Browsing Category

ମନୋରଞ୍ଜନ

ଅଭିନେତା ଓ ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ, ୪୦ ବର୍ଷ ବୟସରେ ହାର୍ଟ ଆଟାକରେ ଆଖି ବୁଜିଲେ

ମୁମ୍ବାଇ: ଅଭିନେତା ଓ ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଆଜି ପରଲୋକ ଘଟିଛି । ମୁମ୍ବାଇ କୁପର ହସ୍ପିଟାଲରେ ସିଦ୍ଧାର୍ଥଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ହାର୍ଟ ଆଟାକ୍…

ଆଇସିୟୁରେ ଭର୍ତ୍ତି ହେଲେ ସାଏରା ବାନୋ, ଚାଲିଛି ଚିକିତ୍ସା

ମୁମ୍ବାଇ( ଭାସ୍କର ନ୍ୟୁଜ୍): ବଲିଉଡ ଭେଟେରାନ ଅଭିନେତ୍ରୀ ସାଏରା ବାନୋ ଖରାପ ହେଲା ସ୍ୱାସ୍ଥ୍ୟାବସ୍ଥା । ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାଏରା ବାନୋଙ୍କ ସୁଗାରା…

ଅନ୍ତରା ଚକ୍ରବର୍ତ୍ତୀଙ୍କୁ ପ୍ରଥମ ଶାନ୍ତିରାଜ ସ୍ମୃତି ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ନିକଟସ୍ଥ ପ୍ରେସ୍ କ୍ଲବ୍‌ ପରିସରରେ ଅନୁଷ୍ଠିତ ଶାନ୍ତିରାଜ ସ୍ମୃତି ସନ୍ଧ୍ୟାରେ ଯୋଗଦେଇ ବହୁ କଳାକାର ଏବଂ ଶାନ୍ତିରାଜ ପ୍ରେମୀ ଶ୍ରେତାମାନେ ତାଙ୍କ ଅମର…

ମନ୍ତ୍ରୀଙ୍କ ବାଳୁଙ୍ଗା ପୁଅ: ମିଟିଂ ମଝିରେ ଏମିତି ହଲେଇଲା ଗାଜର, ମା’ ହସି ହସି ବେଦମ

ନୂଆଦିଲ୍ଳୀ: କରୋନା ସମୟରେ ଜୁମ୍ ବା ଭିଡିଓ କଲ ଜରିଆରେ ମିଟିଂ ହେଉଛି । ଏପରି ସମୟରେ ଅନେକ ଅପ୍ରତ୍ୟାଶିତ ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି । ଏମିତି ଏକ ଘଟଣା ଘଟିଛି ନ୍ୟୁଜିଲାଣ୍ଡରେ । ନ୍ୟୁଜିଲାଣ୍ଡର ମହିଳା…

ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଘର ଛାଡି ଅଲଗା ରହିବାକୁ ପ୍ଲାନିଂ କରୁଛନ୍ତି ଶିଳ୍ପା !

ମୁମ୍ବାଇ: ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗତ ଗୁଲାଇ ୧୯ରୁ ଗିରଫ ହୋଇ ଜେଲରେ ଅଛନ୍ତି । ପୋର୍ଣ୍ଣୋଗ୍ରାଫୀ ମାମଲାରେ ନାଁ ଆସିବା ପରଠାରୁ ଶିଳ୍ପା ଶେଟ୍ଟୀ ଲଗାତାର ଭାବେ…

ବଙ୍ଗାଳୀ ଅଭିନେତ୍ରୀଙ୍କୁ ଲୋଲୁପ ଦୃଷ୍ଟି; ଆମାର ସାଥ ରାତ କାଟତେ ହୋବେ

ନୂଆଦିଲ୍ଲୀ: ଆଉ ଜଣେ ଅଭିନେତ୍ରୀଙ୍କୁ ସାଇବର ବୁଲିଙ୍ଗର ଶିକାର ହେବାକୁ ପଡିଛି । ଫିଲ୍ମ ପାଇଁ ତାଙ୍କ ସହିତ ଏକ ରାତି ଶୋଇବାକୁ ପଡିବ ବୋଲି ବେଙ୍ଗଲୀ ଅଭିନେତ୍ରୀ ପାୟଲ ସରକାରଙ୍କୁ ମେସେଜ ଆସିଥିଲା । ରବି କିନ୍ନାଗୀଙ୍କ…

ସମଲିଙ୍ଗୀ ସମ୍ପର୍କ ପାଇଁ, ସେ ମୋ ଆଡକୁ ଆଣ୍ଠେଇ ଆଣ୍ଠେଇ ବଢିଥିଲେ; ମୋ ବୟସ ସେତେବେଳକୁ ୧୭

ନୂଆଦିଲ୍ଲୀ: ସିଙ୍ଗର ଆର କେଲୀ ଯୌନ କେଳେଙ୍କାରୀରେ ସାମ୍ନାକୁ ଆସିଛନ୍ତି ଆଉ ଜଣେ ପୀଡିତ । ତାଙ୍କ ବୟସ ୧୭ ବର୍ଷ ଥିବା ବେଳେ କେଲୀ ତାଙ୍କ ସହିତ ସମଲିଙ୍ଗୀ ସମ୍ପର୍କ ରଖିଥିଲେ ବୋଲି ଫେଡେରାଲ କୋର୍ଟରେ ବୟାନ ଦେଇଛନ୍ତି…

ସିନ୍ଧୁଙ୍କ ପାଇଁ ପାର୍ଟି ରଖିଲେ ଚିରଞ୍ଜିବୀ ଓ ରାମଚରଣ

ନୂଆଦିଲ୍ଲୀ: ଭାରତୀୟ ସଟଲ କୁଇନ ପିଭି ସିନ୍ଧୁଙ୍କ ପାଇଁ ପାର୍ଟି ରଖିଛନ୍ତି ତେଲୁଗୁ ମେଗାଷ୍ଟାର ଚିରଞ୍ଜିବୀ ଓ ରାମଚରଣ । ଏକମାତ୍ର ମହିଳା ଖେଳାଳି ତଥା ଦ୍ୱିତୀୟ ଭାରତୀୟ ଭାବରେ ଦୁଇଟି ଅଲିମ୍ପିକ୍ସ ପଦକ ହାସଲ କରିବାର…

ଜାକଲିନ୍ ଫର୍ଣ୍ଣାଡିଜଙ୍କୁ ଇଡିର ଜେରା, ୫ଘଣ୍ଟା ଧରି ପଚରଉଚରା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଡିଜ୍ ଙ୍କୁ ଇଡିର ଜେରା । ତାଙ୍କୁ ଦିଲ୍ଲୀରେ ୫ଘଣ୍ଟା ଧରି ପଚରଉଚରା କରାଯାଇଛି । ମନି ଲଣ୍ଡ୍ରିଂ ମାମଲରେ ଇଡି ତାଙ୍କୁ ପଚରାଉଚରା ଚଳାଇଛି । ତାଙ୍କୁ ଦିଲ୍ଲୀରେ ମନି…