Browsing Category
ବାଣିଜ୍ୟ
ଭାରତୀୟ ଏଜେନ୍ସି ଗୁଡିକୁ ଝଟକା, ପଳାତକ ମେହୁଲ୍ ଚୋକ୍ସିଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍
ରୋସେଉ, (ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଋଣ ଜାଲିଆତି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଭାରତରୁ ପଳାତକ ମେହୁଲ ଚୋକ୍ସିଙ୍କୁ ସୋମବାର ଡୋମିନିକାର ଏକ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି…
କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର! ସେପ୍ଟେମ୍ବରରୁ ବଢ଼ିଯିବ ଦରମା
ନୂଆଦିଲ୍ଲୀ: କେନ୍ଦ୍ରକର୍ମଚାରୀଙ୍କ ପାଇଁ ଏଥର ଦିପାବଳୀ ଓ ଦଶହରା ଖୁବ୍ ସାନଦାର୍ ହେବାକୁ ଯାଉଛି, କାରଣ ସେମାନଙ୍କ ଆକାଉଣ୍ଟକୁ DA , DRର ମୋଟା ଅଙ୍କର ଟଙ୍କା ଆସିବାକୁ ଯାଉଛି । ରିପୋର୍ଟ ମୁତାବକ, DA ଓ DRର ବୃଦ୍ଧି…
ବ୍ୟାଙ୍କ ଖାତାରୁ ଟଙ୍କା ହଡପ ହୋଇଗଲେ କଣ କରିବା ଉଚିତ୍, କେମିତି ଫେରି ପାଇବେ ପୂରା ପଇସା ? ଜାଣନ୍ତୁ…
ନୂଆଦିଲ୍ଲୀ: ଆଜିକା ସମୟରେ ଦୁନିଆ ଯେତେ ଡିଜିଟାଲ୍ ହେଉଛି ସେତେ ପରିମାଣରେ ଅନଲାଇନ୍ ଠକେଇ ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବ୍ୟାଙ୍କିଙ୍କ୍ କ୍ଷେତ୍ରରେ ଅଧିକ ମାତ୍ରାରେ ଠକେଇ ହେଉଥିବା ଖବର ଅଧିକ ସାମନାକୁ…
AIRTELର 5-G ଟ୍ରାଏଲ ସ୍ପିଡ ୧.୨ଜିବି/ସେକେଣ୍ଡ; ଭାରତର ଦ୍ରୁତତମ ନେଟୱର୍କର ମାନ୍ୟତା
ମୁମ୍ବାଇ: ଭାରତରେ ପ୍ରବେଶ କରିବାକୁ ଯାଉଛି ୫ଜି ଟେକ୍ନୋଲୋଜି । ଏଥିପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ ଟେଷ୍ଟିଂ ଆରମ୍ଭ କରାଯାଇଥିବା ବେଳେ ସୋମବାର ଏୟାରଟେଲ ମୁମ୍ବାଇରେ ଏହାର ୫ଜି ସେବାର ପରୀକ୍ଷଣ କରାଇଛି । କମ୍ପାନୀର…
ଗୋଟିଏ ଦିନରେ Google Payରୁ ଏତିକି ଟଙ୍କା ଟ୍ରାନ୍ସଫର କରିପାରିବେ ଆପଣ, ଜାଣନ୍ତୁ କେତେ
ନୂଆଦିଲ୍ଲୀ: ଦେଶରେ ଯେବେଠୋରୁ ନୋଟବନ୍ଦୀ ହୋଇଥିଲା, ସେବେଠାରୁ ଅଧିକାଂଶ ଲୋକେ ଡିଜିଟାଲ ପେମେଣ୍ଟକୁ ବିକଳ୍ପ ଭାବେ ଚୟନ କରିବା ଆରମ୍ଭ କରିଛନ୍ତି । ଅନ୍ୟପଟେ ଏବେ କରୋନା ସଂକ୍ରମଣ ଯୋଗୁଁ ଲୋକମାନେ ୟୁପିଆଇ ଜରିଆରେ…
