fbpx
Browsing Category

Breaking News

ରାଜଧାନୀରେ ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଏହା ଫଳରେ ରାସ୍ତାରେ ଗାଡ଼ି ମଟର ସ୍ପଷ୍ଟ ଦୃଶ୍ୟମାନ ହେଉନାହିଁ । ଗାଡ଼ି ଚଳାଚଳରେ ବାଧାସୃଷ୍ଟି ହୋଇଛି ।…

ଆସୁଛି ଲଘୁଚାପ, ୧୭ରେ ଅବପାତ ରୂପ ନେବାର ସମ୍ଭାବନା; ୧୯ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ଉମାଶଙ୍କର…

ଆଜିଠୁ ପବିତ୍ର ପଞ୍ଚକ ବତ୍ର: ପ୍ରଥମ ଦିନରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ ନୀତି, ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ, (ଭାସ୍କର ନ୍ୟୁଜ): ଆଜିଠୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ସବୁଠାରୁ ପବିତ୍ର ବୋଲି କୁହାଯାଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ଏହି ବ୍ରତ ପାଇଁ ହଜାର ହଜାର ହବିଷ୍ୟାଳୀ ଓ…

ରିଲାଏନ୍ସ ଜିଓର ୮୪ ଦିନିଆ ପ୍ୟାକ୍, ଦାମ ୩୨୯ରୁ ଆରମ୍ଭ, ପ୍ରତିଦିନ ପାଇବେ ୨ ଜିବି ଡାଟା

ରିଲାଏନ୍ସ ଜିଓକୁ ସବୁଠାରୁ ଶସ୍ତା ପ୍ଲାନ ଦେଉଥିବା କମ୍ପାନୀ ବୋଲି କୁହାଯାଉଛି । କମ୍ପାନୀ ନିଜ ଗ୍ରାହକଙ୍କୁ ଭିନ୍ନ ଭିନ୍ନ ଟଙ୍କାର ଅନେକ ପ୍ଲାନ ଯୋଗାଉଛି । ଏମିତିରେ ଆଜି ଆମେ ଆପଣଙ୍କୁ ଜିଓର ୮୪ ଦିନ ବୈଧତା ଥିବା…

ସରକାରଙ୍କ ଏହି ସ୍କିମରେ ଝିଅକୁ ମିଳିବ ୧୫ ଲକ୍ଷ, ବିବାହ କିମ୍ବା ପାଠପଢ଼ାରେ କରିପାରିବେ ଖର୍ଚ୍ଚ

ଭୁବନେଶ୍ୱର: ଅନେକ ପିତାମାତା ନିଜ ଝିଅଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଥା’ନ୍ତି । ପାଠପଢ଼ାକୁ ନେଇ ହେଉ କିମ୍ବା ବିବାହକୁ ନେଇ ଅନେକ ସମୟରେ ପିତାମାତା ଚିନ୍ତିତ ରହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କେନ୍ଦ୍ର…

ଆଇସିସି ଟି-୨୦ ୱାର୍ଲ୍ଡ କପ୍ ଫାଇନାଲ: ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇସିସି ଟି-୨୦ ୱାର୍ଲ୍ଡ କପ୍ ର ଫାଇନାଲ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁବାଇରେ ଖେଳାଯାଉଛି । ତେବେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ସେପଟେ…

ବିବାହ ପାଇଁ ଏମିତି ପ୍ରପୋଜ କଲେ ରାଜକୁମାର, ଦେଖନ୍ତୁ ଭିଡିଓ…

ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି । ବିବାହ ସେରିମୋନିର ଫୋଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଉଭୟ ଚଣ୍ଡୀଗଡ଼ରେ ବିବାହ କରୁବାକୁ ଯାଉଛନ୍ତି । ତିନି…

ଡିସେମ୍ବର ୧ରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ୧ରୁ ୩୧ ଡିସେମ୍ବର ଯାଏଁ ଚାଲିବ ଶୀତକାଳୀନ ଅଧିବେଶନ । ଏଥର ଅଧିବେଶନରେ ୨୬ଟି କାର୍ୟ୍ୟଦିବସ ରହିଥିବାବେଳେ ରହିଛି ୫ଟି ଛୁଟି ଦିବସ…

ବିବାହ ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ଧରି ଦୁଷ୍କର୍ମ; ଗିରଫ ହେଲା ନାବାଳକ ଅଭିଯୁକ୍ତ

ମଧ୍ୟପ୍ରଦେଶ ରାୟସେନ ଜିଲ୍ଲାରେ ଜଣେ ନାବାଳିକା ଗର୍ଭବତୀ ହେବା ସହ ଏକ ଶିଶୁପୁତ୍ରକୁ ଜନ୍ମଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି ଗତ ଦୁଇ ବର୍ଷ ଧରି ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳକ ତାଙ୍କୁ…

ପୁରୀରେ ପଞ୍ଚୁକ ପାଇଁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପଞ୍ଚୁକରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ମରିଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା ସମ୍ପ୍ରସାରିତ । ଭକ୍ତଙ୍କ ସୁବିଧା ଦର୍ଶନ ପାଇଁ ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ ।…