Browsing Category
ଦେଶ
ପତଞ୍ଜଳି ଯୋଗପୀଠରେ ପଶିଲା କରୋନା: ୮୩ ପଜିଟିଭ୍, ବାବା ରାମଦେବଙ୍କର ହୋଇପାରେ ଟେଷ୍ଟ
ହରିଦ୍ୱାର,୨୨ ।୪: ଉତ୍ତରାଖଣ୍ଡରେ କରୋନାର ଦ୍ୱିତୀୟ ଲହରୀ ବଢି ବଢି ଚାଲିଛି । ଏବେ କରୋନା ପତଞ୍ଜଳି ଯୋଗପୀଠରେ ବି ପ୍ରବେଶ କରିଛି । ହରିଦ୍ୱାର ସ୍ଥିତ ପତଞ୍ଜଳିରେ ୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ…
ଏପ୍ରିଲ୍ ୨୮ରୁ କୋଭିଡ୍ ଟିକାକରଣ ପାଇଁ ନାମ ପଞ୍ଜିକରଣ
ନୂଆଦିଲ୍ଲୀ ୨୨ ।୪ (ଓଡିଶା ଭାସ୍କର) : କୋଭିଡ୍ ଟିକାକରଣ ପାଇଁ ତାରିଖ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏପ୍ରିଲ୍ ୨୮ରୁ ନାମ ପଞ୍ଜିକରଣ ହୋଇ ପାରିବ ବୋଲି ମୋଦି କହିଛନ୍ତି । ପ୍ରଥମେ ଏହା ଏପ୍ରିଲ ୨୪ ରେ ହେବା ନେଇ…
କାଲି ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କରିବେ ଆଲୋଚନା
ନୂଆ ଦିଲ୍ଲୀ,୨୨/୦୪: ଦେଶରେ ଦ୍ରୁତ ଗତିରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବୃଦ୍ଧି ପାଇବାରେ ଲାଗିଛି । ସେପଟେ ବିିଭିନ୍ନ ରାଜ୍ୟମାନଙ୍କରେ ଅକ୍ସିଜେନର ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ରାଜ୍ୟମାନେ କେନ୍ଦ୍ରକୁ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଶ୍ଚିମ ବଙ୍ଗ ଗସ୍ତ ବାତିଲ
ନୂଆ ଦିଲ୍ଲୀ, ୨୨/୦୪: ଦେଶରେ କୋଭିଡ-୧୯ର ଭୟାବହ ପରିସ୍ଥିତି କୁ ନେଇ ଆସନ୍ତା କାଲି ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି ଯେଉଁଥିରେ ସେ କୋଭିଡ ସ୍ଥିତି ବିଷୟରେ ସମୀକ୍ଷା କରିବେ । ଫଳରେ ସେ ଏପ୍ରିଲ ୨୩ ରେ…
ଫେସବୁକ, ହ୍ୱାଟ୍ସଆପର ଯାଚିକା ଦିଲ୍ଲୀ ହାଇକୋର୍ଟରେ ଖାରଜ
ନୂଆ ଦିଲ୍ଲୀ,୨୨/୦୪: ସିସିଆଇର ଫଇସଲାକୁ ଆହ୍ୱାନ କରି ହ୍ୱାଟ୍ସଆପ ଏବଂ ଫେସବୁକ କରିଥିବା ଯାଚିକାକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ ନିଜ ଆଦେଶରେ କହିଛନ୍ତି ଏହି ଯାଚିକାର କୌଣସି ମେରିଟ ନାହିଁ । ଏପ୍ରିଲ…
କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ
ନୂଆଦିଲ୍ଲୀ ୨୨ ।୪ (ଓଡିଶା ଭାସ୍କର) : ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଜାତୀୟ…
ଦିଲ୍ଲୀକୁ ଅକ୍ସିଜେନ୍ ଯୋଗାଇଥିବାରୁ ଓଡିଶାକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ
ନୂଆଦିଲ୍ଲୀ ୨୨ ।୪ (ଓଡିଶା ଭାସ୍କର) : ଓଡିଶାରୁ ଦିଲ୍ଲୀକୁ ଗଲା ଅକ୍ସିଜେନ୍ । ସାମ୍ବାଦିକ ସମ୍ମିଳନୀରେ ଓଡିଶାକୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ବପିପଦ ସମୟରେ ସାହାଯ୍ୟର ହାତ ବଢାଇ ଥିବାରୁ…
କରୋନା ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଦେଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ ୨୨ ।୪ (ଓଡିଶା ଭାସ୍କର) : କେନ୍ଦ୍ର ସରକାରଙ୍କୁ ନୋଟିସ୍ ଦେଲେ ସୁପ୍ରିମ୍ କୋର୍ଟ । କରୋନା ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବିରକ୍ତ ଭାବ ପ୍ରକାଶ କରିଛନ୍ତି ସୁପ୍ରିମ୍ କୋର୍ଟ । କରୋନାରୁ…
Vaccine registration process for above 18 remains the same , Registration starts on this date
New Delhi, 22/4: The vaccine registration process for the above 18 years remains the same. You have to register in the government portal CoWin.
RS Sharma, Chief Executive…
୮ ହଜାର କିମି ଅତିକ୍ରମ କରି ଭାରତ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରାଫେଲ ଯୁଦ୍ଧ ବିମାନ
ନୂଆ ଦିଲ୍ଲୀ, ୨୨/୦୪: ଭାରତୀୟ ବାୟୁସେନାରେ ରାଫେଲ ଯୁଦ୍ଧ ବିମାନର ସାମିଲ ପରେ ଭାରତର ଶକ୍ତି ବଢିବାରେ ଲାଗିଛି । ଗତ ବର୍ଷରେ ରାଫେଲ ଯୁଦ୍ଧ ବିମାନର ପ୍ରଥମ ବ୍ୟାଚ ଭାରତରେ ପହଞ୍ଚିଥିଲା ଏହା ପରେ ଆହୁରି ୩ଟି…