CHARIDHAM
Browsing Category

Breaking News

ମୌସୁମୀ ବର୍ଷା ପୁର୍ବରୁ ସହରରେ କୁତ୍ରିମ ବନ୍ୟା ଚିନ୍ତା, ଆକ୍ସନ ପ୍ଲାନ ପ୍ରସ୍ତୁତି ନେଇ ମୁନିସିପାଲିଟି କମିଶନରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୌସୁମୀ ବର୍ଷା ପୁର୍ବରୁ ସହରରେ କୁତ୍ରିମ ବନ୍ୟା ଚିନ୍ତା । ଡ୍ରେନ୍ ମରାମତୀ ଓ ଜଳ ନିଷ୍କାସନ ପାଇଁ ଗୃହ ନଗର ଉନ୍ନୟନ ବିଭାଗର ନିଷ୍ପତି । ଆସନ୍ତା ବର୍ଷା ଋତୁରେ ସହରାଞ୍ଚଳରେ ଜଳନିଷ୍କାସନକୁ ନେଇ ଯେପରି…

ଖୁସି ଖବର: ରେଲ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୪% ବୃଦ୍ଧି

ନୂଆଦିଲ୍ଲୀ: ରେଳ ବିଭାଗ ନିଜ କର୍ମଚାରୀଙ୍କୁ ଦେଇଛି ଏକ ବଡ଼ ଉପହାର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବି ଡିଏରେ ବମ୍ପର ବୃଦ୍ଧି ସହ ୧୦ ମାସର ବକେୟା ଦେବାକୁ ନିଷ୍ପତ୍ତି ନେଇଛି ରେଲୱେ । ମନି କଣ୍ଟ୍ରୋଲ ଅନୁସାରେ,…

କଂଗ୍ରେସକୁ ଝଟକା: ବିଜେପିରେ ମିଶିଲେ ସୁନୀଲ ଜାଖର୍

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ଥିବା ସୁନିଲ ଜାଖର ଆଜି ବିଜେପିରେ ମିଶିଛନ୍ତି । ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମେତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ…

ରାଜଧାନୀର ଶିଳ୍ପାଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କରିବା ପାଇଁ ୧୭ ଦମକଳ ନିୟୋଜିତ

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ଚାଲିଛି । ମୁଣ୍ଡକା, ନେରଲା ଏବଂ ରୋହିଣୀ କୋର୍ଟ ପରେ ଏବେ ଦିଲ୍ଲୀର ବବାନା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏକ…

ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ କିଷାନର ୧୧ତମ କିସ୍ତି: କୃଷିମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୧ତମ କିସ୍ତି କୁ ଚାଷୀମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ପିଏମ କିଷାନ ଯୋଜନାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଚାଷୀଙ୍କ…

ଶେଷରେ ST କମିଶନରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ

କେନ୍ଦୁଝର(ଓଡ଼ିଶା ଭାସ୍କର): ଶେଷରେ ହାଜର ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । ଜାତୀୟ ଜନଜାତି କମିଶନଙ୍କ ପାଖରେ ହାଜର ହୋଇଛନ୍ତି ଜିଲ୍ଲାପାଳ । କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସରେ ସେ ହାଜର…

ବିଛିନ୍ନବାଦୀ ନେତା ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ : ସ୍ୱୀକାର କଲେ ସମସ୍ତ ଅପରାଧ

ଶ୍ରୀନଗର: କାଶ୍ମୀର ବିଛିନ୍ନତାବାଦ ନେତା ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୟାସିନ ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ପେଶାଲ ଏନଆଇଏ କୋର୍ଟ । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ସେ ଦୋଷୀ…

୨ ବର୍ଷ ପରେ ଫେରିବ ସେହି ଅପୂର୍ବ ତିଥି: ଭକ୍ତଙ୍କ ଭିଡ ଭିତରେ ହେବ ଭଗବାନଙ୍କ ସ୍ନାନଯାତ୍ରା

ପୁରୀ: ୨ ବର୍ଷର ଅପେକ୍ଷା ପରେ ଆଜି ପୂରଣ ହୋଇଛି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମଳନର ସ୍ୱପ୍ନ । ୨ ବର୍ଷ ହେଲା ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ । କିନ୍ତୁ ଚଳିତବର୍ଷ ଭକ୍ତଙ୍କ ଭିଡରେ…

‘ସ୍ୱପ୍ନର କାର୍’ରେ ତାଜ୍ ହୋଟେଲ ପହଞ୍ଚିଲେ ରତନ ଟାଟା: ଭିଡିଓ ଦେଖିଲେ ଆପଣ ବି…

ନୂଆଦିଲ୍ଲୀ: ଭାରତର ଜଣାଶୁଣା ଶିଳ୍ପପତି ବା ଟାଟା ଗ୍ରୁପର ଚେୟାରମ୍ୟାନ୍ ରତନ ଟାଟାଙ୍କ ଜୀବନଶୈଳୀର ଅନେକ କାହାଣୀ ରହିଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି…

ATMରୁ ଟଙ୍କା ଉଠାଣ ନିୟମ ବଦଳିଲା: ନଜାଣିଲେ ଅଟକିଯିବ ଆପଣଙ୍କ କ୍ୟାସ୍

ନୂଆଦିଲ୍ଲୀ: ATMରୁ ଟଙ୍କା ଉଠାଇବ ନିୟମ ବଦଳିଯାଇଛି । ATMରୁ ଟଙ୍କା କାରବାରକୁ ଅଧିକ ସୁରକ୍ଷିତ କରିବା ପାଇଁ ନିୟମ ପରିବର୍ତ୍ତନ କରିଛି SBI । ଆସନ୍ତୁ ଜାଣିବା କ’ଣ ରହିଛି ନିୟମ । ଏଣିକି ଏଟିଏମରୁ ଟଙ୍କା ଉଠାଇବା…