CHARIDHAM
Browsing Category

Breaking News

କୋଟିଆ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ଶୁଣାଣି ଆଜି

ଭୁବନେଶ୍ୱର, ୧୯ା୨ (ଓଡିଶା ଭାସ୍କର): କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ବିଚାରପତି ଏଏସ୍ ଖାନୱିଲକର ଓ ଦୀନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠରେ ଏହି ଶୁଣାଣି କରାଯିବ । ଗତକାଲି…

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ କଙ୍ଗନା

ପୁରୀ, ୧୯ା୨ (ଓଡିଶା ଭାସ୍କର): ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ପ୍ରଶାସନିକ ଅଧିକାରୀ ଓ ସେବାୟତ କଙ୍ଗନାଙ୍କୁ ଶ୍ରୀମନ୍ଦିର ସମ୍ମୁଖରେ ସ୍ୱାଗତ…

ସଫଳ ହେଲା ‘ନାସା’ର ମଙ୍ଗଳ ମିଶନ୍

ନୂଆଦିଲ୍ଲୀ, ୧୯ା୨: ‘ନାସା’ର ମଙ୍ଗଳ ମିଶନ୍ ସଫଳ ହୋଇଛି । ଅନ୍ତରୀକ୍ଷରେ ‘ନାସା’କୁ ଐତିହାସିକ ସଫଳତା ମିଳିଛି । ଦୀର୍ଘ ୭ ମାସର ଯାତ୍ରା କରିବା ପରେ ଗତକାଲି ୨ଟା ୨୫ ମିନିଟରେ ମଙ୍ଗଳ ପୃଷ୍ଠରେ ‘ନାସା’ର ମାର୍ସ…

ପାକିସ୍ତାନରେ ଇଣ୍ଟରନେଟ୍ ସେବା ଠପ୍

ଇସ୍ଲାମାବାଦ୍, ୧୮ । ୨: ପଡୋଶୀ ଦେଶ ପାକିସ୍ତାନରେ ଇଣ୍ଟରନେଟ ସେବା ବନ୍ଦ ହୋଇଯାଇଛି । ଏହି କାରଣରୁ ଲୋକମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଛି । ସମୁଦ୍ର ମଧ୍ୟରେ ବିଛା ଯାଇଥିବା ୬ଟି ଅନ୍ତରାଷ୍ଟ୍ରୀୟ…

ପୁଣି ଏହି ୩ ସହରରେ ଲାଗିବ ଲକ୍-ଡାଉନ୍ !

ମୁମ୍ବାଇ ୧୮ । ୨: ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ କେତେକ ରାଜ୍ୟରେ ପୁଣିଥରେ ପଜିଟିଭ୍ ସଂଖ୍ୟା ବଢିବାରେ ଲାଗିଛି । ଶୁଣିବାକୁ ମିଳିଛି କି, ମହାରାଷ୍ଟ୍ରରେ ପୁଣି ଥରେ ଲକଡାଉନ ଲଗାଇବାକୁ ସରକାର ପ୍ରସ୍ତୁତି…

IPL ନିଲାମ: ଦାମୀ ଖେଳାଳି ଭାବେ ଯୁବରାଜଙ୍କ ରେକର୍ଡ ଭାଙ୍ଗିଲେ କ୍ରିସ୍ ମୋରିସ୍

ନୂଆଦିଲ୍ଲୀ,୧୮ ।୨: ଚେନ୍ନାଇରେ ୨୦୨୧ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା IPL ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଲାମ ପ୍ରକ୍ରିୟାରେ ୮ଟି ଫ୍ରାଞ୍ଚାଇଜ୍ ଓ ୨୯୨ ଖେଳାଳି ସାମିଲ ହୋଇଛନ୍ତି । ଭାରତର ୧୬୪ ଜଣ…

IPL ପାଇଁ ନିଲାମି ଜାରି

ନୂଆଦିଲ୍ଲୀ,୧୮ ।୨: ଚେନ୍ନାଇରେ ୨୦୨୧ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୪.୨୫ କୋଟି ଟଙ୍କାରେ ମ୍ୟାକ୍ସୱେଲଙ୍କୁ କିଣିଛି ଆରସିବି । ଷ୍ଟିଭ ସ୍ମିଥଙ୍କୁ ୨.୨୦…

ରାଜ୍ୟରେ ଆଜି ପୁଣି ୬୩ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର, ୧୮ା୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୬୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୯ ଓ ସ୍ଥାନୀୟ ଅଞ୍ଚଳରୁ…

କାଲିଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ବିଧାନସଭାରେ ପୁଣି ହଟ୍ଟଗୋଳ କରିଛନ୍ତି ବିଜେପି ସଦସ୍ୟ । ଧାନ ମଣ୍ଡି ଅବ୍ୟବସ୍ଥା ନେଇ ଗୃହ ମଧ୍ୟ ଭାଗରେ ପ୍ରତିବାଦ ହୋଇଛି । ରାଜ୍ୟପାଳ ଗଣେଶୀ ଲାଲଙ୍କ ଧନ୍ୟବାଦ ଅଭିଭାଷଣ ଉପରେ…

ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ଆଜିଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପୁଣି ବିଧାନସଭା ନିକଟରେ ଜଣେ ମହିଳା ଆତ୍ମାହୁତିର ଉଦ୍ୟମ କରିଛନ୍ତି । ବିଧାନସଭା ନିକଟ ଜୟଦେବ ଭବନ ସାମ୍ନାରେ ମହିଳା ଜଣକ…