Browsing Category

Breaking News

ଆଜି ଭୁବନେଶ୍ୱରରେ ଦେଖାଯିବନି କାହାର ଛାଇ: ଜାଣନ୍ତୁ କେଉଁ ସମୟରେ ଦେଖାଯିବ ବିରଳ ଦୃଶ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣମାନେ ଘରୁ ବାହାରକୁ ଯିବା ସମୟରେ ସବୁ ସମୟରେ ନିଜର ଛାଇକୁ ଦେଖିଥିବେ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ? ଗତ ଏପ୍ରିଲ ୨୫ ତାରିଖରେ ବେଙ୍ଗାଲୁରୁ…

ତମାଖୁ ଓ ଟ୍ରାନ୍ସପୋର୍ଟରୋ ବିରୋଧରେ ଆରମ୍ଭ ହେଲା ତଦନ୍ତ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ଲକ୍ଷ୍ନୌ: ସେସ୍ ଦ୍ୱିଗୁଣିତ ହେବା ସତ୍ତ୍ୱେ ପାନ ମସାଲା ଏବଂ ତମାଖୁର ମୂଲ୍ୟ ବୃଦ୍ଧି ନହେବା ଖବରକୁ ସରକାର ସିଧାସଳଖ ଗ୍ରହଣ କରିଛନ୍ତି। ରାଜ୍ୟ କର କମିଶନର ମନ୍ତ୍ରୀ ଏସ୍, ଟିକସ ଫାଙ୍କିବାର ସମ୍ଭାବନାକୁ ଦର୍ଶାଇ ସମଗ୍ର…

୧୩ ବର୍ଷର ନାବାଳକ ଓ ୩୧ ବର୍ଷୀୟା ମହିଳାଙ୍କ ଲଭ ଷ୍ଟୋରି: ଛୁଆ ଜନ୍ମ ପରେ ଖୋଲିଗଲା ସବୁ ରାଜ୍, ମହିଳା ଏବେ ଜେଲରେ

ନୂଆଦିଲ୍ଲୀ: ଆଜିକାଲି ବିବାହ ଓ ପ୍ରେମ ବ୍ୟାପାରକୁ ନେଇ ଅନେକ ନୂଆ ନୂଆ ଘଟଣା ସବୁ ଘଟୁଛି । ତେବେ ଏହା ମଧ୍ୟରେ ଏକ ଅଜବ ମାମଲା ଦେଖିବାକୁ ମିଳିଛି । ଜଣେ ମହିଳା ଅନ୍ୟ ଜଣେ ଯୁବକଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା…

ମଧୁବାବୁ ପେନସନ ଯୋଜନା ନିୟମ କୋହଳ କଲେ ରାଜ୍ୟ ସରକାର: ବୟସ୍କ ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ଘରେ ପହଞ୍ଚିବ ପେନସନ, ସମସ୍ତ ଜିଲ୍ଲାପାଳଙ୍କୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜନସାଧାରଣଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଜନହିତକର ଯୋଜନା ଲାଗୁ କରିଛନ୍ତି । ତେବେ ବିଭିନ୍ନ ଯୋଜନାରେ ବେନିଫିଟ ପାଇବା କ୍ଷେତ୍ରରେ ହିତାଧିକାରୀଙ୍କୁ…

ବାଇଡେନ ମାଗିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅଟୋଗ୍ରାଫ, କହିଲେ ଆମେରିକାରେ ଆପଣଙ୍କର କ୍ରେଜ ଅଛି ଜବରଦସ୍ତ

ହିରୋସୀମା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଜାପାନ ଗସ୍ତରେ ଅଛନ୍ତି । ଆଜି ସେଠାରେ ତାଙ୍କର ଦ୍ୱିତୀୟ ଦିନ । ତେବେ କ୍ୱାଡ ଶିଖର ବୈଠକ- (ଆମେରିକା, ଅଷ୍ଟ୍ରେଲିଆ, ଭାରତ ଏବଂ ଜାପାନ)ରେ ଆମେରିକାର…

କଂଗ୍ରେସ ଛାଡ଼ିବେ ସଚିନ ପାଇଲଟ୍? ରାଜସ୍ଥାନ ପ୍ରଭାରୀ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଦେଖାଦେଇଥିବା ଶୀତଳଯୁଦ୍ଧ ଦିନକୁ ଦିନ ବଢ଼ୁଛି ପଛେ କମିବାର ନାଁ ଧରୁନାହିଁ । ବିଭିନ୍ନ ସମୟରେ ଗେହଲଟ ସରକାର…

ICICI ବ୍ୟାଙ୍କ FD ଉପରେ ବଢାଇଲା ସୁଧ ହାର, ଜାଣନ୍ତୁ କେତେ ଦିନର ଅବଧିରେ କେତେ ପ୍ରତିଶତ ମିଳିବ Interest

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ୨କୋଟିରୁ ଅଧିକ ବଲ୍କ ଫିକ୍ସଡ ଡିପୋଜିଟ ଉପରେ ନିଜର ସୁଧ ଦରକୁ ସଂଶୋଧନ କରିଛି । ପରିବର୍ତ୍ତନ ପରେ ବ୍ୟାଙ୍କ ଏବେ ୭ ଦିନରୁ ନେଇ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ୪.୭୫% ରୁ ୬.୭୫%…

ମୃତ୍ୟୁ ପରେ ବି ଅମର ହେଲେ ୧୬ ବର୍ଷୀୟ ଛାତ୍ର: ନିଜେ ଦୁନିଆରୁ ବିଦାୟ ନେଲେ, ୬ ଜଣଙ୍କୁ ଦେଲେ ନୂଆ ଜୀବନ

ନୂଆଦିଲ୍ଲୀ: ଜଣେ ୧୬ ବର୍ଷୀୟ ଛାତ୍ରଙ୍କୁ ନେଇ ଆଜି ସମସ୍ତେ ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି । ଦଶମ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖିଥିଲେ ବି ଜଣେ ଛାତ୍ର ଏ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି । ତେବେ…

ଚାଲାଣ ସମୟରେ ୩୨ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ ଟିମ୍, ୩ ଅଟକ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଠାରେ ୩୨ଟି ଗୋରୁଙ୍କୁ ଉଦ୍ଧାର କରାଯ।।ଇଛି । ଏହି ମାମଲାରେ ୩ଜଣଙ୍କୁ ଅଟକ ରଖାଯାଇଛି । ଗୋରୁ ଚାଲାଣ ସମୟରେ କରଞ୍ଜିଆ ଏବଂ ତୁରୁମୁଙ୍ଗା ପୋଲିସ ଦୁଇଟି ପୃଥକ ଘଟଣାରେ ଧରିଛନ୍ତି…

ବଡ଼ କମ୍ପାନୀର ବଡ଼ ଯୋଜନା: ଭାରତରେ ୧.୫ ଲକ୍ଷ ଲୋକଙ୍କୁ ଦିଆଯିବ ଚାକିରି

ନୂଆଦିଲ୍ଲୀ: ଆପଣମାନେ ଯଦି ଚାକିରି ଖୋଜୁଛନ୍ତି ତେବେ ଏଥିପାଇଁ ଆସିଛି ଏକ ବଡ଼ ଖବର । ଇନସ୍ୟୁରାନ୍ସ ସେକ୍ଟରରେ ୧.୫ ଲକ୍ଷ ଲୋକଙ୍କୁ ଚାକିରି ଦିଆଯିବ । ଏକ ବୀମା କମ୍ପାନୀ ଆଗାମୀ ଦିନରେ ନିଜର କ୍ଷେତ୍ରକୁ ବିସ୍ତାର…