Browsing Category

ରାଜ୍ୟ

ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ, ସାହାଯ୍ୟ ପ୍ରତିଶ୍ରୁତି ଦେଲେ ସୋନୁ ସୁଦ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସଙ୍ଗୀତ ଦୁନିଆର ସ୍ୱନାମଧନ୍ୟ ଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଜୀବନ ସହ ସଂଘଷ କରିଆସୁଛନ୍ତି । ତାଙ୍କୁ ଭଲ…

ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଉଛନ୍ତି ଅମ୍ରିତ ପ୍ରଧାନ, ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ କରିଡରରେ ପହଞ୍ଚିଲେ ବିମାନ ବନ୍ଦରରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମିତ ହୋଇ ଗୁରୁତର ହୋଇଥିବା ଅମ୍ରିତ୍ ପ୍ରଧାନଙ୍କୁ ଆଜି ଚେନ୍ନାଇକୁ ଏୟାରଲିଫ୍ଟ କରାଯାଉଛି । ବର୍ତ୍ତମାନ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ବିମାନ ବନ୍ଦରକୁ ନିଆଯାଇଛି ।…

ରଜରେ ଓଡ଼ିଶା ଛୁଇଁବ ମୌସୁମୀ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେବେ ଆସିବ ମୌସୁମୀ? କେବେ ଛୁଇଁବ ଓଡ଼ିଶା? କେବେ ଦେବ ଶୀତଳ ଛୁଆଁ? ଏମିତି ଅନେକ କଳ୍ପନାଜଳ୍ପନା ଜାରି ରହିଛି । ତେବେ ମୌସୁମୀ ଆସିବାରେ ବିଳମ୍ବ ଘଟିଛି । କେରଳକୁ ୨-୩ ଦିନ ବିଳମ୍ବରେ…

ଆସୁଛି ଲଘୁଚାପ! ଲଘୁଚାପ ପରେ ଓଡିଶାରେ ପହଞ୍ଚିପାରେ ମୌସୁମୀ

ନୂଆଦିଲ୍ଲୀ: ଓଡିଶାକୁ ଏହି ମାସରେ ଆସିବ ମୌସୁମୀ । କାରଣ ବାତ୍ୟା ୟଶ୍ ପୂର୍ବରୁ ଆସିଥିବା ଲଘୁଚାପ ପରେ ଆଉ ଏକ ଲଘୁଚାପ ଆସୁଛି । ଏହା ମାଧ୍ୟମରେ ଓଡିଶାରେ ମୌସୁମୀର ଆଗମନ ହୋଇପାରେ । ବଙ୍ଗୋପସାଗରରେ ଏକ ଲଘୁଚାପ…

ରାଜ୍ୟରେ ତଳ ମୁଁହା ହେଉଛି କରୋନା ଗ୍ରାଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତଳ ମୁଁହା ହେଉଛି କରୋନା ଗ୍ରାଫ । ଗତ ମାସ ମେ’ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ କରୋନା ପଜିଟିଭ୍ ଙ୍କ ସଂଖ୍ୟା ପିକ୍‌ରେ ରହିଥିଲା । ହେଲେ ତା’ ପରଠାରୁ କମିବା ଆରମ୍ଭ କରିଛି…

କ୍ଷମତାଠାରୁ ଅଧିକ କଏଦୀ ରହୁଛନ୍ତି ଜେଲରେ, ସରକାରଙ୍କୁ ତାଗିଦ୍ କଲେ ହାଇକୋର୍ଟ

କଟକ(ଓଡ଼ିଶା ଭାସ୍କର): ଓଡିଶାର ଜେଲ୍ ମାନଙ୍କର କଏଦୀ ସଂଖ୍ୟା ବଢ଼ିଚାଲିଛି । ସବୁ ଜେଲ୍ ରେ ଧାର୍ଯ୍ୟ ସଂଖ୍ୟାଠାରୁ ଅଧିକ କଏଦୀ ରହିଛନ୍ତି । କରୋନା ମହାମାରୀ ସମୟରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ କୁହଯାଉଥିବା ବେଳେ…

ବୁଲା ପଶୁଜନ୍ତୁଙ୍କ ଖାଦ୍ୟ ପାଇଁ ୬୭.୫୨ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଜାରି କରିଛନ୍ତି । ଏହି ଲକଡାଉନ ଲାଗୁ ହେବା ଯୋଗୁଁ ଜନସାଧାରଣଙ୍କ ସହ ପ୍ରଭାବିତ ହୋଇଛନ୍ତି ବୁଲା ପଶୁଜନ୍ତୁ । ତେବେ ଏହି…

ସ୍ୱନାମଧନ୍ୟ ଶିକ୍ଷାବିତ୍ ଡ. ବିଜୟ କୁମାର ସାହୁଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ଗୁରୁବାର ପରଲୋକ ଘଟିଛି । କରୋନା ପରବର୍ତ୍ତୀ ଜଟିଳତାରେ ସେ ଆକ୍ରାନ୍ତ ଥିଲେ । ହାଇଦ୍ରାବାଦସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ପ୍ରାଣ…

ଓଡିଶାରେ ଆଉ ୧୫ ଦିନ ଭିତରେ କମିବ କରୋନା ସଂକ୍ରମଣ: ILS ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ରେକର୍ଡସ୍ତରରେ ପହଞ୍ଚିଛି । ଏହାରି ମଧ୍ୟରେ ରାଜ୍ୟରେ କରୋନା ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏଲଏସ…

ନକଲି ସାର୍ଟିଫିକେଟ୍ ଦେଇ ସାଂସଦଙ୍କ ବାପା ପାଇଥିଲେ ପଦୋନ୍ନତି, ପେନସନ୍ ବନ୍ଦ କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିଲାଙ୍କୁ ଶିଖାଉଥିଲେ ସଂସ୍କାର । ଆଉ ଛାତ୍ରମାନଙ୍କ ଜୀବନ ଗଢ଼ିବାର ନେଇଥିଲେ ଗୁରୁ ଦାୟିତ୍ୱ । କିନ୍ତୁ ଶିକ୍ଷାକୁ ବ୍ରତ କରିମଧ୍ୟ ଭୁଲ୍ ବାଟରେ ଉପରକୁ ଉଠିବାରା ମୋହ ସେ ଛାଡ଼ି ପାରିନଥିଲେ…