CHARIDHAM
Browsing Category

ବାଣିଜ୍ୟ

ତାରକାସି କାରିଗରମାନଙ୍କ ପାଇଁ ଖୁସି ଖବର: କଟକ ତାରକସି ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ତରଫରୁ କଟକ ଚାନ୍ଦି ତାରକସି କଳାର ଭୌଗୋଳିକ ସୂଚକାଙ୍କ ପଂଜୀକରଣ ନିମନ୍ତେ ଉତ୍କଳିକା ମାଧ୍ୟମରେ ଆବଶ୍ୟକ ନଥି ସହ ଭୌଗୋଳିକ ସୁଚକାଙ୍କ…

୧୦୦ ଟଙ୍କାରୁ କମ ମୂଲ୍ୟରେ ବିଏସଏନଏଲର ଆକର୍ଷଣୀୟ ଅଫର; ଜାଣନ୍ତୁ କଣ ରହିଛି ସୁବିଧା

ମୁମ୍ବାଇ: କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଏସଏନଏଲ ପକ୍ଷରୁ ୧୦୦ ଟଙ୍କରୁ କମ୍ ମୂଲ୍ୟର ଆକର୍ଷଣୀୟ ରିଚାର୍ଜ ଅଫର ଲଞ୍ଚ କରାଯାଇଛି । ଏହା ସହିତ କମ୍ପାନୀ ପକ୍ଷରୁ ୬୯୯ ଟଙ୍କିଆ ପ୍ରିପେଡ୍ ପ୍ଲାନର ବୈଧତା ମଧ୍ୟ…

ଗୁଗୁଲ୍ ପେରୁ ମିଳିବ ଲୋନ୍; ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: ଦେଶରେ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଖୁସି ଖବର । ଏଣିକି ମୋବାଇଲ ଟିପରେ ହାତ ପାହାନ୍ତାରେ ମିଳି ପାରିବ ଲୋନ୍ । ଗୁଗୁଲ୍ ପେ ଜରିଆରେ କ୍ଷୁଦ୍ର ବ୍ୟବସାୟୀ ଲୋନ୍ ପାଇଁ ଆବେଦନ କରିପାରିବେ । ଡିଜିଟାଲ…

ଇସ୍ରାଏଲର ଏହି ୫ଟି ଅସ୍ତ୍ର ପାଇବାକୁ ପାଗଳ ପ୍ରାୟ ସାରା ଦୁନିଆ, ଜାଣନ୍ତୁ କଣ ଏହା

ଓଡ଼ିଶା ଭାସ୍କର ବ୍ୟୁରୋ: ବିଭିନ୍ନ ଉନ୍ନତ ଧରଣର କ୍ଷେପଣାସ୍ତ୍ର ତିଆରି କରିବାରେ ଇସ୍ରାଏଲ୍ ହେଉଛି ସବୁଠାରୁ ଅଗ୍ରଣୀ ଦେଶ । ଏହି କ୍ଷେପଣାସ୍ତ୍ର ବିକ୍ରୟ କରି ଇସ୍ରାଏଲ ଭାରତ ସହିତ ୧୦୦୦ କୋଟିରୁ ଅଧିକ ଚୁକ୍ତି କରିଛି ।…

SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ଆଜି ରାତିରେ ୨ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିବ ଏହି ସର୍ଭିସ୍

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇର କିଛି ବ୍ୟାଙ୍କିଙ୍ଗ ସର୍ଭିସ ଶନିବାର ରାତିରେ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ । ଟ୍ୱିଟର ଜରିଆରେ ବ୍ୟାଙ୍କ ଏହାର ସୂଚନା ଦେଇଛି । ବ୍ୟାଙ୍କ ପକ୍ଷରୁ…

