Browsing Category

Breaking News

Aadhaar କାର୍ଡ ଅପଡେଟ୍ କରିବା ପାଇଁ ଏହି ଡକ୍ୟୁମେଣ୍ଟ ଆବଶ୍ୟକ, UIDAI ଜାରି କଲା ଲିଷ୍ଟ୍

ନୂଆଦିଲ୍ଲୀ : ଆଧାର କାର୍ଡଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି UIDAI । ଯଦି ଆପଣ ଆଧାର କାର୍ଡରେ କିଛି ଅପଡେଟ୍ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ ଆକାଉଣ୍ଟଠୁ…

ସତର୍କ କରାଇଲେ ବିଶେଷଜ୍ଞ: ‘ତୃତୀୟ ଲହରରେ ବାପା-ମା’ଙ୍କ ମାଧ୍ୟମରେ ସଂକ୍ରମିତ ହେବେ ପିଲା’

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ତୃତୀୟ ଲହରରେ ସଂକ୍ରମଣ ବାପା ମାଆଙ୍କ ମାଧ୍ୟମରେ ପିଲାମାନଙ୍କ ପାଖକୁ ଆସିବ । ତେଣୁ ବାପା-ମାଆ ସଚେତନ ନହେଲେ ପିଲାମାନଙ୍କୁ ଏହା ସଂକ୍ରମିତ କରିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

ଇ-ଭେଇକିଲ ନୀତି ୨୦୨୧କୁ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଇ-ଭେଇକିଲ ନୀତି ୨୦୨୧କୁ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ରାଜ୍ୟ ପରିବହନ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ସପ୍ତାହରେ ଇ-ଭେଇକିଲ ନୀତିକୁ…

ବହୁରୂପୀ କରୋନାର ନୂଆ ଭାରିଏଣ୍ଟ ‘ମୁ’ ; ରହିଛି ଟିକାକୁ ମାତ୍‌ ଦେବାର କ୍ଷମତା

ଜେନେଭା : ବହୁରୂପୀ ମହାମାରୀ କରୋନା ପୁଣିଥରେ ରୂପ ବଦଳାଇଛି । ଏବେ କରୋନାର ନୂଆ ଭାରିଏଣ୍ଟ ‘ମୁ’ ସାମ୍ନାକୁ ଆସିଛି । ଏହାର ବିଜ୍ଞାନ ଭିତ୍ତିକ ନାମ ହେଉଛି ଈ.୧.୬୨୧ । ଏହି ନୂଆ ଭାରିଏଣ୍ଟ ‘ମୁ’କୁ ନେଇ ବିଶ୍ୱ…

ACF ସୌମ୍ୟ ମୃତ୍ୟୁ ମାମଲା: ଆଜି ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ମହାପାତ୍ର ମୃତ୍ୟୁ ମାମଲାକୁ ଦେଢ଼ ମାସ ବିତି ଯାଇଥିଲେ ମଧ୍ୟ  ମୃତ୍ୟୁ କରାଣ ଜଣାପଡିନାହିଁ। ଗଜପତି ପୋଲିସକୁ କୌଣସି ନିଷ୍କର୍ସ ମିଳିନଥିବା ବେଳେ ଦୀର୍ଘ ୧୫…

ମହାପ୍ରଭୁଙ୍କ ଦର୍ଶନରୁ ପୁଣି ବଞ୍ଚିତ ହେବେ ଶ୍ରଦ୍ଧାଳୁ: ପ୍ରତି ଶନି-ରବି ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ, (ଭାସ୍କର ନ୍ୟୁଜ୍‌): ପୁଣି ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନରୁ ହେବେ ବଞ୍ଚିତ । ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଉଠାଇ ଦିଆଯାଇଥିବା ବେଳେ ପୁରୀସ୍ଥିତ ଶ୍ରୀମନ୍ଦିର ପୂର୍ବ ଭଳି ଶନିବାର ଓ ରବିବାର ବନ୍ଦ…

ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ସିରିଜ ବିଜୟ ଲକ୍ଷ୍ୟରେ ଉଭୟ ଦଳ, ଟିମ୍ ଇଣ୍ଡିଆର ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ଉପରେ ନଜର

ଲଣ୍ଡନ: ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ କ୍ରିକେଟ ମ୍ୟାଚ ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଅନୁଷ୍ଠିତ ହେବାକୁ ଯାଉଛି । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇ ଥିବାରୁ ସିରିଜ ବିଜୟ ପାଇଁ ଚତୁର୍ଥ ଟେଷ୍ଟ…

ଆଇସିୟୁରେ ଭର୍ତ୍ତି ହେଲେ ସାଏରା ବାନୋ, ଚାଲିଛି ଚିକିତ୍ସା

ମୁମ୍ବାଇ( ଭାସ୍କର ନ୍ୟୁଜ୍): ବଲିଉଡ ଭେଟେରାନ ଅଭିନେତ୍ରୀ ସାଏରା ବାନୋ ଖରାପ ହେଲା ସ୍ୱାସ୍ଥ୍ୟାବସ୍ଥା । ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାଏରା ବାନୋଙ୍କ ସୁଗାରା…

ଲାଲବାହିନୀର ବର୍ବର କାଣ୍ଡ: ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ଡାକି ନେଇ ଗୁଳି କରି ହତ୍ୟା କଲେ ମାଓବାଦୀ

ରାୟଗଡ଼ା, (ଭାସ୍କର ନ୍ୟୁଜ୍‌): ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡ଼ା ଗ୍ରାମରେ ମାଓବାଦୀମାନେ ଘଟାଇଛନ୍ତି ବର୍ବର କାଣ୍ଡ । ପୋଲିସକୁ ସୂଚନା ଦେଉଥିବା ଅଭିଯୋଗ ଆଣି ଟିକରପଡ଼ାର ଗ୍ରାମରକ୍ଷୀ ସନ୍ତୋଷ…

ରାଶିଫଳ(ଗୁରୁବାର,୦୨ ସେପ୍ଟେମ୍ବର,୨୦୨୧)

ମେଷ - ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ, ପରିବାରରେ ଦାୟିତ୍ବ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ…