରବାର ପୋଡାପଦର ଗ୍ରାମ ନିକଟରେ ଥିବା…

ହୃଦଘାତରେ ଥାନା ଅଧିକାରୀଙ୍କ ମୃତ୍ୟୁ, ୨୩ ଦିନ ପୂର୍ବରୁ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ଯୋଗ ଦେଇଥିଲେ

କୋଣାର୍କ (ଭାସ୍କର ନ୍ୟୁଜ୍‌): କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ଥାନା ଅଧିକାରୀ ଭାବେ ୨୩ ଦିନ ହେବ ଯୋଗ ଦେଇଥିବା ବଂଶୀଧର ବେହେରାଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ଖବରରୁ ପ୍ରକାଶ ଯେ ଚନ୍ଦ୍ରଭାଗା…

ଜନ୍‌ ଡେଭିଡ୍‌ ଓଡ଼ିଶା ହକିର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଓଡ଼ିଶା ହକିର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଜନ୍‌ ଡେଭିଡ । ଅଷ୍ଟ୍ରେଲିଆର ଜନ୍‌ ଡେଭିଡ୍‌ ଓଡ଼ିଶା ହକିର ବିକାଶ ପାଇଁ କାମ କରିବେ । ଓଡ଼ିଶା ହକିକୁ ଏକ ନୂତନ ସୋପାନରେ…

ବିଭିନ୍ନ ରୋଗକୁ ଆୟତରେ ରଖିବ କଲରା ଜୁସ, ପ୍ରତିଦିନ ସେବନ କଲେ ମିଳିବ ଉପଶମ

ନୂଆଦିଲ୍ଲୀ: ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ପାଲଟିଗଲାଣି । ପ୍ରାୟ ପ୍ରତି ଘରେ ଏହି ରୋଗୀ ଥିବାର ଦେଖିବାକୁ ମିଳୁଛି । ଏହି ରୋଗ ଥରେ ହେଲେ ଏହାର ସମ୍ପୂର୍ଣ୍ଣ ଆରୋଗ୍ୟ କଷ୍ଟକର, ମାତ୍ର ରୋଗକୁ ଆୟତରେ ରଖାଯାଇପାରେ ।…

ଏଥର ଆଗୁଆ ଆସିବ ମୌସୁମୀ, ମେ’ ୧୫ ସୁଦ୍ଧା ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ସମ୍ଭାବନା

ଭୁବନେଶ୍ୱର : ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ମାସ ୧୫ ସୁଦ୍ଧା…

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଚୟନ ପ୍ରକ୍ରିୟା, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପରେ ବିଚାର ବିମର୍ଶ

ନୂଆଦିଲ୍ଲୀ:ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ପରବର୍ତ୍ତୀ ଟି-୨୦ କ୍ରିକେଟ ବିଶ୍ୱକପ । ଗତ ବର୍ଷ ଭାରତ ଆୟୋଜନ କରିଥିବା ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଅଷ୍ଟ୍ରେଲିଆ ପ୍ରଥମ ଥର…

ଘରୋଇ ହସ୍ପିଟାଲରେ ଚାମ୍ବର ଭିତରୁ ଡାକ୍ତରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର , କିଛି ଦିନ ତଳେ କରିଥିଲେ ବିବାହ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ତାଙ୍କ ଚ୍ୟାମ୍ବରରେ ଥିବାବେଳେ ଏହି ମୃତ୍ୟୁ ଘଟିଥିଲା । ତେବେ ଏହାର କାରଣ ସ୍ପଷ୍ଟ…