Browsing Category
Breaking News
ଶ୍ରୀଜୀଉଙ୍କ ବନକଲାଗି ନୀତି: ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ: ଆସନ୍ତାକାଲି ମାଘ କୃଷ୍ଣ ଚତୁର୍ଥୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ସମୟରେ ୪ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ସେବା…
ହକି ବିଶ୍ୱକପ୍ କ୍ରେଜ୍: କାଲି ଦିନ ୩ଟା ପରେ ରାଜ୍ୟରେ ବନ୍ଦ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଘୋଷଣା କଲେ ସରକାର
ଭୁବନେଶ୍ୱର: ଆସନ୍ତାକାଲି ହକି ବିଶ୍ୱକପ୍ ଉଦଘାଟନୀ ସମାରୋହକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ବୈଷୟିକ ଏବଂ ବୃତ୍ତିଗତ ଅନୁଷ୍ଠାନଗୁଡିକ ୩ଟା ପରେ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ସମୟରେ ସମସ୍ତ ସରକାରୀ ଏବଂ…
କୋହଲି-ରୋହିତଙ୍କ ଛୁଟି ନା ରହିବେ: ସାମ୍ନାକୁ ଆସିଲା BCCIର ବୟାନ
ନୂଆଦିଲ୍ଲୀ: ଗତବର୍ଷ ଟି-୨୦ ବିଶ୍ୱକପରୁ ଭାରତ ଅତ୍ୟନ୍ତ ଲଜ୍ଜାଜନକ ଭାବେ ବିଦାୟ ନେଇଥିଲା । ତେବେ ଏହାପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଖେଳାଳି ଓ ମ୍ୟାନେଜମେଣ୍ଟ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ…
୧.୨୫ ଲକ୍ଷ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବ TCS! ନୂଆବର୍ଷରେ ବଡ଼ ପ୍ଲାନ୍ କରୁଛି କମ୍ପାନୀ
ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖବର । ପ୍ରତିଷ୍ଠିତ ଆଇଟି କମ୍ପାନୀ ଟିସିଏସ୍ ପକ୍ଷରୁ ଏକ ଖୁସି ଖବର ଆସିଛି । ଆର୍ଥିକ ବର୍ଷ ୨୦୨୩-୨୪ରେ କମ୍ପାନୀ ୧.୨୫ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବ ।…
Brain Strokeର ୮ଟି ଲକ୍ଷଣ: ମଣିଷର ମସ୍ତିଷ୍କ ଅକାମି ହୋଇପାରେ, ବିକଳାଙ୍ଗ ଓ ମୃତ୍ୟୁ ଆଶଙ୍କା ବଢ଼ିପାରେ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବ୍ରେନ ଷ୍ଟ୍ରୋକ ଏକ ଭୟଙ୍କର ରୋଗ । ଗତ ୨୦୧୯ରେ ଏହି ରୋଗରେ ଭାରତରେ ପାଖାପାଖି ୭ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ । ଦେଶର ମୋଟ ମୃତ୍ୟୁସଂଖ୍ୟାର ୭ ପ୍ରତିଶତ କେବଳ ବ୍ରେନ ଷ୍ଟ୍ରୋକ…
ହକି ଷ୍ଟାଡିୟମ ବୁଲି ଦେଖିପାରିବେ ସାଧାରଣ ଜନତା: ଜାରି ହେଲା ତାରିଖ ଓ ସମୟ ସୂଚୀ, ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶା ଆୟୋଜନ କରୁଛି ହକି ବିଶ୍ୱକପ୍ । ତେଣୁ ଏହି ବିଶ୍ୱସ୍ତରୀୟ ଇଭେଣ୍ଟକୁ ସଫଳତାର ସହ ସମାପନ କରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି ରାଜ୍ୟ ସରକାର ।…
ରାହୁଲଙ୍କ ମୁଣ୍ଡରେ ଗେରୁଆ ପଗଡି, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ
ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ଅମୃତସରର ସ୍ଵର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି। ଭାରତ ଯୋଡୋ ଯାତ୍ରା ହରିୟାଣାର ଅମ୍ବାଲା ଠାରୁ ଆରମ୍ଭ କରି ପଞ୍ଜାବରେ ପହଞ୍ଚିଛି । କଂଗ୍ରେସର ଭାରତ ଯୋଡୋ…
HSRP ନମ୍ବର ପ୍ଲେଟ୍ ନଥିଲେ ଜାନୁଆରୀ ୧୫ରୁ କଟିବ ଚାଲାଣ
ଭୁବନେଶ୍ୱର: ଶେଷ ହେଲା ସମୟ ସୀମା ଏବେ ହାଇ ସୁକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ କଟିବ ଚାଲାଣ । ଯେଉଁ ଗାଡ଼ି ଗୁଡ଼ିକରେ ଏଚ୍ଏସ୍ଆର୍ପି ନଥିବା ଜାନୁଆରୀ ୧୫ରୁ ସେଗୁଡ଼ିକର ଚାଲାଣ କଟିବ । ସୂଚନା ଅନୁସାରେ ଗାଡ଼ିର ଶେଷ…
ରାଜ୍ୟ ସରକାରଙ୍କ ବଡ ଘୋଷଣା:କାଲି ଦିନ ୧ଟାରୁ ସ୍କୁଲ ଛୁଟି
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ ଘୋଷଣା । କାଲି ଦିନ ୧ଟାରୁ ବନ୍ଦ ହେବ ସ୍କୁଲ । କାଲି ଗୋଟିଏ ଦିନ ପାଇଁ ଏହି ସୂଚନା ଦିଆଯାଇଛି । ପିଲାମାନେ ହକି ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବେ ବୋଲି ଏହି ନିଷ୍ପତ୍ତି…
ପ୍ରବାସୀ ଭାରତୀୟ ହେଉଛନ୍ତି ଭାରତୀୟ ସଭ୍ୟତାର ଅବିଚ୍ଛେଦ୍ୟ ଅଙ୍ଗ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଇନ୍ଦୋରରେ ମଙ୍ଗଳବାର ଆୟୋଜିତ ୧୭ତମ ‘ପ୍ରବାସୀ ଭାରତୀୟ ଦିବସ ୨୦୨୩’ ସମ୍ମିଳନୀର ଉଦଯାପନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର…