Browsing Category

Breaking News

Income Tax ଦେଉଥିବା ଲୋକଙ୍କୁ ଏଥର ମିଳିବ ବଡ଼ ଖୁସିଖବର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ଏହି ଘୋଷଣା !

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଦେଶର ଅର୍ଥବ୍ୟବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଛି । କେନ୍ଦ୍ର ବଜେଟର ଉପସ୍ଥାପନା ପାଇଁ ୬୦ ଦିନରୁ କମ୍ ସମୟ ବାକି ଅଛି । ଏଭଳି ପରିସ୍ଥିତିରେ ବଜେଟକୁ ନେଇ ପ୍ରତ୍ୟେକ ଥର ପରି…

ମୁଖ୍ୟ ନିର୍ବାଚନ କମିଶନର ସୂଚନା:୨୩ ରାଉଣ୍ଡରେ ହେବ ପଦ୍ମପୁର ଭୋଟ ଗଣତି

ଭୁବନେଶ୍ୱର:ଆସନ୍ତା କାଲି ପ୍ରକାଶ ପାଇବ ପଦ୍ମପୁର ଉପନିର୍ବାଚନ ଫଳ । ତେବେ ଏହି ନିର୍ବାଚନରେ କିଏ ବାଜି ମାରିବ ତାହା କାଲି ସ୍ଥିର ହେବ । ଚଳିତବର୍ଷ ୮୦.୮ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି । ଯାହାକି ବହୁତ ଅଧିକ ତେଣୁ…

UGC ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରିବ ନୂଆ ନିୟମ! NEET, JEE Main ଓ CUET ପାଇଁ ଜାରି ହେବ ଏକକ ପରୀକ୍ଷା କ୍ୟାଲେଣ୍ଡର

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା ପାଇଁ ଦେଶର ତିନି ବୃହତ ପରୀକ୍ଷା ନିଟ, ଜେଇଇ ମେନ୍ ଓ ସିୟୁଇଟି ୨୦୨୩ର ଶିଡ୍ୟୁଲ ଖୁବଶୀଘ୍ର ଜାରି ହେବ । ତେବେ ଆସନ୍ତା ଶିକ୍ଷାବର୍ଷଠାରୁ ଏହି ତିନି ପ୍ରବେଶିକା ପରୀକ୍ଷା ପାଇଁ ଏକ କମନ୍…

୮ରେ ଲ୍ୟାଣ୍ଡଫଲ୍ କରିବ ‘ମାଣ୍ଡସ’: ୧୦ ଓ ୧୧ରେ ଦକ୍ଷିଣ ଓଡ଼ିଶାରେ ବର୍ଷା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୦ ଓ ୧୧ ତାରିଖରେ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଟ୍ୱିଟ୍ ଜରିଆରେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ…

ପ୍ରେମରେ ଅଭିନେତ୍ରୀ ହିନାଙ୍କୁ ମିଳିଲା କି ଧୋକା? ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଲେ ଏପରି କଥା…

ମୁମ୍ବାଇ: ହିନ୍ଦୀ ଟେଲି ଜଗତର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ୍ ନିଜର ଲୁକ୍ ଏବଂ ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅଭିନୟ ଅନେକ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ରିଆଲିଟି ଶୋ ବିଗବସକୁ ଯିବା…

MCD ରେଜଲ୍ଟ: ମ୍ୟାଜିକ୍ ନମ୍ବର ଟପିଲା AAP, BJPର ୧୫ ବର୍ଷର ରାଜୁତି ଶେଷ

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନର ଆଜି ଭୋଟ ଗଣତି ଆରମ୍ଭ ହୋଇଛି । ମୋଟ ୨୫୦ଟି ୱାର୍ଡର ୧,୩୪୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଗତ ୪ ତାରିଖରେ ଏମସିଡି ନିର୍ବାଚନ ପାଇଁ ଜନସାଧାରଣ…

ଯାଜପୁରରେ ଅଗ୍ନିକାଣ୍ଡ, ହୁତ୍ ହୁତ୍ ହୋଇ ଜଳିଲା ହୋଟେଲ

ଯାଜପୁର: ଯାଯପୁର ଜିଲ୍ଲାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯାଯପୁର ବିରଜା ମାର୍କେଟ କଲପ୍ଲେକ୍ସ ମେଡିିକାଲ ଛକ ନିକଟରେ ଥିବା ରୁଚୁକା ହୋଟେଲରେ ନିଆଁ ଲାଗିଛି । କୌଣସି କାରଣରୁ ହଠାତ ନିଆଁ ଲାଗି ହୁତ୍ ହୁତ୍ ହୋଇ…

ରାଜଧାନୀରେ ହେବ ବୁଲା କୁକୁର ଗଣନା, ଦାୟିତ୍ୱ ନେଲା ଏକ ସଂସ୍ଥା, BMCର ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ କୁକୁରମାନେ ଆତଙ୍କ ମଚାଇଥାନ୍ତି । ବେଳେବେଳେ କିଛି କୁକୁର ହଠାତ୍ ଗାଡ଼ି ସାମ୍ନାକୁ ଚାଲି ଆସିବାରୁ ଦୁର୍ଘଟଣା ଘଟିଥାଏ । କିଛି ଯାତ୍ରୀ…

ଉତ୍ତରକୋରିଆ ସରକାରଙ୍କ ଭୟଙ୍କର ଦଣ୍ଡ; ‘କେ-ଡ୍ରାମା’ ଦେଖିବାରୁ ୨ ହାଇସ୍କୁଲ ଛାତ୍ରଙ୍କୁ ହତ୍ୟା

ନୂଆଦିଲ୍ଲୀ: ଉତ୍ତର କୋରିଆ ଏକଛତ୍ରବାଦ ଶାସକ କିମ୍ ଓନ୍ ଜଙ୍ଗ ନିଜର ଏକଛତ୍ରବାଦ ଶାସନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ପରମାଣୁ ପରୀକ୍ଷଣକୁ ନେଇ ସେ ଚର୍ଚ୍ଚାରେ ରୁହନ୍ତି ତ ଆଉ କେତେବେଳେ କଠୋର…

୧୨ ଶହ ଛାତ୍ରଙ୍କୁ ଖାଦ୍ୟରେ ଦିଆଯାଇଛି ବିଷ! ହିଜାବ ବିରୋଧୀ ଆନ୍ଦୋଳନକୁ ନେଇ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ନୂଆଦିଲ୍ଲୀ: ଇରାନରେ ଦେଖାଦେଇଥିବା ହିଜାବ ବିରୋଧୀ ଆନ୍ଦୋଳନକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ସରକାର ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିବା ୧୨ଶହ ଛାତ୍ରଙ୍କୁ ଖାଦ୍ୟରେ ବିଷ ଦିଆଯାଇଥିଲା । ଏହାପରେ ସେମାନଙ୍କର…