Browsing Category
ଖେଳ
ଆସନ୍ତାକାଲିଠୁ ପ୍ରଥମ ଟେଷ୍ଟ: ଭାରତ ପାଇଁ ଚିନ୍ତା ଓପନିଂ ଯୋଡି, ୩ ବର୍ଷ ପୂର୍ବେ ନର୍ଟିଂଘମରେ ଇଂଲଣ୍ଡକୁ ମାତ୍ ଦେଇଥିଲା ଦଳ
ଲଣ୍ଡନ : ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚର ଟେଷ୍ଟ ସିରିଜ ବୁଧବାରଠୁ ଆରମ୍ଭ ହେଉଛି । ଏହା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ନୂତନ ସିଜିନର ପ୍ରଥମ ସିରିଜ୍ ହେବାକୁ ଯାଉଛି । ତେଣୁ ଭାରତ ଓ ଇଂଲଣ୍ଡ ବିଜୟ ସହ ସିଜିନ…
୧୯୦୦ରୁ ୨୦୨୦ ପର୍ଯ୍ୟନ୍ତ ଅଲିମ୍ପିକରେ ଭାରତର ମୋଟ ପଦକ ତାଲିକା
୧୮୯୬ ମସିହାରେ ଗ୍ରୀସର ଏଥେନ୍ସରେ ପ୍ରଥମ ମଡର୍ଣ୍ଣ ଅଲିମ୍ପିକ ଆରମ୍ଭ ହୋଇଥିଲା । ସ୍ୱାଧୀନତା ପୂର୍ବରୁ ଭାରତ ହକିରେ ଅଲିମ୍ପିକରେ ୧୯୨୮ରୁ ୧୯୩୬ ମଧ୍ୟରେ ୩ଟି ପଦକ ହାସଲ କରିଥିଲା । ୧୯୨୮ରେ ଆମଷ୍ଟରଡାମ ଅଲିମ୍ପିକରେ…
କଡ଼ା ଟକ୍କର ପରେ ବି ହାରିଗଲା ଟିମ୍ ଇଣ୍ଡିଆ, ଏବେ ବ୍ରୋଞ୍ଜ ପାଇଁ କରିବ ଲଢ଼େଇ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱାଦଶ ଦିବସ । କିନ୍ତୁ ଆଜିର ଦିନରେ ଭାରତୀୟଙ୍କ ପାଇଁ ଆସିଛି ଏକ ଦୁଃଖ ଖବର । ଭାରତୀୟ ପୁରୁଷ ହକି ଟିମ୍ ଫାଇନାଲ ରେସରୁ ବାହାର ହୋଇଛନ୍ତି । କଡା ଟକ୍କର ପରେ ବି ସେମି…
ଆଜି ବେଲଜିୟମ ବିପକ୍ଷ ସେମିଫାଇନାଲ୍ ଟକ୍କର୍, ଭାରତ ପାଇଁ ବଡ ଆହ୍ୱାନ
ଟୋକିଓ: ଅଲିମ୍ପିକ୍ କ୍ରୀଡା ଇତିହାସରେ ଭାରତ ଏକମାତ୍ର ଦଳ ଭାବେ ସର୍ବାଧିକ ଆଠଥର ସ୍ୱର୍ଣ୍ଣ ପଦକ ଜିତିଥିଲେ ହେଁ ଗତ ୪୧ ବର୍ଷଧରି କୌଣସି ପଦକ ପାଇନାହିଁ । ତେବେ ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତ ଲଢ଼ୁଆ…
ହକି ଦଳକୁ ଶୁଭେଚ୍ଛା ଜଣାଇବାକୁ ଯାଇ ଟ୍ରୋଲ ହେଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇବାକୁ ଯାଇ ଟ୍ରୋଲ ହୋଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସ ସେମିରେ ପ୍ରବେଶ କରିଛି ।…
ମୁଣ୍ଡରେ ବାଜିଲା ବଲ୍; ପ୍ରଥମ ଟେଷ୍ଟରୁ ବାଦ ପଡ଼ିଲେ ଏହି ଷ୍ଟାର ଖେଳାଳି
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ମାତ୍ର ୨ ଦିନ ବାକି ରହିଥିବା ବେଳେ ଭାରତକୁ ଲାଗିଛି ବଡ ଝଟକା । ଅଭ୍ୟାସ କରୁଥିବା ସମୟରେ ନେଟ୍ସରେ ମୁଣ୍ଡରେ ବଲ ବାଜିବା କାରଣରୁ ଆହତ…
ଇତିହାସ ରଚିବାରୁ ଅଳ୍ପକେ ବଞ୍ଚିତ କମଲପ୍ରୀତ୍; ଭାଲେରୀ ଅଲମାନଙ୍କୁ ସ୍ୱର୍ଣ୍ଣ
ନୂଆଦିଲ୍ଳୀ: ଟୋକିଓରେ ଇତିହାସ ରଚିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି ମହିଳା ଡିସକସ ଥ୍ରୋୟର କମଲପ୍ରୀତ କୌର । ୬୪ ମିଟର ଦୂରକୁ ଡିସକସ ଫିଙ୍ଗି ରେକର୍ଡ କରିଥିବା କମଲପ୍ରୀତ ଷଷ୍ଠ ସ୍ଥାନରେ ରହି ପଦକ ହାସଲରୁ ଅଳ୍ପକେ…
ଅଲିମ୍ପିକ୍ ଅଭିଯାନ ପାଇଁ ସୋନୁ ସୁଦ୍ ବ୍ରାଣ୍ଡ୍ ଆମ୍ବାସଡର୍, ଜନ୍ମଦିନରେ ମିଳିଲା ଉପହାର
ଓଡ଼ିଶା ଭାସ୍କର ବ୍ୟୁରୋ: ଏଇ ନିକଟରେ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ ନିଜର ୪୮ତମ ଜନ୍ମଦିବସ ପାଳନ କରିସାରିଛନ୍ତି । ଏଥିପାଇଁ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ଏବଂ ତାଙ୍କୁ ସିଧାସଳଖ ଭେଟି…
ଘୋଡ଼ା ସବାରୀରେ ବଢିଲା ପଦକ ଆଶା; ଫାଇନାଲରେ ପହଞ୍ଚିଲେ ଫୌଆଦ ମିର୍ଜା
ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଅଶ୍ୱଚାଳକ ଭାବରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ଫୌୀଆଦ ମିର୍ଜା ଫାଇନାଲରେ ପ୍ରବେଶ କରିଛନ୍ତି । ଅଶ୍ୱଚାଳନାର ବ୍ୟକ୍ତିଗତ ଇଭେଣ୍ଟରେ ଫୌଆଦ ୨୨ ତମ ସ୍ଥାନରେ ରହିଥିଲେ । ୪୪…
ଚକଦେ ଇଣ୍ଡିଆ: ୩ ମୁକାବିଲା ହାରିବା ପରେ ଇତିହାସ ରଚିଲେ ମହିଳା ହକି ଦଳ, ଜାଣନ୍ତୁ ଅଲିମ୍ପିକରେ କେମିତି ଓଲଟିଲା ବାଜି
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଇତିହାସ ରଚିଲେ ଭାରତୀୟ ମହିଳା ହକି ଦଳ। ପୁରୁଷ ହକି ଦଳ ପରେ ସେମିରେ ପ୍ରବେଶ କଲେ ମହିଳା ଦଳ। କ୍ଵାର୍ଟର ଫାଇନାଲରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ଏହି ଐତିହାସିକ ସଫଳତା…