fbpx
Browsing Category

ମନୋରଞ୍ଜନ

ବିଗ୍-ବି ସେଆର୍ କଲେ ପତ୍ନୀ ଜୟାଙ୍କ ସହ ବିବାହ ବେଳର ଫଟୋ, ଫ୍ୟାନ୍ ଜଣାଉଛନ୍ତି ଶୁଭେଚ୍ଛା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳଚ୍ଚିତ୍ର ଜଗତର ବେତାଜ୍ ବାଦଶାହ ଓ କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ପରିଚୟ ଦେବା ଆବଶ୍ୟକ ପଡ଼େନା । ଏହି ମହାନ ଅଭିନେତା ଆଜି ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ।…

ଦ ଫ୍ୟାମିଲି ମେନ୍ -୨ ରିଲିଜ୍ ପୂର୍ବରୁ ଟ୍ୱିଟରରେ ଟ୍ରେଣ୍ଡ କରୁଛି #Shameonyousamantha

ମୁମ୍ବାଇ: ରିଲିଜ୍ ହେବାକୁ ଯାଉଛି ଚର୍ଚ୍ଚିତ ୱେବ୍ ସିରିଜ୍ ଦ ଫ୍ୟାମିଲି ମେନ୍ -୨ । ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର୍ ଧରିଛି । ତେବେ ସିରିଜ୍ ଟି ରିଲିଜ୍ ହେବା ପୂର୍ବରୁ ବିବାଦରେ ଫସିଯାଇଛି । ଏଥିରେ ବଲିଉହ୍…

ଅଭିନେତା ଟାଇଗର ଶ୍ରଫଙ୍କ ବିରୋଧରେ ମାମଲା ରୁଜୁ, ଜାଣନ୍ତୁ କାହିଁକି?

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ବିରୋଧରେ କରୋନା ନିୟମ ଉଲ୍ଲଙ୍ଘନ ନେଇ ମାମଲା ରୁଜୁ ହୋଇଛି । ବିନା କାରଣରେ ସର୍ବସାଧାରଣ ଜାଗାରେ ଏଣେତେଣେ ବୁଲିବା ନେଇ ଶ୍ରଫ୍ ବିରୋଧରେ ମାମଲା ରୁଜୁ ହୋଇଥିବା ମୁମ୍ବାଇ…

ରିଲିଜ ହୋଇଛି ‘ଶେରନି’ ଟ୍ରେଲର, ଫିଲ୍ମରେ ରହିଛି ବିଦ୍ୟା ବାଲାନଙ୍କ ଦମଦାର ଅଭିନୟ

ନୂଆଦିଲ୍ଲୀ: ନିକଟରେ ରିଲିଜ ହୋଇଛି ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଅଭିନୀତ ଫିଲ୍ମ ‘ଶେରନି’ର ଟ୍ରେଲର । ଆଉ ଟ୍ରେଲରକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହେଉଛି । ୧୮ ଜୁନରେ ଆମଜନ ପ୍ରାଇମରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ…

କରୋନା ସଙ୍କଟ କାଳରେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ ପୂଜା, ୧୦୦ ପରିବାରକୁ ଦେଲେ ଏକ ମାସର ରାସନ୍

ମୁମ୍ବାଇ (ଓଡ଼ିଶା ଭାସ୍କର):  କରୋନା ସଙ୍କଟ କାଳରେ ଲୋକଙ୍କୁ ସାହାଯ୍ୟ କରିବା ଲାଗି ବଲିଉଡ୍‌ ସେଲିବ୍ରିଟିମାନେ ଆଗେଇ ଆସୁଛନ୍ତି । ଅଭିନେତ୍ରୀ ପୂଜା ହେଗ୍‌ଡେ ସେମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ପୂଜା ନିକଟରେ…

‘ତାରକ ମେହତା…’ର ନୂଆ ସୁନ୍ଦରୀଙ୍କୁ ନେଇ ଚର୍ଚ୍ଚା, ଜାଣନ୍ତୁ କିଏ…

ମୁମ୍ବାଇ: ଛୋଟ ପରଦାର ପପୁଲାର ଶୋ "ତାରକ ମେହତା କା ଉଲ୍ଟା ଚସ୍ମା'କୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି । ଏହି ଶୋ’ ରେ ଅନେକ ନୂଆ ଚେହେରା ନଜର ଆସୁଛନ୍ତି । ସେମାନଙ୍କୁ ମଧ୍ୟରୁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ…

ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଶଂସକଙ୍କ ମନ ଜିଣୁଛି କାଜଲ୍, ଫଟୋ ଅପଲୋଡ୍‌  ହେବାର କିଛି ଘଣ୍ଟା ମଧ୍ୟରେ ମିଳୁଛି ଲକ୍ଷ ଲକ୍ଷ ଲାଇକ୍ ଓ କମେଣ୍ଟ୍

ମୁମ୍ବାଇ (ଓଡ଼ିଶା ଭାସ୍କର): ବଲିଉଡ୍‌ ଓ ଟଲିଉଡ୍‌ ଫ୍ୟାନ୍ସଙ୍କ ଅନ୍ୟତମ ଫେଭରାଇଟ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲ । ଲକ୍‌ଡାଉନ୍‌ ସମୟରେ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି କିଛି ଅନ୍ତିରଙ୍ଗ ଫଟୋ । ଫଟୋରେ ଅବଶ୍ୟ…

ପୋକମିଶା ଖାଦ୍ୟର ଚାହିଦା ଅଧିକ, ରେଷ୍ଟୁରାଣ୍ଟକୁ ମିଳୁଛି ପ୍ରଶଂସା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: କୌଣସି ଖାଦ୍ୟ ବାସି କିମ୍ବା ଖରାପ ହୋଇଗଲେ ପୋକ ଲାଗିଯାଇଥାଏ । ସାଧାରଣତଃ ଖାଦ୍ୟରେ ପୋକ ଲାଗିଗଲେ ଆମେ ଏହାକୁ ଫିଙ୍ଗିଦେଉ । କିନ୍ତୁ କେବେ ଶୁଣିଛନ୍ତି କି ଏହିଭଳି ପୋକ ଲାଗିଥିବା ଖାଦ୍ୟକୁ ଲୋକେ ଖାଇବା…

ସ୍ତ୍ରୀଙ୍କୁ ମାଡ ମାରିବା ଅଭିଯୋଗରେ ଅଭିନେତା କରଣ ମେହେରା ଗିରଫ

ମୁମ୍ବାଇ: ଟେଲି ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ନିଶା ରାୱଲଙ୍କ ମଧ୍ୟରେ ଅନେକ ଦିନ ହେବ ବିବାଦ ଲାଗିରହିଥିଲା । ତେବେ ଆଜି ଘରୋଇ ହିଂସାକୁ ନେଇ ଅଭିନେତା କରଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ୍ ।…

ବିଗ୍ ବସ୍‌-୧୫ରେ ଏଣ୍ଟ୍ରି କରିବେ ରିୟା ଚକ୍ରବର୍ତ୍ତୀ !

ମୁମ୍ବାଇ: ଟିଭିର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ’ ବିଗ୍ ବସ୍‌-୧୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ମେକର୍ସମାନେ ଏବେ ସିଜନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସିଜନ-୧୪ର ହୋଷ୍ଟ ସଲମାନ ଖାନ୍ ଘୋଷଣା କରିଥିଲେ…