Browsing Category

ମନୋରଞ୍ଜନ

ପ୍ରେମରେ ଧୋକା: ଫାଶୀ ଲଗାଇ ଜୀବନ ହାରିଲେ ଅଭିନେତ୍ରୀ ବିଦିଶା

କୋଲକାତା: ସିନେମା ଜଗତରେ ଏବେ ଅନେକ ଅଭିନେତା ଏବଂ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ସାମନାକୁ ଆସୁଛି । ବିଭିନ୍ନ କାରଣକୁ ନେଇ ନିଜ ଜୀବନ ହାରି ଦେଉଛନ୍ତି ସେଲିବ୍ରିଟି ଷ୍ଟାର । ସେହିଭଳି ଆଉ ଏକ ଖବର ସାମନାକୁ ଆସିଛି…

ଜନ୍ମଦିନରେ ଦୟାଙ୍କ ରିଟର୍ଣ୍ଣକୁ ନେଇ ଏମିତି କହିଲେ ଜେଠାଲାଲ୍

ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଧାରାବାହିକ ‘ତାରକ ମେହତା କା ଉଲ୍ଟା ଚଷମା’କୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେଉଛି । କୁହାଯାଉଛି ଖୁବ୍ ଶୀଘ୍ର ଶୋ’ରେ କମବ୍ୟାକ୍ କରିବେ ସମସ୍ତଙ୍କର ପ୍ରିୟ ଚରିତ୍ର ଦୟା ଭାବି । ଆଉ ଏବେ ଏହି…

ଓଡ଼ିଆ ଅଭିନେତା ବିରାଜ ଦାଶଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଅଭିନେତା ବିରାଜ ଦାଶଙ୍କ ପରଲୋକ । ଦୀର୍ଘ ୪ ମାସ ଧରି ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଲଙ୍ଗ୍‌ସ କ୍ୟାନସରରେ ପୀଡ଼ିତ ଥିଲେ ବିରାଜ ଦାଶ । ସିନେମା, ଟେଲିଭିଜନ ଓ…

ଅନୁଭବଙ୍କ ଭିଡିଓକୁ ନେଇ ସାଇବର ଥାନାର ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ

କଟକ(ଓଡ଼ିଶା ଭାସ୍କର): ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଜାରି ରହିଛି । ଏହାରି ମଧ୍ୟରେ କଟକ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି…

ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଭାଗ୍ୟ ପରୀକ୍ଷା କରିବେ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର, ଖୁବ୍‌ଶୀଘ୍ର ଏହି ଫିଲ୍ମରେ କରିବେ ଡେବ୍ୟୁ

ମୁମ୍ବାଇ: ଖୁବ୍‌ଶୀଘ୍ର ବଲିଉଡ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶ୍ରୀଦେବୀଙ୍କ ସାନଝିଅ ଖୁସି କପୁର । କେବଳ ଖୁସି ନୁହନ୍ତି ଆଉ ଜଣେ କପୁର କନ୍ୟା ମଧ୍ୟ ଫିଲ୍ମ ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ବଲିଉଡ…

ଡବଲ ରୋଲ ଭୂମିକାରେ କରିଛନ୍ତି ଦମଦାର ଅଭିନୟ, ଦେଖିଛନ୍ତି କି’ ଅମିତାଭଙ୍କ ଏହି ଫିଲ୍ମ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଲିଉଡର ଅନେକ ଦିଗ୍ଗଜ କଳାକାର ଦିଲୀପ କୁମାର, ଅମିତାଭ ବଚ୍ଚନ, ଶାହାରୁଖ ଖାନ, ସଲମାନ ଖାନ୍ ଏବଂ ରିତିକ୍ ରୋଶନଙ୍କ ଭଳି କଳାକାର ଯେଉଁମାନେ ଅନେକ ଫିଲ୍ମରେ ଡବଲ ରୋଲ ନିଭାଇଛନ୍ତି । ୮୦…

୪ ଦିନରେ ଧରାଶାୟୀ ହେଲା ଧାକଡ଼! ଚତୁର୍ଥ ଦିନରେ ପୁଣି କମିଲା ଆୟ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫିଲ୍ମ ଧାକଡ଼ର କଲେକ୍ସନକୁ ନେଇ ନିରାଶାଜନକ ଖବର ଆସିଛି । ଫିଲ୍ମ ଧାକଡ଼ ବକ୍ସ ଅଫିସରେ ଧରାଶାୟୀ ହୋଇଛି । ରିଲିଜର ୪ର୍ଥ ଦିନରେ ବି ଫିଲ୍ମର ନିରାଶାଜନକ ପ୍ରଦର୍ଶନ ରହିଛି ।…

ବିବାହ ପରେ ପୁଣି ଥରେ ଚର୍ଚ୍ଚାରେ ଆଲିଆ, ଖୁବ୍‌ଶୀଘ୍ର ହଲିଉଡରେ କରିବେ ଡେବ୍ୟୁ…

ମୁମ୍ବାଇ: ନିକଟରେ ହାତକୁ ଦି ହାତ ହୋଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ସେ ତାଙ୍କ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁରଙ୍କ ସହ ନେଇଛନ୍ତି ବିବାହ କରିଛନ୍ତି । ଉଭୟଙ୍କ ବିବାହ ଟକ୍‌ ଅଫ୍‌ ଦା ଟାଉନ୍‌ ଥିଲା । ତେବେ…

ତାରକ୍ ମେହତା… ଫ୍ୟାନ୍ସଙ୍କୁ ଝଟକା! ଶୈଲଶ ଲୋଢ଼ାଙ୍କ ପରେ ଶୋ ଛାଡ଼ିବେ କି’ ‘ବବିତା ଜୀ’?

ମୁମ୍ବାଇ: ‘ତାରକ୍ ମେହତା କା ଉଲ୍ଟା ଚଷ୍ମା ଶୋ’ ଏକ ସବୁଠୁ ଲୋକପ୍ରିୟ ଶୋ’ ଅଟେ । ଏହି ସିରିଏଲର ପ୍ରତି ଚରିତ୍ର ଘରେ ଘରେ ପରିଚିତ । ଫ୍ୟାନମାନେ ମଧ୍ୟ ଶୋ’ର ଚରିତ୍ରଙ୍କୁ ଖୁବ୍ ପସନ୍ଦ କରିଥାନ୍ତି । କିନ୍ତୁ ଏବେ ଏକ…

‘ତାରକ୍ ମେହତା କା ଉଲ୍ଟା ଚଷ୍କା’କୁ ଗୁଡ ବାଏ କହିଲେ ଶୈଲେଶ! ଏବେ ଏହି ଶୋ’ରେ ଆସିବେ ନଜର

ଲୋକପ୍ରିୟ ଲେଖକ ତଥା ଜଣେ ସୁନାମଧନ୍ୟ ହାସ୍ୟ ଅଭିନେତା ଶୈଲେଶ ଲୋଢ଼ା ନିଜ ଚରିତ୍ର ତାରକ ମେହତାଙ୍କ ପାଇଁ ଘରେ ଘରେ ପରିଚିତ । ଟିଭିର ଲୋକପ୍ରିୟ ହାସ୍ୟ ଧାରାବାହିକ ‘ତାରକ ମେହତା କା ଉଲ୍ଟା ଚଷ୍ମା’ ରେ ସେ ଗତ ୧୪…