fbpx
Browsing Category

ମନୋରଞ୍ଜନ

ପିମ୍ପୁଡିଙ୍କ ଗହଣା ଲୋଭ: ଦଳ ବାନ୍ଧି ଚୋରେଇ ନେଲେ ସୁନାର ଚେନ

ଓଡ଼ିଶା ଭାସ୍କର: ପ୍ରତ୍ୟେକ ଜୀବଜନ୍ତୁ ନିଜର ସ୍ୱତନ୍ତ୍ର କୌଶଳ ପାଇଁ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ସେହି କୌଶଳକୁ ନେଇ ସେମାନେ ଜୀବନଯାପନ କରିଥାନ୍ତି । େତେବେ ସବୁ ଜୀବଜନ୍ତୁ ଭିତରୁ ପିମ୍ପୁଡ଼ି ନିଜର ପରିଶ୍ରମ…

ବୁଲେଟ ପ୍ରୁଫ ଜୀବ ଦେଖିଛନ୍ତି କି?: ଭାଇରାଲ ହେଉଛି ଅଦ୍ଭୁତ ଜୀବର ଭିଡିଓ, ଦେଖନ୍ତୁ

ଓଡିଶା ଭାସ୍କର: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକମାନେ ଏହାର ମଜା ଉଠାଇଥାନ୍ତି ଏବଂ ମନୋରଞ୍ଜନ କରିଥାନ୍ତି । କିନ୍ତୁ ଏବେ ଟ୍ୱିଟରରେ ଏକ ଏମିତି ଏକ…

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେବ ବାୟୋପିକ୍, ଆସନ୍ତାବର୍ଷ ଖ୍ରୀଷ୍ଟମାସରେ ହେବ ରିଲିଜ୍

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀକୁ ନେଇ ଆସିବ ଏକ ବାୟୋପିକ୍ । ଆସନ୍ତା ବର୍ଷ ଖ୍ରୀଷ୍ଟମାସ ଅବସରରେ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଅବସରରେ ତାହା ରିଲିଜ୍ ହେବ । ଫିଲ୍ମକୁ…

ଆସିଲା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ: ଖୋଲିଲା ମୃତ୍ୟୁର ରହସ୍ୟ

ଭୁବନେଶ୍ୱର: ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ଏବେ ଖୋଲିବାକୁ ଯାଉଛି । କ୍ୟାପିଟାଲ ହସ୍ପିଟାଲ ତରଫରୁ ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ ହସ୍ତଗତ ହୋଇଛି ।…

ରାଇମୋହନଙ୍କ ଆତ୍ମହତ୍ୟା ରହସ୍ୟ: ମେଣ୍ଟାଲ ଡିପ୍ରେସନରେ ଥିଲେ ରାଇମୋହନ, ସୂଚନା ଦେଲେ ଡିସିପି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଖଳନାୟକ ରାଇମୋହନଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି କମିଶନରେଟ୍‌ ପୋଲିସ୍‌ । ଏହା ମଧ୍ୟରେ ମୃତ୍ୟୁ ପୂର୍ବରୁ ରାଇମୋହନ ମେଣ୍ଟାଲ ଡିପ୍ରେସନରେ ଥିବା…

ପୁଣି ଚର୍ଚ୍ଚାରେ ଜନି ଡେପ୍‌, ‘ଜ୍ୟାକ୍‌ ସ୍ପେରୋ’ ଚରିତ୍ରରେ ଅଭିନୟ ପାଇଁ ମିଳିଲା ୨,୫୩୫କୋଟି ଟଙ୍କାର ଅଫର୍

ମୁମ୍ବାଇ: ହଲିଉଡର ଜଣାଶୁଣା ଅଭିନେତା ଜନି ଡେପ୍‌ ଗଲା କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ପୂର୍ବତନ ପତ୍ନୀ ଅମ୍ବର ହାର୍ଡ ଆଣିଥିବା ମାନହାନୀ ମକଦ୍ଦମାରେ ଜନି ଡେପ୍‌ ଜିତିବା…

ଗିରଫ ହେଲେ ମାଲୟାଲମ୍ ଅଭିନେତା, ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ଜଣେ ମାଲୟାଲମ୍ ଅଭିନେତା ଗିରଫ ହୋଇଛନ୍ତି । ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କୁ ଗିରଫ କରାଯିବା ପରେ ଦକ୍ଷିଣ ଏର୍ଣ୍ଣାକୁଲମ୍ ପୋଲିସ ଷ୍ଟେସନରେ ହାଜର କରାଯାଇଥିଲା । ଗତ ୨୨…

ରାଇମୋହନଙ୍କ ମୃତ୍ୟୁକୁ ନେଇ ଫିଟୁଛି ଗୁମର: ପରିବାର ସଦସ୍ୟ ସମେତ ୧୨ ଜଣଙ୍କୁ ଜେରା

ଭୁବନେଶ୍ୱର: ରାଇମୋହନଙ୍କ ମୃତ୍ୟୁ ରହସ୍ୟ ଉପରୁ ଧିରେ ଧିରେ ଉଠୁଛି ପରଦା । ଅଭିନେତାଙ୍କ ମୃତ୍ୟୁର ଅଡୁଆ ସୂତା ଖିଅକୁ ଖୋଲୁଛି ପୋଲିସ । ଓଲିଉଡର ବରିଷ୍ଠ ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ପଛର କାରଣ ଖୁବ ଶୀଘ୍ର ଜଣାପଡିବ…

ମା ହେବେ ଆଲିଆ ଭଟ୍ଟ, ହସ୍ପିଟାଲରୁ ସେୟାର କଲେ ଫଟୋ

ମୁମ୍ବାଇ(ଓଡ଼ିଶା ଭାସ୍କର): କପୁର ପରିବାରକୁ ଆସିବାକୁ ଯାଉଛନ୍ତି ନୂଆ ଅତିଥି। ବିବାହର ଦୁଇମାସ ପରେ ଗର୍ଭବତୀ ଥିବା ନେଇ ସୂଚନା ଦେଇଛନ୍ତି ଆଲିଆ ଭଟ୍ଟ। ସେ ନିଜ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ପୋଷ୍ଟ କରି ଏହି ଖବର…

ଏଣିକି ଫିଲ୍ମ, ଟିଭି ସିରିୟଲରେ ଶିଶୁଙ୍କୁ ମନଇଚ୍ଛା ବ୍ୟବହାର କରାଯାଇ ପାରିବନି, NCPCR ଜାରିକଲେ ଗାଇଡଲାଇନ୍

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଛୋଟ ପିଲାଙ୍କୁ ସିନେମା, ଟିଭି ସିରିୟଲ ଆଦିରେ ବିପଜ୍ଜନକ ଭାବେ ନିୟୋଜିତ କରାଯାଇଥାଏ । ଶିଶୁଙ୍କ ଅଭିନୟ ନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର)ଙ୍କ ଗାଡଇଲାଇନକୁ…