Browsing Category

ବାଣିଜ୍ୟ

୧୦୦ ଟପିଲା ପେଟ୍ରୋଲ: ମହାରାଷ୍ଟ୍ରରେ ରେକର୍ଡ ବୃଦ୍ଧି

ମୁମ୍ବାଇ, ୧୦ା୫: ପୁଣି ତୈଳ ଦର ବୃଦ୍ଧି ହେବା ଜନସାଧାରଣଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଗୋଟିଏ ପଟେ କରୋନା ଦାଉ ସାଧୁଥିବା ବେଳେ ଅନ୍ୟପଟେ ମହଙ୍ଗା ଦାଉ ସାଧୁଛି । ମହାରାଷ୍ଟ୍ରରେ ଆଜି ପେଟ୍ରୋଲ ଲିଟର…

ସରକାରୀ ଚାକିରିଆଙ୍କ ପାଇଁ ବଡ ଖବର

ନୂଆଦିଲ୍ଲୀ, ୯/୫: ମାର୍ଚ୍ଚ ୨୦୨୧ ରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ଏବଂ ପେନ୍‌ସନ୍‌ଭୋଗୀଙ୍କ ପାଇଁ ମହଙ୍ଗା ରିଲିଫ୍ (DR) ଜୁଲାଇ ୧, ୨୦୨୧ ରୁ ପୁନଃ ଆରମ୍ଭ ହେବ।…

ଏହି ମହିଳାମାନଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ପଠାଉଛନ୍ତି ମୋଦୀ ସରକାର: ଜାଣନ୍ତୁ କିପରି କରିବେ ଆବେଦନ ଓ କେବେ ମିଳିବ ଟଙ୍କା?

ନୂଆଦିଲ୍ଲୀ,୯ ।୫: କରୋନାର ଏହି ସଙ୍କଟ କାଳରେ ସାଧାରଣ ଲୋକଙ୍କ ଆର୍ଥିକ ଅବସ୍ଥା ବେଶ୍ ପ୍ରଭାବିତ ହୋଇଛି । ଏଭଳି ପରିସ୍ଥିତିରେ ପ୍ରଥମ ଥର ପାଇଁ ଗର୍ଭବତୀ ମହିଳାଙ୍କ କଲ୍ୟାଣ ପାଇଁ ଜାନୁଆରୀ ୨୦୧୭ ରେ ଆରମ୍ଭ ହୋଇଥିବା…

ବ୍ୟାଙ୍କ ଭଳି ଗାଡ଼ି ପାଇଁ ନୋମିନି ବ୍ୟବସ୍ଥା

ନୂଆଦିଲ୍ଲୀ, ୦୯/୦୫: କେନ୍ଦ୍ରୀୟ ମୋଟର ଯାନ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି, ଯାହାର ସିଧାସଳଖ ଲାଭ ଗାଡ଼ି ମାଲିକମାନଙ୍କୁ ମିଳିବ । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ କେନ୍ଦ୍ରୀୟ ମୋଟର ଯାନ ନିୟମ୧୯୮୯ରେ…

ଅନଲାଇନ ସପିଂ କରୁଥିବା ଲୋକଙ୍କ ପାଇଁ ବଡ ଖବର: ସ୍ଥଗିତ ହେଲା ଆମାଜନର ପ୍ରାଇମ୍ ଡେ ସେଲ୍‌

ନୂଆଦିଲ୍ଲୀ,୮ ।୪: କରୋନା ମହାମାରୀ ଯୋଗୁଁ ସବୁଆଡେ ହାହାକାର ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଅନଲେଇନ୍ ସପିଂ କରୁଥିବା ଗ୍ରାହକମାନଙ୍କୁ ଝଟକା ଲାଗିଛି । କାରଣ ସବୁଠାରୁ ବଡ ଅନଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ୍ ନିଜର…

ଆଇଡିବିଆଇ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର କରିବ ଏଲଆଇସି

ନୂଆ ଦିଲ୍ଲୀ, ୦୫/୦୫: କରୋନାର ପ୍ରଭାବ ଦେଶର ଅର୍ଥବ୍ୟବସ୍ଥା ସହ ସରକାରଙ୍କ ରାଜକୋଷ ଉପରେ ମଧ୍ୟ ପଡିଛି । ଏଭଳି ସ୍ଥିତିରେ ସରକାର ନିଜର ବିନିବେଶ ଜାରି ରଖିଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୁଧବାର ଆଇଡିବିଆଇ…

କର୍ମଚାରୀଙ୍କ ପାଇଁ ଖୁସି ଖବର ! ଦୁଇଗୁଣ ହୋଇପାରେ ଦରମା, ଜାଣନ୍ତୁ କେଉଁଠି ଓ କେତେ ?

ନୂଆଦିଲ୍ଲୀ,୫ ।୫: କରୋନା ସଙ୍କଟ ମଧ୍ୟରେ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ପଞ୍ଜାବ ସରକାର । ରାଜ୍ୟ ସରକାରଙ୍କ ଷଷ୍ଠ ବେତନ ଆୟୋଗ କର୍ମଚାରୀଙ୍କ ଦରମା ଦୁଇଗୁଣ କରିବାକୁ ସୁପାରିଶ କରିଛନ୍ତି । ଖୁବଶୀଘ୍ର ସମସ୍ତ…

ସେୟାର ମାର୍କେଟ: ୪୨୪ ପଏଣ୍ଟ ବୃଦ୍ଧି ସହ ବନ୍ଦ ହେଲା ସେନସେକ୍ସ

ନୂଆ ଦିଲ୍ଳୀ,୦୫/୦୫: ବୁଧବାର ସକାଳେ ଆରବିଆଇ ଗଭର୍ଣ୍ଣରଙ୍କ ସାମ୍ବାଦିକ ସମ୍ମିଳନୀର ପ୍ରଭାବ ସେୟାର ବଜାରରେ ମଧ୍ୟ ଦେଖିବାକୁ ମିଳିଥିଲା। ସେନସେକ୍ସ ୪୨୪ ପଏଣ୍ଟ ବଢି ୪୮,୬୭୭ ପଏଣ୍ଟ ରେ ବନ୍ଦ ହୋଇଛି  । ଏଥି ସହିତ…

କରୋନା ପାଇଁ ସହାୟତା ଘୋଷଣା କଲା ଆରବିଆଇ, ଜାଣନ୍ତୁ କେତେ

ନୂଆଦିଲ୍ଲୀ, ୫ା୫: ଦେଶରେ କରୋନା ଭୟଙ୍କର ଭାବେ ବଢ଼ି ଚାଲିଛି । ବିଭିନ୍ନ ରାଜ୍ୟରେ ଲକଡାଉନ, ସଟଡାଉନ, କର୍ଫ୍ୟୁ ଭଳି କଟକଣା ଲାଗୁ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ତେବେ କରୋନା ସ୍ଥିତି ନେଇ…