fbpx
Browsing Category

ରାଜନୀତି

(Video) କେନ୍ଦ୍ରାପଡ଼ାରେ ବଦଳିବେ ଲୋକସଭା ପ୍ରାର୍ଥୀ! ବିଜେପି ଖୋଜୁଛି ବୈଜୟନ୍ତଙ୍କ ବିକଳ୍ପ ନେତା

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତି ମାହୋଲ ଏବେ ରେମାଞ୍ଚକର ମୋଡ଼ରେ ପହଞ୍ଚିଛି । ସମସ୍ତ ପ୍ରାର୍ତୀ ଏବେ ନାମାଙ୍କନ ଭରିବା ସହ ପ୍ରଚାର ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । କିନ୍ତୁ ଏହି ସମୟରେ ରାଜ୍ୟ…

ଓଡ଼ିଶାରେ ପ୍ରଚାର ମଙ୍ଗ ଧରିବେ ହେମା ମାଳିନୀ! ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ‘ଡ୍ରିମ ଗାର୍ଲ’ଙ୍କ ନାଁ

ନୂଆଦିଲ୍ଲୀ: ଓଡ଼ିଶାରେ ରାଜନୀତି ମାହୋଲ ଏବେ ଖୁବ ସରଗରମ ହୋଇଛି । ଗାଁରୁ ସହର ନିର୍ବାଚନ ଲଢେଇରେ ଏବେ ବ୍ୟସ୍ତ ହୋଇ ପଡ଼ିଛନ୍ତି । ତେବେ ଏହା ଭିତରେ ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି ବଲିଉଡର…

ତୃତୀୟ ପର୍ଯ୍ୟାୟ ମତଦାନ; ‘ମୁସଲମାନ ସମ୍ପ୍ରଦାୟ ଲୋକଙ୍କୁ ଭୋଟ୍ ଦେବାକୁ ଅନୁମତି ଦେଲାନି ପୋଲିସ’

ଲକ୍ଷ୍ନୌ: ମଙ୍ଗଳବାର ପଶ୍ଚିମ ଉତ୍ତର ପ୍ରଦେଶର ସମ୍ଭାଲରେ ମତଦାନ ବେଳେ ଅନେକ ମୁସଲମାନ ଅଧ୍ୟୁଷିତ ଅଞ୍ଚଳର ଲୋକମାନେ ଭୋଟ୍ ଦେଇ ପାରୁ ନଥିବା ଅଭିଯୋଗ କରିଥିଲେ। ସମାଜବାଦୀ ପାର୍ଟି ଏହାର ସୋସିଆଲ ମିଡିଆ ସାଇଟ୍ ଏକ୍ସରେ…

ଭୋଟରଙ୍କ ମନବଳ ଭାଙ୍ଗୁଛି ୧୦ରୁ ୬୦ କିମିର ଯାତ୍ରା, ମତଦାନ ପାଇଁ ମାଇଲ ମାଇଲ ବାଟ ଯାତ୍ରା କରୁଛନ୍ତି ଏହି ଗ୍ରାମବାସୀ

(ଓଡିଶା ଭାସ୍କର): ରାଜ୍ୟରେ ଚଳିତ ୨୦୨୪ ସାଧାରଣ ନିର୍ବାଚନ ଆଉ ଅଳ୍ପ ଦିନ ବାକି ରହିଛି । ବର୍ତ୍ତମାନ ସାରା ରାଜ୍ୟରେ ଏକ ରାଜନୈତିକ ସରଗରମ ଦେଖିବାକୁ ମିଳୁଛି । ସାଧାରଣ ଭୋଟର ମତଦାନ କରିବା ପାଇଁ ବେଶ ଆଗ୍ରହ ପ୍ରକାଶ…

ଓଡ଼ିଶା ଆସିବେ ବିଜେପି ହେଭିୱେଟ୍‌; ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କରିବେ ପ୍ରଚାର, ମୋଦୀଙ୍କ ରୋଡ୍ ଶୋ’କୁ ନେଇ ଉତ୍ସାହିତ ବିଜେପି ଶିବିର

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ଚଳଚଞ୍ଚଳ ପଲ୍ଲୀରୁ ସହର । ହେଭିୱେଟଙ୍କ ପ୍ରଚାରରେ କମ୍ପୁଛି ମଇଦାନ । ଭୋଟରୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜାରି ରହିଛି ରଣନୀତି । ଏଥିମଧ୍ୟରେ ଓଡ଼ିଶା…

(Video) ଗୌତମ ଅଦାନୀ ଅହମଦାବାଦରେ ଦେଲେ ଭୋଟ, ଜାଣନ୍ତୁ ମତଦାନ ପରେ କଣ କହିଲେ

ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଚେୟାରମ୍ୟାନ ଏବଂ କୋଟି କୋଟି ଟଙ୍କାର ବ୍ୟବସାୟୀ ଗୌତମ ଅଦାନୀ ଆଜି ଭାରତରେ ଚାଲୁଥିବା ଲୋକସଭା ନିର୍ବାଚନରେ ଭୋଟ ଦେଇଛନ୍ତି । ସେ ଗୁଜୁରାଟ ଅହମଦାବାଦର ନିଜ ଅଞ୍ଚଳରେ ପୋଲିଙ୍ଗ ବୁଥ ଯାଇ…

Big Breaking: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଦେଶରେ ଜାରି ରହିଛି ସାଧାରଣ ନିର୍ବାଚନ । ଏହାରି ମଧ୍ୟରେ ରାଜ୍ୟରେ ୪ର୍ଥ ପର୍ଯ୍ୟାୟର ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରୁ ୬ଟି ଲୋକସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି…

ଆଜି ୧୨ଟି ରାଜ୍ୟର ୯୩ଟି ଆସନ ପାଇଁ ମତଦାନ ଆରମ୍ଭ, ରେକର୍ଡ଼ ସଂଖ୍ୟାରେ ମତଦାନ କରିବା ପାଇଁ ଭୋଟରଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଲୋକସଭା ନିର୍ବାଚନ ପାଇଁ ୩ୟ ପର୍ଯ୍ୟାୟ ମତଦାନ । ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ ମତଦାନ ।…

ଅକାଳୀ ଦଳକୁ ଲାଗିଲା ବଡ଼ ଝଟକା, ଚଣ୍ଡିଗଡ଼ର ପ୍ରାର୍ଥୀ ହରଦୀପ ସିଂହ ବୁଟରେଲା ଦଳରୁ ଦେଲେ ଇସ୍ତଫା

ଚଣ୍ଡିଗଡ଼: ଲୋକସଭା ନିର୍ବାଚର ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଶିରୋମଣି ଅକାଳୀ ଦଳକୁ ଲାଗିଛି ବଡ଼ ଝଟକା । ଦଳର ଚଣ୍ଡିଗଡ଼ ଲୋକସଭା ପ୍ରାର୍ଥୀ ହରଦୀପ ସିଂହ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନ କରିବା ପାଇଁ ନିଷ୍ପତ୍ତି…

କେତୋଟି ଆସନରୁ ନିର୍ବାଚନ ଲଢିପାରିବେ ଜଣେ ପ୍ରାର୍ଥୀ? ଜାଣନ୍ତୁ ଉପ-ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହୁଏ…

ଓଡ଼ିଶା ଭାସ୍କର: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଦୁଇଟି ଆସନରୁ ଲୋକସଭା ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କେରଳର ୱାୟନାଡ ଏବଂ ଉତ୍ତରପ୍ରଦେଶର ରାୟବରେଲୀ ସିଟ୍ ପାଇଁ ରାହୁଲ ସାଂସଦ…