fbpx
Browsing Category

ମନୋରଞ୍ଜନ

ଅଭିନେତା ମହେଶ ବାବୁଙ୍କ ପିତାଙ୍କୁ ଆସିଲା ହାର୍ଟ ଆଟାକ୍, ୨ ମାସ ପୂର୍ବରୁ ମା’ଙ୍କର ହୋଇଥିଲା ଦେହାନ୍ତ

ନୂଆଦିଲ୍ଲୀ: ତେଲୁଗୁ ସୁପରଷ୍ଟାର ମହେଶ ବାବୁ ପୁଣିଥରେ ଦୁଃଖ ସମୟ ଦେଇ ଗତି କରୁଛନ୍ତି । ନିକଟରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ବଡ଼ ଖବର । ମହେଶଙ୍କ ପିତା କୃଷ୍ଣ ଘଟ୍ଟାମନେନୀଙ୍କୁ…

କଣ ବାପା ହେବାକୁ ଯାଉଛନ୍ତି କି ଅଭିନେତା ବରୁନ୍ ଧାୱନ? ବିଗବସ୍ ଶୋ ରେ ଏପରି କିଛି କହିଲେ ସଲମାନ…

ମୁମ୍ବାଇ: ଗତକିଛି ଦିନ ହେବ ବଲିଉଡ ଜଗତକୁ ଆସୁଛି ଅନେକ ଖୁସି ଖବର । ନିକଟରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ କନ୍ୟା ସନ୍ତାନର ମା ହୋଇଥିବା ବେଳେ ବିପାଶା ବସୁ ମଧ୍ୟ ମାଆ ହୋଇଛନ୍ତି । ତେବେ ବର୍ତ୍ତମାନ ଅଭିନେତା…

ଏକବର୍ଷ ହେବ ଡିପ୍ରେସନରେ ନିମ୍ରିତ୍ କୌର, ଭୋ ଭୋ ହୋଇ କାନ୍ଦିଲେ ବିଗ ବସରେ

ମୁମ୍ବାଇ:ବିଗବସ୍ ଖେଳକୁ ଜିତିବା ଯେତିକି ସହଜ ଦେଖାଯାଇଥାଏ, ପ୍ରକୃତରେ ତାହା ଘଟେ ନାହିଁ । ଏକମାସ ଧରି ଏକ ବନ୍ଦ କୋଠରୀରେ ଅଜଣା ଲୋକଙ୍କ ସହ ରହିବା ଭଲ ମଣିଷକୁ ମଧ୍ୟ ଚିନ୍ତାରେ ପକାଇ ଦେଇଥାଏ । ତେବେ ଟିଭି ପରଦାର…

ତଲାକ ଚର୍ଚ୍ଚା ମଧ୍ୟରେ ଏକାଠି ହେଲେ ସାନିଆ ମିର୍ଜା-ସୋଏବ ମଲିକ, ମିଶାଇଲା ଏହି ରିଏଲିଟି ଶୋ ?

ନୂଆଦିଲ୍ଲୀ: ସାନିଆ ମିର୍ଜା ଏବଂ ସୋଏବ ମଲିକ ଶୀଘ୍ର ପରସ୍ପରକୁ ଛାଡପତ୍ର ଦେବେ ବୋଲି ଚର୍ଚ୍ଚା ଖୁବ୍ ଚାଲିଛି। ଖବର ଅନୁଯାୟୀ, କିଛି ଆଇନଗତ ଔପଚାରିକତା ପୂରା ହେବା ପରେ ଦମ୍ପତ୍ତି ଆନୁଷ୍ଠାନିକ ଭାବେ ନିଜର ତଲାକ…

ସ୍ତନ କର୍କଟର ଶିକାର ହେଲେ ବହୁ ଚର୍ଚ୍ଚିତ ‘ସବିତା ଭାବି’

