fbpx
Browsing Category

Breaking News

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର,୨୬।୧(ଓଡିଶା ଭାସ୍କର) : ସାରା ଦେଶ ଆଜି ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ। ଏହାରି ମଧ୍ୟରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ରାଜ୍ୟ…

ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ ।୧: ଆଜି ଦେଶ ପାଳୁଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀ ରାଜପଥରେ ବାହାରିବ ଐତିହାସିକ ପରେଡ । ରାଜପଥରେ ନିଜର ଦମ୍ ଦେଖାଇବ ରାଫେଲ । କୋଭିଡକୁ ଦୃଷ୍ଟିରେ ରଖି ଦିଲ୍ଲୀ ସମେତ ସାରା ଦେଶରେ କଡ଼ା…

ସାଧାରଣତନ୍ତ୍ର ଦିବସ କଟକଣା: ବନ୍ଦ ରହିବ ଗାନ୍ଧିମାର୍ଗ

ଭୁବନେଶ୍ୱର, ୨୬ା୧ (ଓଡିଶା ଭାସ୍କର): ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଆଜି ରାଜଧାନୀ ଭୁବନେଶ୍ୱରର ଗାନ୍ଧିମାର୍ଗ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଉକ୍ତ ରାସ୍ତା ଦେଇ ଯିବାକୁ ଥିବା ସମସ୍ତ ଗାଡ଼ି ଅନ୍ୟ…

ସାରା ଦେଶ ପାଳୁଛି ୭୨ ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ,୨୬ ।୧: ଆଜି ଦେଶ ପାଳୁଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀ ରାଜପଥରେ ବାହାରିବ ଐତିହାସିକ ପରେଡ । ରାଜପଥରେ ନିଜର ଦମ୍ ଦେଖାଇବ ରାଫେଲ । କୋଭିଡକୁ ଦୃଷ୍ଟିରେ ରଖି ଦିଲ୍ଲୀ ସମେତ ସାରା ଦେଶରେ କଡ଼ା…

ଘୋଷଣା ହେଲା ପଦ୍ମ ପୁରସ୍କାର, ଜାଣନ୍ତୁ ଓଡ଼ିଶାରେ କାହାକୁ ମିଳିଲା କେଉଁ ପୁରସ୍କାର?

ଭୁବନେଶ୍ୱର,୨୫।୧(ଓଡିଶା ଭାସ୍କର) : ୨୦୨୧ ପାଇଁ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ଏଥର ୧୧୯ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର । ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମ ଭୂଷଣ, ୧୦୨ ଜଣଙ୍କୁ…

ବିଜେଡି ସଂସଦୀୟ ଦଳ ବୈଠକ ଶେଷ, ଜାଣନ୍ତୁ କ’ଣ କହିଲେ ସସ୍ମିତ ପାତ୍ର?

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକ ଶେଷ ହୋଇଛି । ବୈଠକ ପରେ ବିଜେଡି ସଂସଦୀୟ ଦଳ ନିଷ୍ପତ୍ତି ନେଇଛି ଯେ, ସଂସଦରେ ଏମଏସପି, ସ୍ୱତନ୍ତ୍ର…

ଅନୁଭବ-ବର୍ଷାଙ୍କର ତୁଟୁନି ବିବାଦ: ୨୮ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପିୟଦର୍ଶିନୀଙ୍କ ଘରୋଇ ହିଂସା ଦିନକୁ ଦିନ ବଢୁଛି, ବରଂ କମିବାର ନାଁ ନେଉନି । ଏହାରି ମଧ୍ୟରେ କଟକ…

ଦେବରାଜ ହତ୍ୟା ଘଟଣାରେ ୫ ଗିରଫ

ବ୍ରହ୍ମପୁର,୨୫ ।୧(ଓଡିଶା ଭାସ୍କର): ବେଗୁନିଆପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ହତ୍ୟା ଘଟଣାରେ ସଂପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଧରିଛି ପୋଲିସ । ଏନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଗଞ୍ଜାମ…

ଏଣିକି ଘରେ ବସି କରିପାରିବେ ଭୋଟର ପରିଚୟ ପତ୍ର ଡାଉନଲୋଡ୍, ଜାଣନ୍ତୁ କଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ, ୨୫ା୧: ଏଣିକି ଘରେ ବସି ପାଇପାରିବେ ଭୋଟର ପରିଚୟ ପତ୍ର । ବାରମ୍ବାର ଅଫିସକୁ ଦୌଡ଼ିବାକୁ ଆଉ ପଡ଼ିବ ନାହିଁ । ଆଧାର କାର୍ଡ ପରି ଭୋଟର କାର୍ଡ ଅନଲାଇନରେ ଡାଉନଲୋଡ୍ କରିହେବ । ଏଥିପାଇଁ କେନ୍ଦ୍ର ସରକାରଙ୍କ…

ପୁରୁଣା ୧୦୦ ଟଙ୍କିଆ ଅଚଳ ଖବର ମିଛ ନା ସତ? ଜାଣନ୍ତୁ କ’ଣ କହିଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୨୫ ।୧: ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ଅଚଳ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ମାମଲାରେ ସ୍ପଷ୍ଟୀକରଣ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ପୁରୁଣା ୧୦୦. ୧୦, ୫ ଟଙ୍କିଆ ଅଚଳକୁ ନେଇ ହେଉଥିବା…