କରୋନା କାଳରେ ୨୬,୮୦୦ କୋଟି ଟଙ୍କା ଫଣ୍ଡିଂ ଯୋଗାଡ କଲା ଫ୍ଲିପକାଟ୍, ଏତିକି ଅରବ ଡଲାରରେ ପହଞ୍ଚିଲା କମ୍ପାନୀର ଭେଲୁଏସନ
ନୂଆଦିଲ୍ଲୀ: ଲୋକପ୍ରିୟ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ୩.୬ ଅରବ୍ ଡଲାର୍ ଅର୍ଥାତ୍ ୨୬ହଜାର ୮୦୦ କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିଛି । ଆଉ ଏହି ଫଣ୍ଡିଂ ପରେ କମ୍ପାନୀର ଭେଲୁଏସନ୍ ୩୭.୬ ଅରବ୍ ଡଲାର୍ ହୋଇଯାଇଛି ।…
ଆଧାର କାର୍ଡ ସମ୍ପର୍କିତ ଏହି ଦୁଇ ସେବା ବନ୍ଦ କଲା UIDAI, ଆପଣଙ୍କ ଉପରେ ପଡ଼ିପାରେ ବଡ଼ ପ୍ରଭାବ
ନୂଆଦିଲ୍ଲୀ: ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ଆଧାର କାର୍ଡ ହେଉଛି ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ଏକ ଦସ୍ତାବିଜ୍ ନୁହେଁ ବରଂ ଏହା ହେଉଛି ପ୍ରତିଟି ନାଗରିକଙ୍କ ପରିଚୟ ପତ୍ର । ଯେକୌଣସି ଅର୍ଥ…
କେତେ ଟଙ୍କା ଅଛି ଆପଣଙ୍କର ପିଏଫ୍ ଆକାଉଣ୍ଟରେ? ଗୋଟିଏ ମିସ୍ କଲ୍ କିମ୍ବା ମେସେଜ କରି ଜାଣନ୍ତୁ
ନୂଆଦିଲ୍ଲୀ: କରୋନା କାଳରେ ଅନେକ ଲୋକ ନିଜର ଚାକିରି ହରାଇଛନ୍ତି । ପରିସ୍ଥିତି ଏମିତି ହେଲା ଯେ, କିଛି ଲୋକ ନିଜର ପ୍ରୋଭିଡେଣ୍ଟ ଫଣ୍ଡ(ପିଏଫ୍)ରୁ ଟଙ୍କା ବାହାର କରିବାକୁ ପଡ଼ିଲା । ହେଲେ ଇତି ମଧ୍ୟରେ କିଛି ଲୋକଙ୍କୁ…
Flipkartରେ ଶସ୍ତାରେ ମିଳୁଛି Realme ଡିଜୋ ଫିଚର ଫୋନ୍
ମୁମ୍ବାଇ: Flipkartରେ ସବୁଠାରୁ ଶସ୍ତାରେ ଉପଲବ୍ଧ ହେବାକୁ ଯାଉଛି ରିଅଲମି ଡିଜୋ । ରିଅଲମିର ସବ ବ୍ରାଣ୍ଡ ଡିଜୋ ବିଗତ ମାସରେ ଭାରତରେ ପ୍ରବେଶ କରିଥିବା ବେଳେ ଏହାର ଫିଚର ଫୋନ୍ ବର୍ତ୍ତମାନ ଲଞ୍ଚ ହେବାକୁ ଯାଉଛି ।…
କେବଳ ୫୦ ହଜାର ଟଙ୍କା ବିନିଯୋଗ କରି ଏହି ବ୍ୟବସାୟ ଆରମ୍ଭ କରନ୍ତୁ, ମାସକୁ କରିବେ ୧କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର
ନୂଆଦିଲ୍ଲୀ: ବ୍ୟବସାୟରେ ଏକ ଉତ୍ତମ ବ୍ୟବସାୟ ଧାରଣା ଆପଣଙ୍କୁ ସର୍ବଦା ଜଣେ ସଫଳ ଉଦ୍ୟୋଗୀ ହେବାକୁ ସାହାଯ୍ୟ କରେ । ଯଦି ଆପଣ ଘରେ ବସି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏକ ଉତ୍ତମ…