Browsing Category

ଖେଳ

କୋହଲିଙ୍କ ଅଲୋଡ଼ା ରେକର୍ଡ; କ୍ୟାରିୟରର ୫ମ ଗୋଲ୍ଡେନ୍ ଡକ୍

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ କ୍ୟାରିୟରରେ ଆଉ ଏକ ଅଲୋଡା ରେକର୍ଡ କରିଛନ୍ତି । କ୍ୟାରିୟରର ପଞ୍ଚମ ଗୋଲ୍ଡେନ୍ ଡକ୍ ହାସଲ କରିଛନ୍ତି କୋହଲି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ କୋହଲି ଖେଳୁଥିବା…

୧୦ ସେକେଣ୍ଡରେ ପଲଟିଗଲା ବାଜି; ବ୍ରୋଞ୍ଜ ପଦକ ମୁକାବିଲାରେ ହାରିଲେ ପୁନିଆ

ନୂଆଦିଲ୍ଳୀ: ୨-୦ରେ ଅଗ୍ରଣୀ ରହିବା ସତ୍ତେ୍ୱ ବ୍ରୋଞ୍ଜ ପଦକ ମୁକାବିଲାରେ ପରାସ୍ତ ହୋଇଛନ୍ତି ଦୀପକ ପୁନିଆ । ୮୬ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦିତା କରୁଥିବା ପୁନିଆ ମ୍ୟାଚର ୯୦ ପ୍ରତିଶତ ସମୟକୁ ନିଜ ନିୟନ୍ତ୍ରଣରେ…

ପୁରୁଷ ଜାଗାରେ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଲେ ଫରହାନ ଅଖତର, ଖୁବ୍ ଟ୍ରୋଲ କରୁଛନ୍ତି ଲୋକେ

ମୁମ୍ବାଇ : ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ପୁରୁଷ ହକି ଦଳ ଇତିହାସ ରଚିଛନ୍ତି । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିବାରେ ସଫଳ ହୋଇଛି । ଜର୍ମାନୀକୁ ୫-୪ରେ ହରାଇ କାଂସ୍ୟ ପଦକ ନିଜ ନାମରେ କରିଛି…

ରୌପ୍ୟରେ ସନ୍ତୁଷ୍ଟ ରବି; ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟ ରେସଲର ରବି ଦାହିୟାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । ଗୁରୁବାର ନିଜର ପଞ୍ଚମ ପଦକ ହାସଲ କରିଛି ଭାରତ । ୫୭ କିଗ୍ରା ଓଜନ ବର୍ଗରେ ଭାରତର ରବି ଦାହିୟା ରୌପ୍ୟ ପଦକ ଜିତିବା ସହିତ ଚଳିତ…

ବ୍ରୋଞ୍ଜ ପଦକ ଜିତି ଗୋଲ ପୋଷ୍ଟ ଉପରେ ଚଢ଼ିଗଲେ ଶ୍ରୀଜେସ୍; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ୪୧ ବର୍ଷର ଅଲିମ୍ପିକ୍ସ ପଦକ ମରୁଡିର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛି ଭାରତୀୟ ପୁରୁଷ ହକି ଦଳ । ଭାରତୀୟ ହକି ଦଳର ବିଜୟ ପରେ ଗୋଲ କିପର ପି ଆର ଶ୍ରୀଜେସଙ୍କ ଏକ ଫଟୋ ବେଶ ଭାଇରାଲ ହୋଇଛି ।…

ଐତିହାସିକ ବିଜୟ ପରେ ଏପରି ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଆଜି ଇତିହାସ ରଚିଛି ଭାରତ । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଛି ଭାରତ । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ଜିତିଛି ପୁରୁଷ ହକି ଦଳ । ପଦକ ପାଇଁ ଲଢ଼େଇରେ…

ହକିରେ ଭାରତକୁ ମିଳିଲା ଐତିହାସିକ ବ୍ରୋଞ୍ଜ, ୪୧ ବର୍ଷ ପରେ ଜିତିଲା ପଦକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ୧୪ତମ ଦିବସ । ଟୋକିଓ ଅଲିମ୍ପିକ୍ସରେ ଆଜି ଇତିହାସ ରଚିଛି ଭାରତ । ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ ମିଳିଛି ଐତିହାସିକ ବ୍ରୋଞ୍ଜ ପଦକ । ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ…

ଟୋକିଓ ମୁକାବିଲା: ଆଜି ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲ୍ ଫାଇଟ୍‌ କରିବେ ରେସ୍‌ଲର୍‌ ରବି କୁମାର

ଟୋକିଓ,(ଭାସ୍କର ନ୍ୟୁଜ୍) : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ରେସ୍‌ଲର୍‌ ରବି କୁମାର ଦାହିୟା ଦ୍ୱିତୀୟ ଇଣ୍ଡିଆନ ରେସଲର ଭାବେ ଫାଇନାଲ୍‌କୁ ଯିବା ସହ ଦେଶ ପାଇଁ ପଦକ ନିଶ୍ଚିତ କରିଛନ୍ତି । ସେ ରୌପ୍ୟ ପଦକ ହାସଲ କରିବା…

ଭାରତ ପାଇଁ ଏକାଧିକ ପଦକ ଆଶା: ଆଜି ମଇଦାନକୁ ଓହ୍ଲାଇବେ ଭିନେଶ, ଅଂଶୁ ଓ ଦୀପକ

ଟୋକିଓ,(ଭାସ୍କର ନ୍ୟୁଜ୍): ଟୋକିଓ ଅଲିମ୍ପିକ୍ସ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଭାରତ ହାତ ଗଣତିରେ କେବଳ ତିନି ପଦକ ହାସଲ କରି ଅଟକି ରହିଛି । ତେବେ ଗୁରୁବାର ଦିନ ଭାରତୀୟ ଆଥଲେଟଙ୍କ ପାଇଁ ସବୁଠାରୁ…

ପ୍ରଥମ ଦିନରେ ଚମକିଲେ ବୁମରା ଓ ଶାମି, ଇଂଲଣ୍ଡ ୧୮୩ ରେ ଅଲଆଉଟ୍, ଭାରତ ୨୧/୦

ନୂଆଦଲ୍ଲୀ : ବୋଲରଙ୍କ ଦମରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତ ଦମଦାର ଆରମ୍ଭ କରିଛି। ନର୍ଟିଂହାମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ୧୮୩ ରନର ଅଲଆଉଟ୍ ହୋଇଛି।…