Browsing Category

Breaking News

ପଞ୍ଜାବ କଂଗ୍ରେସ କଳହରେ ପଡିବ ଯବନିକା: ଆଜି କାର୍ଯ୍ୟଭାର ଗ୍ରହଣ କରିବେ ନବଜୋତ୍ ସିଂ ସିଦ୍ଧୁ, ସମାରୋହକୁ ଯୋଗ ଦେବେ ଅମରିନ୍ଦର ସିଂ

ଚଣ୍ଡୀଗଡ଼ : ଦୀର୍ଘ ଦିନ ଧରି ପଞ୍ଜାବ କଂଗ୍ରେସ୍‌ରେ ସୃଷ୍ଟି ହୋଇଥିବା ଝଡ ଥମିବ ବୋଲି ଚର୍ଚ୍ଚା ହେଉଛି । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ନବଜୋତ ସିଂହ ସିଦ୍ଧୁ ଏବଂ ୪ଜଣ କାର୍ଯ୍ୟକାରୀ ସଭାପତି…

୨୬ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ୟେଦୁରପ୍ପା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଜେପିର ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା ପଦରୁ ଇସ୍ତଫା ଦେବା ନେଇ ସଂକେତ ଦେଇଛନ୍ତି । ସେ କହିଛନ୍ତି କି…

ଆଜିଠୁ ଟୋକିଓ ଅଲିମ୍ପିକ୍ସ: ବିଶ୍ବ କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହରେ ଯୋଗ ଦେବେ ୨୬ ଭାରତୀୟ

ଟୋକିଓ,(ଭାସ୍କର ନ୍ୟୁଜ୍): ଆଜିଠୁ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ । ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହ ଅଲିମ୍ପିକ୍ସ ଷ୍ଟାଡ଼ିୟମ୍‌ରେ ହେବ ଏବଂ ଏହି ଉଦ୍‌ଘାଟନୀ ସମାରୋହରେ ଭାରତର ୨୬ ଜଣ ସଦସ୍ୟ ଭାଗ ନେବେ ।…

ଦୁଇ ସନ୍ତାନର ମା’ଙ୍କୁ ଧରି ଚମ୍ପଟ୍ ମାରୁଥିଲେ ଯୁବକ, ପହଞ୍ଚିଗଲା ପୋଲିସ; ଆଉ ତା’ ପରେ…

ନିମାପଡା (ଭାସ୍କର ନ୍ୟୁଜ୍‌): ଯୁବକଙ୍କ ପ୍ରେମରେ ପଡି ଧରାପଡିଲେ ୨ଟି ସନ୍ତାନ ଜନନୀ। ପ୍ରେମିକ ଜିଦ୍ ଧରିବାରୁ ଘରେ ଛୁଆଁକୁ ଛାଡ଼ି ଚମ୍ପଟ୍ ମାରିବାକୁ ଯୋଜନା କରିଥିଲେ ମହିଳା। କିନ୍ତୁ ଫେରାର ହେବା ଘଟଣା ଜଣାପଡ଼ି…

ପାଇଖାନାର ସେଣ୍ଟ୍ରିଂ ଖୋଲିବା ଯିବା ହେଲା କାଳ, ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ପ୍ରାଣହରାଇଲେ ୩ ଜଣ

ବ୍ରହ୍ମପୁର (ଭାସ୍କର ନ୍ୟୁଜ୍‌): ବ୍ରହ୍ମପୁର ସ୍ଥିତ ବିକ୍ରମପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ପାଇଖାନାର ସେଣ୍ଟ୍ରିଂ ଖୋଲିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବିକ୍ରମପୁର ଗାଁର…

ଆଜି ନୀଳାଦ୍ରି ବିଜେ : ରତ୍ନସିଂହାସନକୁ ଫେରିବେ ନୀଳାଦ୍ରିନାଥ, ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ

ପୁରୀ (ଭାସ୍କର ନ୍ୟୁଜ୍): ଆଜି ନୀଳକନ୍ଦରକୁ ଫେରିବେ ନୀଳାଦ୍ରିନାଥ।  ସରିଲା ମହାପ୍ରଭୁଙ୍କ ଜନ୍ମବେଦି ଲୀଳା । ଏବେ ରତ୍ନ ସିଂହାସନକୁ ଫେରିବେ ମହାପ୍ରଭୁ । ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ ହେବେ ଦାରୁଦିଁଅ ।…

ବଙ୍ଗୋପସାଗରରେ ଲଘୁଚାପ, ବଡ ଧରଣର ବର୍ଷା ସମ୍ଭାବନା, ୨୦ ଜିଲ୍ଳାରେ ପ୍ରବଳ ଛେଚିବ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଓଡ଼ିଶା ଉପକୂଳରେ ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ବଡ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)…

ବି. ଟେକ୍ ପ।ଇଁ ସ୍ପେଶାଲ ଓଜେଇଇ; ଜାଣନ୍ତୁ ଫି ଦାଖଲର ଶେଷ ତାରିଖ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବି ଟେକ୍ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରକାଶ ପାଇଛି ଓଜେଇଇର ସ୍ୱତନ୍ତ୍ର ବିଜ୍ଞପ୍ତି । ବି ଟେକ୍ ଆଡମିଶନ ପାଇଁ ଗୁରୁବାର ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ଓଜେଇଇ…

୫ ପଇସାରେ ମିଳିବ ଅନଲିମିଟେଡ୍ ବିରିୟାନୀ, ମାଲିକଙ୍କୁ ଭାରୀ ପଡ଼ିଲା ନିଜ ଅଫର୍

ନୂଆଦିଲ୍ଲୀ: ନିଜର ବ୍ୟବସାୟର ପ୍ରୋମୋଶନ୍ ପାଇଁ ଅନେକ ଥର ଲୋକମାନେ ଅଜବ ଗଜବ ଅଫର୍ ରଖନ୍ତି । ଆଉ କିଛି ଲୋକ ତ ବ୍ୟବସାୟ ବଢ଼ାଇବାକୁ ଯାଇ ପ୍ରତିଯୋଗିତା ମଧ୍ୟ ଆୟୋଜନ କରୁଛନ୍ତି । ଯଦ୍ୱାରା ତାଙ୍କ ଦୋକାନର ଲୋକପ୍ରିୟତା…

ପତ୍ନୀ ନାଁରେ ନେଲେ ଟିକେଟ୍, ବୁର୍ଖା ପିନ୍ଧି ସଂକ୍ରମିତ ସ୍ୱାମୀ କଲେ ବିମାନ ଯାତ୍ରା; ଏହି ଭୁଲ୍ ପାଇଁ ଧରାପଡ଼ିଲେ

ନୂଆଦିଲ୍ଲୀ: ଜଣେ କରୋନା ଭାଇରସ୍ ସଂକ୍ରମିତ ବୁର୍ଖା ପିନ୍ଧି ନିଜ ପତ୍ନୀଙ୍କ ନାମ ନେଇ ବିମାନରେ ଚଢ଼ିଗଲା । ବିମାନ ଅଧିକାରୀ ମାନଙ୍କୁ ଚକମା ଦେବାକୁ ଯାଇ ନିଜର ମୁହଁ ଘୋଡ଼ାଇ ଦେଇଥିଲା । ଏହା ସହିତ ନକଲି ଆରଟିପିସିଆର୍…