Browsing Category

Breaking News

ରାଜଧାନୀର ଏକ ଆପାର୍ଟମେଣ୍ଟ କଣ୍ଟେନମେଣ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଇଆରସି ଭିଲେଜର ନୀଳାଦ୍ରି ନିଳୟ ଆପାର୍ଟମେଣ୍ଟ କଣ୍ଟେନମେଣ୍ଟ ଘୋଷଣା । ଏକାଧିକ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି । କଣ୍ଟେନମେଣ୍ଟ ଅଞ୍ଚଳରେ କୌଣସି ପ୍ରକାର…

ରାସ୍ତାକଡ଼ ଗଛରେ ପିଟିହେଲା କାର୍, ୨ ଜଣଙ୍କ ଜୀବନ ଚାଲିଗଲା

କଟକ(ଓଡ଼ିଶା ଭାସ୍କର): କଟକ-ପାରାଦୀପ ରାସ୍ତାର ତାଳଦଣ୍ଡା ନିକଟ ଚୌଧୁରୀଗଡ଼ା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ ଗଛରେ ପିଟି ହେଲା କାର୍ । ଫଳରେ ଘଟଣାସ୍ଥଳରେ କାର୍ ଡ୍ରାଇଭର ସହ ଦୁଇ ଜଣଙ୍କ ଶୋଚନୀୟ…

ରାଜ୍ୟ କ୍ୟାବିନେଟର ୧୫ ପ୍ରସ୍ତାବକୁ ଅନୁମତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । କ୍ୟାବିନେଟ୍ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ।  ଓଡ଼ିଶା ଷ୍ଟେଟ ୱାଇଡ୍ ଏରିଆ…

ଆଫଗାନିସ୍ତାନର ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଅପହରଣ ପରେ ନିର୍ଯାତନା, ମୁକ୍ତ କରିବା ପରେ ହସ୍ପିଟାଲରେ ଭର୍ତ୍ତି

ଇସଲାମାବାଦ: ଆଫଗାନିସ୍ତାନର ରାଷ୍ଟ୍ରଦୂତଙ୍କ ଝିଅଙ୍କୁ କରାଯାଇଛି ଅପହରଣ । କିନ୍ତୁ ଅପହରଣକାରୀ ମାନେ ଅପହରଣର କିଛି ସମୟ ପରେ ମୁକ୍ତ କରିଦେଇଛନ୍ତି ସତ କିନ୍ତୁ ତାଙ୍କୁ ଅନେକ ନିର୍ଯାତନା ଦିଆଯାଇଛି । ସୂଚନା ଅନୁସାରେ,…

ବୟସ ୧୦୦ ବର୍ଷ, କିନ୍ତୁ ପିଲାଙ୍କୁ ପଢ଼ାଇବା ପାଇଁ ଟାଣ ଖରାରେ ଟ୍ରଲିରେ ବିକ୍ରି କରୁଛନ୍ତି ପରିବା

ନୂଆଦିଲ୍ଲୀ: ପଞ୍ଜାବର ଜଣେ ବୃଦ୍ଧ ପ୍ରମାଣ କରିଦେଖାଇଛନ୍ତି ଯେ, ବୟସ କେବଳ ଏକ ସଂଖ୍ୟା ମାତ୍ର । କାରଣ ଏହି ବୃଦ୍ଧ ଜଣକ ୧୦୦ ବର୍ଷ ବୟସରେ ନିଜ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାସ୍ତାଘାଟରେ ପରିବା ବିକ୍ରି କରୁଛନ୍ତି…

କଣ ଏହି ୨୦-୨୦-୨୦ ନିୟମ, ଯାହା ମୋବାଇଲ୍ ଓ ଲାପଟପ୍ ବ୍ୟବହାରକାରୀଙ୍କ ଆଖିରେ ଦେଖାଦେଉଥିବା ସମସ୍ୟାରୁ ବଞ୍ଚାଇବ?

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା ମହାମାରୀ କାଳରେ ମୋବାଇଲ୍ ଏବଂ ଲାପଟପ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିଯାଇଛି । ଏହି ସମୟରେ କିଏ ଘରେ ରହି କାମ କରୁଛନ୍ତି ତ ପିଲା ମାନେ ସେମାନଙ୍କର ଘରେ ବସି ଅନଲାଇନ୍ କ୍ଲାସ୍…

ସ୍କୁଲ ଆସିବେ ଦଶମ ଓ ଦ୍ୱାଦଶ ଛାତ୍ର; ଜାଣନ୍ତୁ କେବେଠୁ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ଦେଢ ବର୍ଷ କାଳ ବନ୍ଦ ଗରହିବା ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ପାଠପଢା । ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢା ଏଣିକି ସ୍କୁଲରେ କରାଯିବ । ଆସନ୍ତା ଜୁଲାଇ ୨୬ ତାରିଖରୁ ସ୍କୁଲ ଖୋଲିବ…

ମାଟ୍ରିକ୍ ଅଫଲାଇନ ପରୀକ୍ଷା ଦେବେ ୨୨୪୪ ଛାତ୍ରଛାତ୍ରୀ,ଜାଣନ୍ତୁ ଆଉ କଣ କହିଲେ ଗଣଶିକ୍ଷା ସଚିବ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ୨୬ ତାରିଖରୁ ସ୍କୁଲ ଖୋଲିବ ବୋଲି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଶନିବାର ଘୋଷଣା କରିଛନ୍ତି । ସମସ୍ତ କରୋନା କଟକଣା ମାଧ୍ୟମରେ ଆରମ୍ଭ କରାଯିବ । ପ୍ରାରମ୍ଭିକ…

‘ଦାନିଶଙ୍କ ମୃତ୍ୟୁ କିପରି ହେଲା ଆମେ ଜାଣିନାହୁଁ’- ସାମ୍ବାଦିକଙ୍କ ହତ୍ୟା ପଛରେ ହାତଥିବା କଥାକୁ ଖଣ୍ଡନ କଲା ତାଲିବାନ୍

ନୂଆଦିଲ୍ଲୀ: ଆଫଗାନିସ୍ତାନର କନ୍ଧାରରେ ତାଲିବାନ ଏବଂ ଅଫଗାନ୍ ସୈନ୍ୟଙ୍କ ମଧ୍ୟରେ ଚାଲିଥିବା ରକ୍ତ ସଂଘର୍ଷକୁ କଭରେଜ୍ କରୁଥିବା ସମୟରେ ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କ ହତ୍ୟା କରାଯାଇଛି । ଏହି…

ଜଳାର୍ଣ୍ଣବ ୟୁରୋପ: ଭୟଙ୍କର ବନ୍ୟା ନେଲାଣି ୧୫୦ରୁ ଅଧିକ ଜୀବନ

ବର୍ଲିନ: ୟୁରୋପରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି । ପଶ୍ଚିମ ଜର୍ମାନୀ ଓ ବେଲଜିୟମର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ତଳିଆ ଅଂଚଳ ଜଳମଗ୍ନ ହୋଇଯାଇଛି । ବନ୍ୟାରେ ୧୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହିତ ଶହ…