Browsing Category
Breaking News
ମହାରାଷ୍ଟ୍ର କ୍ୟାବିନେଟ୍ ସଂପ୍ରସାରଣ: ଫଡନବିସଙ୍କୁ ମିଳିଲା ଗୃହ ଓ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ
ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ମହାରାଷ୍ଟ୍ରରେ ଗଠନ ହୋଇଛି ନୂଆ କ୍ୟାବିନେଟ୍ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଗୃହ, ଅର୍ଥ ଓ ଯୋଜନା, ଆଇନ ଓ ନ୍ୟାୟ, ଜଳ…
ଏମିତି ବି ଆସେ ମୃତ୍ୟୁ, ବିବାହ ସମାରୋହରେ ଯୋଗଦେବା ପାଇଁ ଯାଉଥିବାବେଳେ ଚାଲିଗଲା ପରିବାରର ଜୀବନ
ମୁମ୍ବାଇ: ମହାରାଷ୍ଟ୍ରର ଭିଣ୍ଡ ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଯେଉଁଠାରେ ଟ୍ରକ୍ ଏବଂ କାର୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି ମୃତକଙ୍କ ମଧ୍ୟରେ ଛୋଟ ପିଲା…
ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକ ପଢ଼ାଇବେ ସାହିତ୍ୟ, ଇତିହାସ ଓ ଭୂଗୋଳ ପାଠ: ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ DEOଙ୍କ ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନଶିକ୍ଷକଙ୍କ ବିନା ଅନୁମତିରେ ବିଦ୍ୟାଳୟ ପରିସରରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରବେଶ କରିପାରିବେ ନାହିଁ । ନିକଟରେ ରାଜ୍ୟର ଏକ ଜିଲ୍ଲାର ଶିକ୍ଷା ବିଭାଗ ପକ୍ଷରୁ ଏଭଳି ଏକ ଚିଠି…
ପ୍ରବଳ ବର୍ଷାରେ ବେହାଲ ହେଉଛି ସାରା ଓଡିଶା: ପୁଣିଥରେ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବଷ ଯୋଗୁଁ ସାରା ରାଜ୍ୟ ବେହାଲ ହୋଇପଡିଛି । ତୁହାକୁ ତୁହା ବର୍ଷା ସାଙ୍ଗକୁ ରାସ୍ତାରେ ପାଣି ଜମୁଥିବା ବେଳେ ଅନେକ ଲୋକଙ୍କ ଘରେ ପାଣି ମଧ୍ୟ ପଶିଗଲାଣି । ଏମିତିକି ପାଣିପାଗ ବିଭାଗ…
(Video) ବିଦେଶରେ ବି ପାଳନ ହେଉଛି ‘ହର ଘର ତିରଙ୍ଗା’, Flash Dance ରେ ଝୁମିଲେ ଦୁବାଇବାସୀ
ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନୂଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଭାରତରେ ‘ହର ଘର ତିରଙ୍ଗା’ ଅଭିଯାନର ଶୁଭାରମ୍ଭ କରାଯାଇଛି…
ହ୍ୟାରିପୋଟର ଲେଖିକାଙ୍କୁ ମିଳିଲା ହତ୍ୟାଧମକ: ଏବେ ତୁମ ପାଳି
ନୂଆଦିଲ୍ଲୀ :ପ୍ରସିଦ୍ଧ ଲେଖକ ସଲମାନ ରୁଶଦିଙ୍କୁ ପ୍ରାଣଘାତି ଆକ୍ରମଣ ପରେ ବର୍ତ୍ତମାନ ହ୍ୟାରିପୋଟର ଉପନ୍ୟାସର ଲେଖିକା ଜେ.କେ ରୋୱଲିଙ୍ଗଙ୍କୁ ମିଳିଛି ହତ୍ୟା ଧମକ । ସଲମାନ ରୁଶିଦଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା…
କିପରି ନିଜ ଛୁଆକୁ ବଂଚେଇବା ପାଇଁ ପାଣିକୁ ଓଲ୍ହେଇଲା ମାଆ ହାତୀ ,ଦେଖନ୍ତୁ ଏହି ଭାଇରଲ ଭିଡ଼ିଓ
ସିଓଲ: ପିଲାଟି ମଣିଷର ହେଉ କିମ୍ବା ପଶୁର , ସେମାନଙ୍କ ପିତାମାତାଙ୍କର ସବୁଠାରୁ ବଡ଼ ଧନ । ଯଦି ପିଲାଟି ବିପଦରେ ଥାଏ ତେବେ ସେମାନଙ୍କ ପିଲାମାନଙ୍କୁ ବଞ୍ଚାଇବା ପାଇଁ ପିତାମାତା ଯାହା ଆବଶ୍ୟକ ତାହା କରନ୍ତି ।…
ମହାନଦୀରେ ମଧ୍ୟମଧରଣ ବନ୍ୟା ଆଶଙ୍କା: ସୂଚନା ଦେଲେ ଏସଆରସି
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ରାଜ୍ୟରେ ବନ୍ୟା ଆଶଙ୍କା ମଧ୍ୟ ଦେଖାଦେଇଛି । ଏହାରି ମଧ୍ୟରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା…
ବାହାରିଲା ICG ରେ ନିଯୁକ୍ତି ସୁଯୋଗ ,ଖୁବ ଶୀଘ୍ର କରି ନିଅନ୍ତୁ ଆବେଦନ …
ନୂଆଦିଲ୍ଲୀ:ଭାରତୀୟ ତଟରକ୍ଷୀ ବାହିନୀରେ ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ବାସ୍ତବରେ ଇଣ୍ଡିଆନ୍ କୋଷ୍ଟଗାର୍ଡ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦ ପାଇଁ ବର୍ତ୍ତମାନ ନିଯୁକ୍ତି କରାଯିବ ।…
କୋର୍ଟରେ ଘଟିଲା ଅଘଟଣ:ପୁର୍ନମିଳନ ପାଲଟିଲା ଶେଷମିଳନ…
ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ ପାରିବାରିକ କୋର୍ଟରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ। ଛାଡପତ୍ର ପାଇଁ ଆବେଦନ କରିବା ପରେ କାଉନସେଲିଂ ଅଧିବେଶନରେ ଯୋଗ ଦେବାକୁ ଯାଇଥିଲେ ଉଭୟ ସ୍ୱାମୀ ସ୍ତ୍ରୀ । ଏହି ଆକ୍ରମଣ ପରେ…