Browsing Category
ବାଣିଜ୍ୟ
ସଂସଦ କ୍ୟାଣ୍ଟିନରେ ରିହାତି ମନା, ମିଳିବନି ଶସ୍ତା ଖାଦ୍ୟ
ନୂଆଦିଲ୍ଲୀ,୫ ।୧୨: ଏଣିକି ସଂସଦ କ୍ୟାଣ୍ଟିନରେ ଆଉ ମିଳିବନି ସବସିଡି । ପ୍ରକୃତ ମୂଲ୍ୟ ଦେଇ ଖାଦ୍ୟ ଓ ଅନ୍ୟ ସାମଗ୍ରୀ କିଣିବେ ସାଂସଦ । ସାଂସଦଙ୍କ ସର୍ବସମ୍ମତି କ୍ରମେ ସବିସିଡି ପ୍ରତ୍ୟାହାରର ନିଷ୍ପତ୍ତି ନିଆଯାଇଛି ।…
କେନ୍ଦ୍ରକୁ ଚିଦାମ୍ବରମଙ୍କ ତୀର
ନୂଆଦିଲ୍ଲୀଳ,୫ ।୧୨: ଜେଲରୁ ମୁକୁଳିବା ପରେ ଅର୍ଥନୀତିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମ । ଏହାକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…
ମୋଦୀ ସରକାରଙ୍କୁ ଝଟକା, ଜିଡିପି ଅଭିବୃଦ୍ଧିକୁ ୫% ଖସାଇଲା ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ,୫ ।୧୨: ରେପୋ ରେଟକୁ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଏଣିକି ବ୍ୟାଙ୍କଗୁଡିକୁ ୫.୧୦% ସୁଧହାରରେ ଋଣ ଯୋଗାଇବ ଆରବିଆଇ । ବ୍ୟାଙ୍କଗୁଡିକଠାରୁ ଋଣ ନେଲେ ଆରବିଆଇ ୪.୯୦ % ସୁଧ ଦେବ ।…
ମହଙ୍ଗା ହେଲା ଭୋଡାଫୋନର ଟାରିଫ୍ ପ୍ଲାନ୍
ନୂଆଦିଲ୍ଲୀ,୧ ।୧୨: ଆଜିଠାରୁ ଆଇଡିଆ-ଭୋଡାଫୋନ୍ ନିଜ ସେବାର ଦର ବଢାଇଦେଇଛି । ଖବର ମୁତାବକ, କମ୍ପାନୀର ସବୁଠାରୁ ଶସ୍ତା ପ୍ଲାନ୍ ୪୯ ଟଙ୍କା ହେବ । ଗ୍ରାହକମାନଙ୍କୁ ଭୋଡାଫୋନର ୪୯ ଟଙ୍କାର ପ୍ଲାନରେ ୩୮ ଟଙ୍କାର ଟକଟାଇମ୍…
ତୁର୍କୀ ଓ ଇଜିପ୍ଟରୁ ଆସୁଛି ପିଆଜ
ନୂଆଦିଲ୍ଲୀ,୧ ।୧୨: ସାରା ଦେଶରେ ପିଆଜ ଦର ଘୁ ଘୁ ହୋଇ ବଢିବାରେ ଲାଗିଛି । ଏହି ସମସ୍ୟାର ସମାଧାନ କରିବା ପାଇଁ ବାହାର ଦେଶରୁ ପିଆଜ ମଗାଉଛନ୍ତି ସରକାର । ତୁର୍କି ଓ ଇଜିପ୍ଟରୁ ୧୭ ହଜାର ୯୦ ମେଟ୍ରିକ ଟନ୍ ପିଆଜ ଆସୁଛି…
ଡିସେମ୍ବର ୧ରୁ ମହଙ୍ଗା ହେବ ମୋବାଇଲ୍ ବିଲ: ବଦଳିଯିବ ଟାରିଫ୍ ପ୍ଲାନର ନିୟମ
ନୂଆଦିଲ୍ଲୀ,୩୦ା୧୧: ବର୍ଷର ଶେଷ ମାସ ଅର୍ଥାତ ଡିସେମ୍ବର ୧ରୁ ବଦଳିଯିବ ମୋବାଇଲ୍ ବିଲ ସହ ଜଡିତ ନିୟମ । ଏଣିକି କଲ୍ ପାଇଁ ଅଧିକ ଟଙ୍କା ଗଣିବାକୁ ପଡିବ । କାଲିଠୁ ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ କଲ୍ । ଆଇଡିଆ,…
୭୮୯.୧୬ କୋଟି ଟଙ୍କା ନିବେଶରେ ୧୧୧୮ ନିଯୁକ୍ତି
ଭୁବନେଶ୍ୱର,୩୦ା୧୧(ଓଡ଼ିଶା ଭାସ୍କର): ୫ଟି ଶିଳ୍ପ ପ୍ରକଳ୍ପର ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ଟି ପ୍ରକଳ୍ପରେ ୨ ହଜାର ୭୮୯.୧୬ କୋଟି ଟଙ୍କା ନିବେଶ ହେବ । ଏସବୁ ପ୍ରକଳ୍ପରେ ୧ ହଜାର ୧୧୮…
୨୦୨୦ରେ ହେବ ୩ୟ ମେକ୍ ଇନ୍ ଓଡିଶା କନକ୍ଲେଭ
ଭୁବନେଶ୍ୱର,୩୦ ।୧୧(ଓଡିଶା ଭାସ୍କର): ଆସନ୍ତା ୨୦୨୦ରେ ୩ୟ ମେକ୍ ଇନ୍ ଓଡିଶା କନକ୍ଲେଭ ହେବ । ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ଚାଲିବ ଏହି କନକ୍ଲେଭ । ଏନେଇ ଆଜି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ କ୍ୟାପେଟନ…
ହ୍ରାସ ପାଇଲା ଅଭିବୃଦ୍ଧି ହାର
ନୂଆଦିଲ୍ଲୀ,୨୯ା୧୧(ଓଡ଼ିଶା ଭାସ୍କର): ଦେଶର ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ଗତି କରୁଥିବା ଜଣାପଡ଼ିଛି । ଦ୍ୱିତୀୟ ତିନି ମାସରେ ଜିଡ଼ିପି ଅଭିବୃଦ୍ଧି ହାର ପୁଣି ହ୍ରାସ ପାଇଛି । ଅଭିବୃଦ୍ଧି ହାର ୦.୫%କୁ ହ୍ରାସ ପାଇଛି ।…