Browsing Category

ଅପରାଧ

୨୦୨୦ ପାଇଁ ଏନସିଆରବି ଡାଟା: କମିଛି ହତ୍ୟା ଓ ମହିଳା ବିରୋଧୀ ହିଂସା, ସାଇବର ଅପରାଧରେ ଅଭିବୃଦ୍ଧି

ନୂଆଦିଲ୍ଳୀ: ଜାତୀୟ ଅପରାଧିକ ରେକର୍ଡ ବ୍ୟୁରୋ (ଏନସିଆରବି) ପକ୍ଷରୁ ବାର୍ଷିକ ଅପରାଧିକ ରେକର୍ଡ ତାଲିକା ପ୍ରକାଶ ପାଇଛି । ସାମଗ୍ରିକ ଭାବରେ ଅପରାଧ ହାର ହ୍ରାସ ପାଇଥିବା ବେଳେ ମହିଳା ବିରୋଧୀ ହିଂସା ଏବଂ ହତ୍ୟା ମାମଲା…

Encounterରେ ମରିବ ଫେରାର ନାବାଳିକା ଦୁଷ୍କର୍ମକାରୀ ; ତେଲେଙ୍ଗାନା ମନ୍ତ୍ରୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ତେଲେଙ୍ଗାନାରେ ୬ ବର୍ଷୀୟା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ଶ୍ରମ ମନ୍ତ୍ରୀ ମଲ୍ଲା ରେଡ୍ଡୀ । ମଙ୍ଗଳବାର ଦିନ ରେଡ୍ଡୀ କହିଛନ୍ତି ନାବାଳିକା ଦୁଷ୍କର୍ମକାରୀକୁ…

ରକ୍ଷକ ସାଜିଲେ ଭକ୍ଷକ: ଏଏସଆଇଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ, ପୀଡିତାଙ୍କ ଅଡିଓ କ୍ଲିପ୍ ଭାଇରାଲ

ଜୟପୁର : ବାଡ ଯଦି ଫସଲ ଖାଏ ତେବେ କହିବା କାହାକୁ । ଏଏସଆଇଙ୍କ ବିରୋଧରେ ଆସିଲା ଦୁଷ୍କର୍ମର ସଙ୍ଗୀନ ଅଭିଯୋଗ । ଡିଏସପି ହୀରାଲାଲ ସୈନୀ କାଣ୍ଡ ପରେ ରାଜସ୍ଥାନ ପୋଲିସର ଛବିକୁ ଆହୁରି ମଳିନ କରିବା ପରି ଆଉ ଏକ ମାମଲା…

ଶାଳୀକୁ ନେଇ ପଳାଇବାର ୬ ମାସ ପରେ ମନେପଡିଲା ପତ୍ନୀ କଥା, ଦୁହିଁଙ୍କ ସହ ସମ୍ପର୍କ ପରେ କଲା କିଛି ଏପରି କାମ…

ଅହମଦାବାଦ: ଆଜିକାଲିର ପ୍ରେମ ଘଣ୍ଟାର କଣ୍ଟା କରି ବଦଳିବାରେ ଲାଗିଛି । ଏଥିରେ କିଏ ବରବାଦ୍ ହେଉଛି ତ ଆଉ କିଏ କାହାର ଜୀବନ ନେବାକୁ ପଛଉନାହିଁ । ସେହିପରି ଗୁଜୁରାଟର ଅହମଦାବାଦଠାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ…

ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣା: ୨ ୱେବ୍‌ ପୋର୍ଟାଲ ସାମ୍ବାଦିକଙ୍କୁ ନୋଟିସ୍‌ ଜାରି, ଆଜି ଥାନାରେ ହାଜର ହେବେ

କଟକ (ଭାସ୍କର ନ୍ୟୁଜ୍‌): ବିଧାନସଭା ସମ୍ମୁଖରେ ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣାରେ ମଙ୍ଗଳାବାଗ ଥାନା ପୋଲିସ୍‌ ଦୁଇ ଜଣ ୱେବ୍‌ ପୋର୍ଟାଲ ସାମ୍ବାଦିକଙ୍କୁ ନୋଟିସ୍‌ ଜାରି କରିଛି । ଦୁଇ ଜଣ ୱେବ୍‌ ସାମ୍ବାଦିକ ହେଲେ…