ପ୍ଲାଷ୍ଟିକ ବଦଳରେ ପେପର ବ୍ୟାଗରେ ମିଳିବ ପାଣି; ପଢନ୍ତୁ ପୁରା ଖବର

ହାଇଦ୍ରାବାଦ: ପେପର କପରେ ଚା ଓ କଫି ପିଇଥିବେ ଆପଣ । ତେବେ ପେପର ବ୍ୟାଗରେ ପାଣି ବୋତଲ, ଶୁଣିବାକୁ ଅଡୁଆ ଲାଗୁଥିଲେ ହେଁ ଏପରି କିଛି ଚମକ୍ରାରିତା କରି ଦେଖାଇଛନ୍ତି ଦୁଇ ଜଣ ଯୁବକ । ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ…

ଗୌତମ ଅଡାନୀଙ୍କ ଗ୍ୟାସ୍ କମ୍ପାନୀ ଲୋକଙ୍କ କଲା ବଡ କ୍ଷତି, ଲକ୍ଷେ ଟଙ୍କାରୁ ୪୩ ହଜାର କ୍ଷତି ସହିଲେଣି ନିବେଶକ

ଭୁବନେଶ୍ଵର: ଗୌତମ ଅଡାନୀଙ୍କ କମ୍ପାନୀର ସେୟାରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଛି। ସେ ଅଡାନୀ ଟ୍ରାନ୍ସମିସନ ହେଉ କି ଅନ୍ୟ କୌଣସି ସେକ୍ଟର ହେଉ। ଅଡାନୀ ଗ୍ରୁପ କମ୍ପାନୀର ସେୟାରରେ ହ୍ରାସ ଗତ ମାସରୁ ଆରମ୍ଭ ହୋଇ…

ଭାରତରେ ଲଞ୍ଚ ହେଲା ଆଇକୋନିକ୍‌ ଅଲ୍‌-ନ୍ୟୁ ମିନିରେ୍‌ର କାର୍‌, ଟେଷ୍ଟ ଡ୍ରାଇଭ୍‌ ଓ ବୁକିଙ୍ଗ୍‌ ଆରମ୍ଭ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ମିନି ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ଅଲ୍‌-ନ୍ୟୁ ମିନି ୩- ଡୋର୍‌ ହ୍ୟାଚ୍‌, ଅଲ୍‌-ନ୍ୟୁ ମିନି କନ୍‌ଭର୍ଟିବୁଲ୍‌ ଓ ଅଲ୍‌-ନ୍ୟୁ ମିନି ଜନ୍‌ କୁପର ୱର୍କସ ହ୍ୟାଚ୍‌ ଶୁଭାରମ୍ଭ କରାଯାଇଛି…

ଏଣିକି SBIର ବିଏସ୍‌ବିଡି ଆକାଉଣ୍ଟ୍‌ରୁ ମାସକୁ ୪ରୁ ଅଧିକ ଥର ଟଙ୍କା ଉଠାଣରେ ଦେବାକୁ ପଡିବ ଶୁଳ୍କ, ଚେକ୍‌ ବୁକ୍‌ ଉପରେ ମଧ୍ୟ ବ୍ୟାଙ୍କ…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (ବିଏସ୍‌ବିଡି) ଖାତାର ଗ୍ରାହକମାନଙ୍କ ଲାଗି ଶୁଳ୍କରେ ସଂଶୋଧନ କରାଯାଇଛି । ଗ୍ରାହକମାନଙ୍କୁ ପ୍ରତି ମାସରେ ୪ ଥର…

ପ୍ରତିଷ୍ଠା ଦିବସରେ ପିଏମ୍ କେୟାର୍ସକୁ ୬୨ କୋଟି ଦେଲା ଏସବିଆଇ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ୬୬ତମ ପ୍ରତିଷ୍ଠା ଦିବସରେ ବ୍ୟାଙ୍କ ପକ୍ଷରୁ ପିଏମ୍ କେୟାର୍ସ ଫଣ୍ଡ ଉଦ୍ଦେଶ୍ୟରେ ୬୨.୬୨ କୋଟି…