
Browsing Category
ମନୋରଞ୍ଜନ
ଉଡି ଉଡି କରୁଛନ୍ତି ଫୁଡ ଡେଲିଭରୀ: ନୂଆ ଟେକନିକକୁ ଦେଖି ମୁଣ୍ଡରେ ହାତ ଦେଲେ ଲୋକେ
ନୂଆଦିଲ୍ଲୀ: ଦେଶରେ ଏବେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି । ତା ପରେ ଏବେ ଚାଲିଛି ପୂଜା ସିଜନ । ତେଣୁ ଅଧିକାଂଶ ସ୍ଥାନରେ ଏବେ ଏହି ଟ୍ରାଫିକ ସମସ୍ୟା ଭୋଗୁଛନ୍ତି ଲୋକେ । ଫଳରେ ନିଜ କାମରେ ପହଞ୍ଚିବା…
‘ତାଳି’ ଟ୍ରାନ୍ସଜେଣ୍ଡର ଭୂମିକାରେ ପରଦାକୁ ଆସୁଛନ୍ତି ସୁସ୍ମିତା ସେନ୍ ;ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଲେ ସୂଚନା
ମୁମ୍ବାଇ :କିନ୍ନର ମାନଙ୍କୁ ପ୍ରାରମ୍ଭ ରୁ ହିଁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ସେ କେଉଁ କେଉଁ ବାଧାବିଘ୍ନ କୁ ଏଡାଇ ନିଜ ପଥରେ ଅଗ୍ରଗତି କରନ୍ତି ତାହାର ଏକ ଝଲକ ଖୁବ ଶୀଘ୍ର ଦେଖିବାକୁ ମିଳିବ ।…
୩୪ ବର୍ଷ ବୟସରେ ଆତ୍ମହତ୍ୟା କଲେ ଏହି ଅଭିନେତା: ଛାଡ଼ପତ୍ରକୁ ନେଇ ଡିପ୍ରେସନରେ…
ନୂଆଦିଲ୍ଲୀ: ଲୋକପ୍ରିୟ ତାମିଲ ଟେଲିଭିଜନ ଅଭିନେତା ଲୋକେଶ ରାଜେନ୍ଦ୍ରନ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ବେଳକୁ ଲୋକେଶଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା । ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ଲୋକେଶ…
(Video) ରାଣୀ ପଣ୍ଡାକୁ ଲୋକେ ଏମିତି ମାରିଛନ୍ତି ଯେ ମୋର ପୂରା ପୋଡ଼ୁଛି: ରାଣୀ ପଣ୍ଡା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ଅନେକ କିଛି ଚର୍ଚ୍ଚା ହୋଇଥାଏ । ସାଧାରଣ ଜନତାଙ୍କର ବିଭିନ୍ନ ସମସ୍ୟା ଉପରେ ତାଙ୍କର ଏକ ନିଆରା ମତ ରହିଥାଏ ।…
ବିବାଦରେ ‘ଆଦିପୁରୁଷ’: ଟ୍ରୋଲ୍ ପରେ ନୀରବତା ଭାଙ୍ଗିଲେ ଡାଇରେକ୍ଟର, କହିଲେ ରିଆକ୍ସନ ଦେଖି ହୋଇନାହିଁ ଆଶ୍ଚର୍ଯ୍ୟ…
ମୁମ୍ବାଇ: ୨ ଅକ୍ଟୋବରରେ ପ୍ରଭାସ, ସୈଫ୍ ଅଲୀ ଖାନ୍ ଏବଂ କ୍ରୀତି ସାନନଙ୍କ ଅଭିନୀତ ଫିଲ୍ମ ଆଦିପୁରୁଷର ଟିଜର୍ ରିଲିଜ୍ ହୋଇଥିଲା । କିନ୍ତୁ ଏହାକୁ ଦର୍ଶକ ପସନ୍ଦ କରିବା ପରିବର୍ତ୍ତେ ଫିଲ୍ମର ଟିଜରକୁ ନେଇ ଏବେ ବିବାଦ…