ୟାକୁ କୁହନ୍ତି ପୋଲିସ; ଅଡିଓ କ୍ଲିପରୁ ଅପରାଧୀର ତଣ୍ଟିଯାଏଁ ପହଞ୍ଚିଲା

ନୂଆଦିଲ୍ଳୀ: ଅଡିଓ କ୍ଲିପରୁ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛି ପୋଲିସ । ୨୪ ବର୍ଷୀୟା ଜାତୀୟ ଖୋ ଖୋ ଖେଳାଳିଙ୍କୁ ହତ୍ୟା କରିଥିବା ଜଣେ ଅପରାଧୀକୁ ଧରିବାରେ ସଫଳ ହୋଇଛି ବିଜନୋର ପୋଲିସ । ଏହି ଘଟଣା ସେପ୍ଟେମ୍ବର ୧୦…

ମହିଳାଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କଲେ ଦୁର୍ବୃତ୍ତ; ମାରଣାସ୍ତ୍ର ଦେଖାଇ ଆକ୍ରମଣ କଲେ

ନିମାପଡା (ଭାସ୍କର ନ୍ୟୁଜ): ନିମାପଡା ଥାନା ରଡ ବଜାରରେ କେତେକ ବ୍ୟକ୍ତି ହାତରେ ମାରଣାସ୍ତ୍ର ଧରି ମହିଳାଙ୍କ ଘରେ ପଶି ଆକ୍ରମଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ଆକ୍ରମଣକାରୀଙ୍କ ଆକ୍ରମଣରେ…

ବ୍ରାଉନ୍‌ସୁଗର ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ୨୫ ଗ୍ରାମ ଧଳାଜହର ସହ ବାଇକ ଓ ମୋବାଇଲ ଜବତ, ୨ ଗିରଫ

ଜଗତସିଂହପୁର (ଭାସ୍କର ନ୍ୟୁଜ): ଜଗତସିଂହପୁର ଥାନା ପକ୍ଷରୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋମବାର ରାତି ପ୍ରାୟ ୭.୩୦ ମିନିଟ୍‌ ସମୟରେ ପୁଲିସ ପକ୍ଷରୁ ଅଚାନକ ଭାବେ ଚଢ଼ାଉ କରାଯାଇ ସ୍ଥାନୀୟ ଓଡିଶୋ ନିକଟରୁ ଏକ ପଲିଥିନ…

୧୧ ଟଙ୍କାର ଏହି ରିଚାର୍ଜ କରନ୍ତୁ ନାହିଁ, ହ୍ୟାକ୍ ହୋଇଯିବ ମୋବାଇଲ!

ନୂଆଦିଲ୍ଲୀ: ସାଇବର ଅପରାଧର ମାତ୍ରା ଏତେ ବଢ଼ିଯାଇଛି ଯେ, ପ୍ରତି ମିନିଟ୍ ସଜାଗ ରହିବାକୁ ପଡୁଛି । ଯଦି ଆପଣ ସାବଧାନ୍ ନ ରୁହନ୍ତି ତେବେ କୌଣସି ବି ଲୋକ ଆପଣଙ୍କୁ ଠକିଦେଇପାରେ । ସେହିପରି ଏକ ମାମଲା ମହାରାଷ୍ଟ୍ରର…

ଲୁଚି ଲୁଚି ଯାଇ ମହିଳାଙ୍କୁ ସ୍ପର୍ମ ଥିବା ଇଞ୍ଜେକସନ୍ ଦେଇଦେଲା ଅଭିଯୁକ୍ତ, ସିସିଟିଭିରେ କଏଦ୍ ହେଲା ପୂରା ଦୃଶ୍ୟ

ୱାଶିିଂଟନ: ଅନେକ ସମୟରେ କିଛି ଅପରାଧି ଏମିତି କିଛି କାଣ୍ଡ କରନ୍ତି ଯାହା ଆମକୁ ଆଶ୍ଚର୍ଯ୍ୟ କରେ । ସେହିଭଳି କିଛି ଅଜବ କାଣ୍ଡ କରିଛନ୍ତି ଆମେରିକାର ଜଣେ ବ୍ୟକ୍ତି । ଏହି ବ୍ୟକ୍ତି ଜଣକ ସୁପରମାର୍କେଟରେ ଥିବା ଜଣେ…