ମୁମ୍ବାଇ: ସବିତା ଭାଵୀଙ୍କ ନାଁ ଶୁଣିଲେ ଯୁବବର୍ଗ ମାନେ ଉତ୍ସାହିତ ହୋଇ ଉଠନ୍ତି। ଭାଇରାଲ୍ ମଡେଲ୍ ଅଭିନେତ୍ରୀ ରୋଜଲିନ୍ ଖାନ୍, 'ସବିତା ଭବୀ' ଭାବରେ ଜଣା। ତେବେ ରୋଜଲିନ୍ ଇନଷ୍ଟାରେ ଏକ ଦୁଖଦଃ ଖବର ସେୟାର କରିଛନ୍ତି।…

ସଡ଼କ ଦୁର୍ଘଟଣାରେ ଚାଲିଗଲେ ମରାଠୀ ଅଭିନେତ୍ରୀ କଲ୍ୟାଣୀ କୁରାଲେ: ସପ୍ତାହେ ପୂର୍ବରୁ ପାଳନ କରିଥିଲେ ଜନ୍ମଦିନ

ନୂଆଦିଲ୍ଲୀ: ମନୋରଞ୍ଜନ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ଏକ ସପ୍ତାହ ପୂର୍ବେ ନିଜର ଜନ୍ମଦିନ ପାଳନ କରିଥିବା ମରାଠୀ ଅଭିନେତ୍ରୀ କଲ୍ୟାଣୀ କୁରାଲେ ଯାଧବ ଆଉ ନାହାନ୍ତି । କଲ୍ୟାଣୀ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ…

ସିନେ ପ୍ରେମୀଙ୍କ ପାଇଁ ଖୁସିର ଖବର, ନିର୍ମାଣ ହେବ RRR2, କାହାଣୀ ଉପରେ ଚାଲିଛି କାମ

ନୂଆଦିଲ୍ଲୀ: ଜୁନିୟର ଏନଟିଆର ଏବଂ ରାମ ଚରଣଙ୍କ ଫିଲ୍ମ RRR2 ୨୦୨୨ର ସବୁଠୁ ବଡ ଫିଲ୍ମ ମଧ୍ୟରୁ ଗୋଟିଏ। ବକ୍ସ ଅଫିସରେ ବ୍ଲକବଷ୍ଟର ରହିବା ସହିତ ଫିଲ୍ମ ଭାରତରେ ୯୦୦ କୋଟିରୁ ଅଧିକ ବ୍ୟବସାୟ କରିଛି। ଏହାର…

ମୁମ୍ବାଇ ଏୟାରପୋର୍ଟରେ ଶାହରୁଖ ଏକ ଘଣ୍ଟା ଅଟକ: ୧୮ ଲକ୍ଷ ଟଙ୍କିଆ ଘଣ୍ଟା ହିଁ କାହାଣୀର ମୂଳ ମଞ୍ଜି

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ତଥା କିଙ୍ଗ ଖାନ୍ ଶାହରୁଖ ଖାନଙ୍କୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ନିକଟରେ ଶାହରୁଖ ଖାନ୍ ଦୁବାଇର ଏକ ଆୱାର୍ଡ ଶୋ’ରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ସେ ନିଜର ଖାସ ଅନ୍ଦାଜରେ ସମସ୍ତ…

ବିଚ୍ଛେଦର ଏକ ବର୍ଷ ପରେ ପୁଣି ଏକାଠି ହେଲେ ସାମନ୍ଥା- ନାଗାଚୈତନ୍ୟ! ପ୍ରଶଂସକଙ୍କୁ ଦେବେ କି ସପ୍ରାଇଜ୍ ?

ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଭାବରେ ସମନ୍ଥା ଋଥପ୍ରଭୁ ବେଶ ପରିଚିତ । ସେ ‘ଦି ଫ୍ୟାମିଲି ମ୍ୟାନ୍ ୨’ ଏବଂ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା ଦ ରାଇସ’ରେ ଅଭିନୟ…

ଜିମରେ ୱାର୍କ ଆଉଟ୍ କରୁଥିବା ବେଳେ ଆଉ ଜଣେ ଅଭିନେତାଙ୍କ ମୃତ୍ୟୁ

ମୁମ୍ବାଇ: ଟିଭି ଜଗତରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ଦେହାନ୍ତ ହୋଇଛି । ଖବର ଅନୁଯାୟୀ, ୱାର୍କ ଆଉଟ୍ କରିବା ସମୟରେ ତାଙ୍କୁ…