Sony-ZEE ମର୍ଜର ହେବା ଫାଇନାଲ! CCI ଦେଲା ମଞ୍ଜୁରୀ
ନୂଆଦିଲ୍ଲୀ: ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ମିଡ଼ିଆ କମ୍ପାନୀ ସୋନି ଓ ଜୀ’ର ମିଶ୍ରଣକୁ ମଞ୍ଜୁରୀ ପ୍ରଦାନ କରିଛି । ମାତ୍ର ଏନେଇ ସିସିଆଇ ପକ୍ଷରୁ କିଛି ସର୍ତ୍ତାବଳୀ ରଖାଯାଇଛି । କିଛି ସୁଧାର କରାଯିବା ସହ…
(Video) ଡିଜେ ବାଜୁଛି, ସବୁ ଭୁଲିଯାଇ ଦାଣ୍ଡିଆ ଖେଳୁଛନ୍ତି ଅନୁଭବ-ବର୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିଜେ ବାଜିବା ସହ ହାତରେ ଦାଣ୍ଡିଆ ଧରି ଝୁମିବାରେ ଲାଗିଛନ୍ତି ଓଡ଼ିଉଡର ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ । ତେବେ ଏହି କଥାଟିକୁ ଅନୁଭବ-ବର୍ଷାଙ୍କ ଫ୍ୟାନ୍ସ ସହଜରେ…
Swiggy Delivery Boy ବର୍ଷାରେ ଭିଜି ଭିଜି ପହଞ୍ଚାଇଲେ ଅର୍ଡର: ଗାଡି ନୁହେଁ ସାଇକେଲ ସାଜିଛି ସାହାରା
ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ଘରେ ବସି ଟଙ୍କା କମାଇବାର ଚିନ୍ତା କରୁଛନ୍ତି । ଏମିତି ଅନେକ କାମ ବି ରହିଛି ଯାହା ଅନଲାଇନରେ ଘରେ ବସି ରୋଜଗାର କରାଯାଇପାରିବ । ତେବେ କିନ୍ତୁ କିଛି ଲୋକଙ୍କ ପାଇଁ ଏବେ ବି ଏହା ସମ୍ଭବ…
ମଇଁଷିର ଅଜବ ଡାନ୍ସ, କେବେ ଦେଖିଛନ୍ତି କି ଏମିତି ଘଟଣା? ଦେଖନ୍ତୁ ଭାଇରାଲ ଭିଡିଓ…
ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏଥିମଧ୍ୟରୁ କିଛି ଭିଡିଓ ଇମୋସନାଲ କରିଦିଏ ତ କିଛି ଭିଡିଓ ଦେଖିଲେ ଝୁମି ଉଠନ୍ତି ୟୁଜର । ପୋଷା କୁକୁର ଏବଂ ବିଲେଇ ମାନଙ୍କର ସେମାନଙ୍କ…
ଏହି ଲେଜେଣ୍ଡ ଅଭିନେତ୍ରୀ ନିଜ ଫିଲ୍ମ ସେଟରେ ଖାଇଥିଲେ ଶକ୍ତ ଚାପୁଡା: ଜାଣନ୍ତୁ ଏହାର ପ୍ରକୃତ କାରଣ..
ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କାଜୋଲ ମୁଖାର୍ଜିଙ୍କ ମା' ଅଭିନେତ୍ରୀ ତନୁଜା ସମର୍ଥଙ୍କୁ କିଏ ବା ନଜାଣେ । ତାଙ୍କର ସେହି ଅଭୁଲା ଅଭିନୟର ଯାଦୁ ଆଜି ବି ଲୋକଙ୍କ ମନରେ ବଂଚି ରହିଛି । ତେବେ ଅଭିନୟ ଜଗତରୁ…